ଯଦି ଆପଣ କ୍ଷୀରର ସହ ଏହି ଜିନିଷଗୁଡିକ ଖାଇଥାନ୍ତି, ତେବେ ଆପଣଙ୍କ ପୁରୁଷତ୍ୱ ଉପରେ ବିପଦ ଆସିପାରେ…

କ୍ଷୀରକୁ ନିଜ ମଧ୍ୟରେ ସଂପୁର୍ଣ୍ଣ ଆହାର ବୋଲି ମାନିଥାନ୍ତି , ବହୁତଥର ଡାକ୍ତର ମାନେ କ୍ଷୀର ପିଇବାକୁ ଉପଦେଶ ବି ଦିଅନ୍ତି , ଏହା ପେଟ ଭରା ଖାଇବା ସହ ଆପଣଙ୍କ ହାଡଗୁଡିକ ମଜବୁତ କରିଥାଏ , କଣ ଆପଣଙ୍କୁ ଜଣା ଅଛି କି କ୍ଷୀରରେ କେଉଁ ସବୁ ଜିନିଷ ସହ ନେବା ଉଚିତ୍ , କ୍ଷୀର ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ , କିନ୍ତୁ ଆମେ ବି ଜାଣିଛେ ଏହି କ୍ଷୀର ଆମ ଶରୀର ପାଇଁ କିପରି କ୍ଷତିକାରକ ବି ହୋଇପାରେ , ପ୍ରୋଟିନ୍ ରେ ଭରପୁର କ୍ଷୀର କିଛି ଖାସ୍ ଜିନିଷ ସହ ନେବାରେ ବହୁତ କ୍ଷତି ପହଞ୍ଚାଇଥାଏ , ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ଦେଖାଦିଏ , ଆସନ୍ତୁ ଆପଣଙ୍କୁ କହିଦେବୁ କି ଏମିତି କେଉଁ ଜିନିଷ ଅଛି ଯାହା ଖାଇଲେ କ୍ଷୀରର ସେବନ କରିବା ଉଚିତ୍ ନୁହେଁ ।

 

କ୍ଷୀରର ସେବନ ବିଭିନ୍ନ ଧରଣର ହୋଇଥାଏ , ବହୁତ ଲୋକ ଏହାକୁ କଞ୍ଚା କ୍ଷୀର ଭାବେ ପିଇବାକୁ ପସନ୍ଦ କରନ୍ତି , ଓ କିଛି ଗରମ କିମ୍ବା ଫୁଟାଇ ପିଇବାକୁ ପସନ୍ଦ କରନ୍ତି , କ୍ଷୀରରେ ଖଟ୍ଟା ପଦାର୍ଥ ସହ କ୍ଷୀର ସହ ମିଶାଇଲେ ଏହାକୁ ସିଝାଇଲେ ଏହା ଛିଡିଯାଇଥାଏ , ଏଥିପାଇଁ ଖଟା ଜାତୀୟ ପଦାର୍ଥ ସହ କ୍ଷୀରର ସେବନ କରିବା କ୍ଷତିକାରକ ହୋଇପାରେ , ଖଟ୍ଟା ଫଳ ଶରୀରକୁ ଥଣ୍ତା ଦେଇଥାଏ , ଓ କ୍ଷୀର ଶରୀରକୁ ଗରମ କରିଦିଏ , ଏହି ଦୁହେଁ ଅଲଗା ଅଲଗା ହୋଇଥାଏ , ଏଥିପାଇଁ କ୍ଷୀର ସହ ଖଟ୍ଟା ଫଳର ସେବନ କେବେ କରନ୍ତୁ ନାହିଂମ୍ ,

 

ଏମିତି କୁହାଯାଏ କି କ୍ଷୀର ସହ ମାଛର ସେବନ କରିବା ଉଚିତ୍ ନୁହେଁ , କାରଣ ଏହା ପେଟରେ ବିଷାକ୍ତ ରସାୟନ ସୃଷ୍ଟି କରେ , ଯାହା ପେଟ ପିଡାର କାରଣ ବି ହୋଇପାରେ , କ୍ଷୀର ଓ ମାଛ ଏକା ସାଙ୍ଗେ ସେବନ କଲେ ଆପଣଙ୍କ ହୃଦୟପାଇଁ ଏହା ସଠିକ୍ ହୋଇନଥାଏ , ପୁରୁଷମାନେ ଏହା ନ ନେବା ପ୍ରକୃତରେ ଠିକ୍ ଅଟେ । କ୍ଷୀର ସହ ଲୁଣଅ କମ୍ପିନେଶନ୍ ବହୁତ କ୍ଷତିକାରକ ହୋଇପାରେ , ପୁରାଣରେ କୁହାଯାଇଛି କି ଏହି ପ୍ରକାରର ପେୟ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ , ଅସଲରେ ଏମିତି ମାନାଯାଏ କି ଏହା ସହ ନେଲେ ଏହା ଧଳା ରୋଗ ହୋଇପାରେ , ବିଶେଷ କରି ପୁରୁଷଙ୍କ ମଧ୍ୟରେ , ଶରିରରେ ଏହାର ପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳେ , କ୍ଷୀର ସହ ଚିକେନ୍, ମଟନ୍ ନେଲେ ଏହା ଆହୁରି ବିପଦ ସୃଷ୍ଟି କରିପାରେ , ଏହା ଶରୀରରେ ଅପଚୟ କରିପାରେ ନାହିଁ ।

Leave a Reply

Your email address will not be published.