April 19, 2024

Odia Express

News For Public

କାରିଗରୀ ସମୁଦ୍ର କୁଳରେ ତିଆରି କଲେ ମୋଦି ଜି ଆଉ ତାଙ୍କ ମା ଙ୍କର ସୁନ୍ଦର ମୂର୍ତ୍ତି – ଏଭଳି ଫୋଟୋ ଦେଖିଲେ ଆପଣ ମଧ୍ୟ ଖୁସି ହେଇଯିବେ – ଏବେ ଦେଖନ୍ତୁ..

ମୋଦି ସରକାର କାଲି ସନ୍ଧ୍ୟା ୭ଟାରେ ଶପଥ ନେଇଛନ୍ତି | ସେ ତାଙ୍କର ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବ ପାଇଁ ଶପଥ ନେଇଛନ୍ତି |ରାଷ୍ଟ୍ରପତି ଭବନ ରେ ଏହି ସମାରୋହ ହେଇଥିଲା | ଏହା ବହୁତ ସୁନ୍ଦର ସାଜସଜ୍ଜା ଭିତରେ ହେଇଥିଲା | ଅନେକ ବଡ ବଡ ଲୋକ ଏଥିରେ ସାମିଲ ହେଇଥିଲେ |ଏହା ସହ ସାରା ଦେଶରେ ମୋଦିଙ୍କ ଚର୍ଚା ଖୁବ ଜୂର ଚାଲିଛି | ଏହି ସମୟରେ ଜଣେ ଚିତ୍ରକାର ମୋଦି ଓ ତାଙ୍କ ମା ଙ୍କର ଏକ ମୂର୍ତି ବାଲିରେ ତିଆରି କରିଛନ୍ତି |ଯେଉଁଥିରେ କି ମୋଦି ଙ୍କ ମା ମୋଦି ଙ୍କୁ ଆଶ୍ରିବାଦ ଦେଉଛନ୍ତି

 

ଏହା ପୂର୍ବରୁ ବୃହତ ବିଜୟ ପରେ ମୋଦି ତାଙ୍କ ମା ଙ୍କ ପାଖକୁ ଯାଏ ତାଙ୍କ ଠାରୁ ଆଶ୍ରିବାଦ | ମୋଦି ଜିତିବା ପରେ ତାଙ୍କ ମା ଙ୍କ ପାଖକୁ ଯାଏ ତାଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଥିଲେ |ଏହାପରେ ଯେବେ ମୋଦି ପୁଣି ଏୟାରପୋର୍ଟ ଫେରିଥିଲେ ସେଠାରେ ଅନେକ ବରିଷ୍ଠ ବିଜେପି ନେତା ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ

 

ଏହାପରେ ମୋଦି ଖନପୁର ବିଜେପି ଅଫିସ କୁ ଯାଇଥିଲେ |ଯେଉଁଠାରେ କି ତାଙ୍କର ଅନେକ ପୁରୁଣା ସ୍ମୃତି ଅଛି |ସେଠାରେ ମଧ୍ୟ ବିଜେପି ର ନେତା ମାନେ ତାଙ୍କୁ ସ୍ୱାଗତ କରିଥିଲେ |ସେଠାରେ ମୋଦି ବିଜେପି ର କାର୍ଯ୍ୟକର୍ତା ଓ ଅମିତ ସହ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |ସେ କହିଥିଲେ କି ବଡ ବିଜୟ ବଡ କାମ କରିବା ପାଇଁ ସୁଯୋଗ ଦେଇଥାଏ |ଏତେ ବଡ ବିଜୟ ପରେ ଆମର କର୍ତବ୍ୟ ବଢି ଯାଇଛି |ଏତେ ବଡ ବିଜୟପରେ ମଧ୍ୟ ଆମେ ନତମସ୍ତକ ହେଇ ରହିବା ଉଚିତ |ଏହି ୫ ବର୍ଷ ସାଧାରଣ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଆମେ ଲଢେଇ କରିବା ଉଚିତ |ଏହି ୫ ବର୍ଷ ସାରା ଦେଶ ବିକାଶ ପାଇଁ ହେବ | ଆମେ ଭାରତକୁ ବିଶ୍ୱ ସ୍ତର ରେ ଆହୁରି ଆଗକୁ ନେବା |

Leave a Reply

Your email address will not be published. Required fields are marked *