April 21, 2024

Odia Express

News For Public

ମୋଦି ସରକାର ୩୦୦ ପାର୍ କରିବେ ବୋଲି ଭବିଷ୍ୟବାଣୀ କରିଥିବା ପ୍ରଫେସରଙ୍କ ନୁଆ ଭବିଷ୍ୟବାଣୀ- କହିଲେ କି ଆଗାମୀ ୫ ବର୍ଷରେ ମୋଦୀ ସରକାର…

୧୭ତମ ଲୋକସଭା ନିର୍ବାଚନରେ ବିଜେପି ପ୍ରଚଣ୍ତ ଜିତ୍ ପରେ ବିପକ୍ଷ ପୁରା ଭାବେ ପରାଜୟ ବରଣ କଲା , ନିର୍ବାଚନୀ ଫଳାଫଳ ପୂର୍ବରୁ ବିଜେପି ଜିତ୍ କୁ ନେଇ ବହୁତ ଲୋକ ଭବିଷ୍ୟ ବାଣୀ କରିଥିଲେ , ଯେଉଁଥିରେ ପ୍ରଫେସର ଡାଃ ରାଜୁ ମୁସଲଙ୍ଗାବକର ନାଁ ସାମିଲ୍ ଅଛି , ପ୍ରଫେସର ଡାଃ ରାଜୁ ଭବିଷ୍ୟତ ବାଣୀ ସତ ପ୍ରତିଶତ ସତ ହୋଇଥିଲା , କିନ୍ତୁ ସେ ଭବିଷ୍ୟ ବାଣୀ କରିଥିବା ପାଇଁ ତାଙ୍କୁ ନିଳମ୍ବିତ କରିଦିଆଗଲା । ହଁ ଆଜ୍ଞା, ଡାଃ ରାଜୁ ମୁସଲଙ୍ଗାବକର ନିର୍ବାଚନୀ ଫଳାଫଳ ପୂର୍ବରୁ ନିଜ ଫେସବୁକ୍ ୱାଲ୍ ରେ ଭବିଷ୍ୟ ବାଣୀ କରିଥିଲେ , ଯାହାପରେ ଭବିଷ୍ୟବାଣୀ ଠିକ୍ ସେହିପରି ହୋଇଥିଲା , ପ୍ରଫେସର ଡାଃ ରାଜୁ ମୁସଲଙ୍ଗାବକର୍ ଲୋକସଭା ନିର୍ବାଚନରେ ୩୦୦ ପାର ବିଜେପି ଭବିଷ୍ୟବାଣୀ କରିଥିଲେ । ଯାହାକି ସତ ବାହାରିଥିଲା ।

 

ଭବିଷ୍ୟବାଣୀ କରିଥିବା ପ୍ରଫେସର ଡାଃ ରାଜୁ ମୁସଲଙ୍ଗାବକରଙ୍କୁ ନିଳମ୍ବିତ କରାଯାଈଥିଲା , ଯାହାପରେ ସେ ପାଞ୍ଚ ବର୍ଷରୁ ନେଇକରି ଭବିଷ୍ୟବାଣୀ କରିଥିଲେ , ପ୍ରଫେସର ଡାଃ ରାଜୁ ନିଜ ପାଞ୍ଚରେ ମୋଦୀ ସରକାରଙ୍କ କାର୍ଯ୍ୟକୁ ନେଇ ଭବିଷ୍ୟବାଣୀ କରିଥିଲେ , ଯାହା ଦ୍ୱାରା ଏହା ଆହୁରି ଚର୍ଚ୍ଚିତ ହୋଇଥିଲା ।

 

ସେ କହିଥିଲେ କି ମୋଦୀ ସରକାର ଆହୁରି ପାଞ୍ଚ  ବର୍ଷ କାମ କରିବ , ଓ ଦେଶରେ ଶାନ୍ତି ବଜାୟ ରହିବ , ଓ ଏହି ସରକାର ଲୋକଙ୍କ ବିଶ୍ୱାସଭାଜନ ହେବ , ରାଜୁ ସରକାର ଆଚାର ସଂହିତା ଉଲ୍ଲଘନ କରିଥିବାରୁ ତାଙ୍କୁ ନିଳମ୍ବିତ କରାଯାଇଥିଲା , ଏନ୍ ଡିଏ ର ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଫେସର ଡାଃ ରାଜୁ ଏହା ଦାବି କଲେ କି ଏହି ସମୟରେ ମୋଦୀ ସରକାରଙ୍କ ନୁଆ କୀର୍ତ୍ତିମାନ ସ୍ଥାପନା କରିବେ , ଯେଉଁଥିରେ ଦେଶରେ ଶାନ୍ତି ବ୍ୟବସ୍ଥା ବଜାୟ ରହିବ , ମାନେ କହିବାକୁ ଗଲେ ଡାଃ ରାଜୁଙ୍କ ଭବିଷ୍ୟତ ବାଣୀରେ ଦେଶରେ ଅର୍ଥବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଦେଖାଦେବ ।

 

ଡାଃ ରାଜୁଙ୍କ ଏହି ଭବିଷ୍ୟତ ବାଣୀକୁ ନେଇ ଆଚାର ସଂହିତା ଉଲ୍ଲଘନ କରିବାର ଦୋଷ ଲାଗିଥିଲା , କଂଗ୍ରେସ ଏହି ନିର୍ବାଚନ ଆୟୋଗର ଅଭିଯୋଗ କରିଥିଲେ , ଯାହା ପରେ ଡାଃ ରାଜୁ ମୁସଲଙ୍ଗାବକର ଙ୍କୁ ନିଳମ୍ବିତ କରାଯାଇଥିଲା , ଡାଃ ରାଜୁ ଉଜ୍ଜେନର ବିକ୍ରମ ବିଶ୍ୱବିଦ୍ୟାଳୟର ଜ୍ୟୋତିବିଜ୍ଞାନୀ ଥିଲେ , ତାହା ସହ ନିର୍ବାଚନୀ ଭବିଷ୍ୟବାଣୀକୁ ନେଇ ସେ ଏହି ମନ୍ତବ୍ୟ ରଖିଥିଲେ , ଯାହାକୁ ନେଇ ଆଚାର ସହିତା ସମୟରେ ଥିଲା , ସେଥିପାଇଁ ତାଙ୍କୁ ପ୍ରଫେସର ପଦରୁ ନିସ୍କାସିତ କରିଦିଆଗଲା ।

Leave a Reply

Your email address will not be published. Required fields are marked *