April 23, 2024

Odia Express

News For Public

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଗୋଟେ ଦିନରେ ଖାଇବାରେ କେତେ ଟଙ୍କା ଖର୍ଚ୍ଚ କରନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ..

ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ପଦରୁ ପ୍ରଧାନମନ୍ତ୍ରୀ ବନିଥିବା ମୋଦୀ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଭାରତ କଣ ଦୁନିଆଁର କୋଣ ଅନୁକୋଣରୁ ତାଙ୍କୁ ସମସ୍ତେ ଚିହ୍ନନ୍ତି । ସମର୍ଥକ ମାନଙ୍କ ସହିତ ବିରୋଧୀମାନଙ୍କ ନାମ ନିଆହୁଏ ।୨୦୧୪ ସରକାର ପରିବର୍ତ୍ତନ ହେଲା ପରେ ସେ ଦେଶର ଛବିକୁ ପୂରା ବଦଳେଇଥିଲେ ।ଆଜି ଯୁଆଡେ ଦେଖିବ କେବଳ ଗୋଟିଏ ନାମ ଶୁଣିବାକୁ ମିଳେ ତାହା ଆଉ କେହି ନୁହେଁ ମୋଦୀ ଅଟନ୍ତି । ନିଜ ପରିଶ୍ରମ ବଳରେ ଦେଶରେ ପରିଚୟ ବଦଳାଇଛନ୍ତି ।ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ କଣ ବିଶ୍ୱେଷତ୍ୱ ଅଛି ।ମୋଦି ସରକାର କାଲି ସନ୍ଧ୍ୟା ୭ଟାରେ ଶପଥ ନେଇଛନ୍ତି | ସେ ତାଙ୍କର ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବ ପାଇଁ ଶପଥ ନେଇଛନ୍ତି |ରାଷ୍ଟ୍ରପତି ଭବନ ରେ ଏହି ସମାରୋହ ହେଇଥିଲା | ଏହା ବହୁତ ସୁନ୍ଦର ସାଜସଜ୍ଜା ଭିତରେ ହେଇଥିଲା | ଅନେକ ବଡ ବଡ ଲୋକ ଏଥିରେ ସାମିଲ ହେଇଥିଲେ |

 

ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦ୍ୱାରା ବିରୋଧୀଙ୍କ ଆଶା ମଉଳି ଯାଉଛି । ବିରୋଧୀଙ୍କ ଶିବିରରେ ମୋଦୀଙ୍କୁ ହରାଇବା ପାଇଁ କଥା ଚାଲିଛି । ଏହା ମଧ୍ୟରେ ମୋଦୀଙ୍କୁ ନେଇ  ବହୁ ପ୍ରକାର ଅପପ୍ରଚାର ମଧ୍ୟ ଉଡାଯାଇଛି । ଯାହା ଉପରେ କିଛି ଲୋକ ଭରସା ମଧ୍ୟ କରୁଛନ୍ତି । କିନ୍ତୁ ଏହି ସବୁ ତାଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇବା ପାଇଁ କରା ହୁଏ । ଆଜି ଆମେ ଆପଣଙ୍କୁ ପି ଏମ୍ ମୋଦୀଙ୍କ ଉପରେ ଜଣାଇବାଉ ଯାଉଛୁ , ବିଶ୍ୱାସ କରନ୍ତୁ ଆପଣଙ୍କୁ ତାଙ୍କର ଡାଏଟ୍ ଚାର୍ଟର ଖର୍ଚ୍ଚ ବିଶ୍ୱାସ ହେବ ନାହିଁ । ଆମେ ଆପଣଙ୍କୁ ପିଏମ୍ ମୋଦୀଙ୍କ ଖାଦ୍ୟ ଖର୍ଚ୍ଚକୁ ଜଣାଇବା ପୂର୍ବରୁ ଗୋଟେ ପ୍ରଶ୍ନ ଆପଣଙ୍କ ପାଇଁ ଅଛି ଆଞା ହଁ ଯେବେ ଆପଣ କେବେ ବାହାରକୁ ଯାଆନ୍ତି , ତେବେ ହୋଟେଲ୍ ରେ ୧୦୦୦ କିମ୍ବା ୫୦୦ ଟଙ୍କା କମ୍ ସେ କମ୍ ଖର୍ଚ୍ଚ କରନ୍ତି ।କିନ୍ତୁ ପିଏମ୍ ମୋଦୀ ଏହା କରନ୍ତି ନାହିଁ ।

 

ଆମେ ସମସ୍ତେ ଜାଣୁ ସେ ସାଧା ଖାଦ୍ୟ ପସନ୍ଦ କରନ୍ତି ।ପି ଏମ୍ ମୋଦୀ ସକାଳ ୭ ଟାରୁ ପ୍ରସ୍ତୁତ ହୋଇ ବାହାରି ପଡନ୍ତି । ତାପରେ ସେ ଜଳଖିଆ କରନ୍ତି । ଜଳଖିଆ ଖାଇବାରେ ସେ ୨୦ ମିନିଟ୍ ଖର୍ଚ୍ଚ କରନ୍ତି । ଜଣାଇବାକୁ ଚାହିଁବୁ କି ପିଏମ୍ ମୋଦୀ ଥେପ୍ ଲା, ଢୋକଲା(ଗୁଜୁରାଟୀ ଖାଦ୍ୟ) ଚୁଡା ଖାଦ୍ୟ ପସନ୍ଦ କରନ୍ତି ।ଯାହାର ମୂଲ୍ୟ ୫୦ ଟଙ୍କା ଅଟେ । ଏବଂ ଦ୍ୱିପହରରେ ମଧ୍ୟ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସିଏ ମଧ୍ୟ ୫୦ ଟଙ୍କା ଭିତରେ ,

 

ଏବେ ଆପଣଙ୍କୁ ରାତିର ଖାଦ୍ୟ ବିଷୟରେ ଜଣାଇବାକୁ ଚାହୁଁଛୁ କି ଯେ ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ରୁଟି, ଡାଲି, ଏବଂ ଦହି ଖାଇବାକୁ ପସନ୍ଦ କରନ୍ତି ।ଯାହାର ମୂଲ୍ୟ ଆନୁମାନିକ ୧୦୦ରୁ ୨୦୦ଟଙ୍କା ଭିତରେ ଅଟେ । ଯଦି ସବୁ ମିଶାଯାଏ ତେବେ ପିଏମ୍ ମୋଦୀ ଗୋଟେ ଦିନରେ ନିଜର ଖାଦ୍ୟରେ ୪୬୦ଟଙ୍କାଠୁ ଆରମ୍ଭ କରି ୫୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରନ୍ତି ।ଏବେ ଆପଣ ଭାବନ୍ତୁ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ପିଏମ୍ ମୋଦୀ ନିଜ ଖାଦ୍ୟ ବାବଦରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ କେତେ ଲୋକ ଅପପ୍ରଚାର କରୁଛନ୍ତି ଯେ ପିଏମ୍ ମୋଦୀ ଗୋଟେ ଦିନରେ ନିଜ ଖାଦ୍ୟ ଉପରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଏହା ଠିକ୍ ନୁହେଁ । କାରଣ ପିଏମ୍ ମୋଦୀ ନିଜ ଖାଦ୍ୟ ପାଇଁ ନୁହେଁ ଦେଶ ପାଇଁ ଚିନ୍ତା କରୁଛନ୍ତି ।

Leave a Reply

Your email address will not be published. Required fields are marked *