April 25, 2024

Odia Express

News For Public

ଏହି ତିନୋଟି ରଙ୍ଗରୁ ବାଛନ୍ତୁ କେଉଁ ଗୋଟେ ରଙ୍ଗ ,ଜଣା ପଡିଯିବ ଆପଣଙ୍କ ଭବିଷ୍ୟ ଓ ସ୍ୱଭାବର ସହ ଯୋଡି ହୋଇଥିବା କିଛି ଜରୁରୀ କଥା..

ରଙ୍ଗ ବେରଙ୍ଗ ଦୁନିଆଁରେ ଆପଣଙ୍କୁ କେଉଁ ଗୋଟେ ରଙ୍ଗ ନିଶ୍ଚିତ ମନକୁ ପସନ୍ଦ ଆସିଥାଏ , ଯାହାକି ବିଭିନ୍ନ ପ୍ରକାରର ଅଟେ ,ଯେପରି ଲାଲ, ହଳଦିଆ, ସବୁଜ, ଧଳା ଆଦି ରଙ୍ଗ , ଯାହାକୁ ଦେଖି ଆପଣ ହସି ଉଠନ୍ତି , ଆପଣଙ୍କ ଘର ଆପଣଙ୍କ ମନ ମୁତାବକ ରଙ୍ଗରେ ରଙ୍ଗୀନ କରିବାକୁ ମନ ହୋଇଥାଏ , କଣ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ପ୍ରକୃତ ସ୍ୱଭାବକୁ ଦର୍ଶାଇ ଥାଏ , ଆଜି ଆମେ ଆପଣଙ୍କୁ ତିନୋଟି ରଙ୍ଗ ନେଇକରି ଆସିଛୁ , ଯେଉଁଥିରେ ଆପଣ ନିଜ ପସନ୍ଦର ରଙ୍ଗ ବାଛିକରି ନିଜ ବ୍ୟକ୍ତିତ୍ୱ କିମ୍ବା ସ୍ୱଭାବ ବିଷୟରେ ପତା ଲଗାଇପାରିବେ , ତେବେ ଆସନ୍ତୁ ସେହି ତିନୋଟି ରଙ୍ଗ ମଧ୍ୟରୁ କେଉଁ ଗୋଟିଏ ବାଛନ୍ତୁ ଆମେ ଆପଣଙ୍କୁ କହିବୁ ଆପଣଙ୍କ ସ୍ୱଭାବ କିପରି ଓ ବ୍ୟକ୍ତିତ୍ୱ କେଉଁ ଭଳି ଅଟେ ।

 

୧) ଲାଲ୍ ରଙ୍ଗ : ଯେଉଁ ଲୋକଙ୍କର ଲାଲ୍ ରଙ୍ଗ ପସନ୍ଦ ଆସିଥାଏ ସେମାନଙ୍କର ଭବିଷ୍ୟତ ଭଲ ହୋଇଥାଏ , ଓ ତାହା ସହ କୁଣ୍ତଳୀରେ ନୁଆ ଯାନବାହାନ କିଣିବାର ଯୋଗ ହେଉଛି , ଓ ଆସୁଥିବା ସମୟରେ ତାଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି , ଯଦି ତାଙ୍କ ବ୍ୟବହାର ବିଷୟରେ ଆଲୋଚନା କରିବା ତେବେ ସେମାନେ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଧୁ ପାଲଟି ଯାଆନ୍ତି , ଏମାନଙ୍କୁ ପସନ୍ଦ କରୁଥିବା ବ୍ୟକ୍ତି ତାଙ୍କୁ ସବୁବେଳେ ଅଲଗା ଦେଖିବାକୁ ପାଏ , କାରଣ ଏହି ରଙ୍ଗରୁ ଉତ୍ପନ୍ନ ହୋଇଥିବା ବ୍ୟକ୍ତି ଏହି ରଙ୍ଗରୁ ଜୋଶ୍ ର କିରଣ ପରି ଅଧିକା ପସନ୍ଦ ଓ ଯୋଶିଲା ହୋଇଥାନ୍ତି ।

ଏହି ଲୋକେ ଜୀବନରେ ବହୁତ ଉତ୍ସାହର ସହ ବଞ୍ଚନ୍ତି , ତାହା ସହ ସେମାନେ ଅନ୍ୟମାନଙ୍କର ସ୍ୱଭାବକୁ ଭଲ ଭାବେ ବୁଝିପାରନ୍ତି , ପ୍ରେମ ଓ ବନ୍ଧୁତା, ଏମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ , ଯାହା ବିନା ସେମାନେ ରହିପାରିବେ ନାହିଁ , ଏମାନେ ବହୁତ ଜଲଦି ବନ୍ଧୁତା କରିନିଅନ୍ତି ,

 

୨) ହଳଦିଆ ରଙ୍ଗ : ଯେଉଁ ବ୍ୟକ୍ତିଙ୍କର ହଳଦିଆ ରଙ୍ଗ ପସନ୍ଦ ସେମାନଙ୍କୁ ବହୁତ ଜଲଦି ଖୁସି ଖବର ମିଳିବାର ଅଛି , ଆପଣଙ୍କ ବ୍ୟକ୍ତିତ୍ୱ ସ୍ୱତନ୍ତ୍ରତା ଅଟେ , ଆପଣଙ୍କ ଭାବନା ବି ସେହିପରି ଅଟେ ,ଯେବେ ଆପଣ ଜୀବନରେ କେଉଁ ନିର୍ଣ୍ଣୟ ନିଅନ୍ତି  ତେବେ କିଛି ଭୁଲ୍ ନିର୍ଣ୍ଣୟ ନିଅନ୍ତୁ ନାହିଁ , ଆପଣଙ୍କ ମଧ୍ୟରେ କେବେ ବି ଉତ୍ସୁକତା କମି ଯାଏ ନାହିଁ , ଓ ଏମାନେ ସବୁବେଳେ ସକରାତ୍ମକ ଭାବନାରେ ନେଇ ଚଳନ୍ତି , ଓ ନିଜର ନୁଆ ବିଚାରରୁ ନିଜ ସାଥି ପାଇବାକୁ ଚେଷ୍ଟା କରନ୍ତି ,

 

୩) ଯଦି ଆପଣ ସବୁଜ ରଙ୍ଗ ପସନ୍ଦ କରନ୍ତି ତେବେ ଆପଣଙ୍କ କୁଣ୍ତଳୀରେ ଆଭୁଷଣ ଓ ପଦୋନ୍ନତି ମିଳିବାର ଯୋଗ ହେଉଛି , ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବାର ଯୋଗ ମିଳୁଛି , ଏହା ସହ ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି ତେବେ ଆପଣ ନିଜ ଜୀବନ ଏକ ଅଲଗା ଦୁନିଆଁରେ ଚଳିବାକୁ ଭଲ ପାଆନ୍ତି , ଏହି ଲୋକମାନେ ନିଜ ପରିସ୍ଥିତିରେ ସ୍ୱଭାବକୁ ବଜାୟ ରଖିବାର ଦକ୍ଷତା ଥାଏ , ଏମିତି ଲୋକ ସଫଳତା ପାଇ ଯେତେ ଶିଖରକୁ ଚାଲିଯାଆନ୍ତୁ ନା କାହିଁକି , ସେମାନେ ନିଜ ଛୋଟ ଲୋକଙ୍କ ସହ ସାଥି ହୋଇ ଚାଲିବାଆସିଥାଏ । ଏମାନେ ବହୁତ ଶାନ୍ତିପ୍ରିୟ ସ୍ୱଭାବର ହୋଇଥାନ୍ତି , ଓ ଏମାନେ ଲଢେଇ ଝଗଡାରୁ ଦୂରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *