ସଚିନ୍ ଙ୍କ ଝିଅ ସାରା ତେନ୍ଦୁଲକର୍ ଙ୍କ ଏହା ହେଲା ସିକ୍ରେଟ୍ ଲଭ୍ , ଜାଣିଲେ ଆପଣଙ୍କୁ ବି ହେବ ନାହିଁ ବିଶ୍ୱାସ – ଏବେ ଦେଖି ନିୟନ୍ତୁ ..

ଏହା ତ ଆମେ ସମସ୍ତେ ଜାଣିଛନ୍ତି କି ଆଇପିଏଲ୍ ପୁରା ଦୁନିଆଁରେ କେତେ ପ୍ରସିଦ୍ଧ ହୋଇଛି । ଓ ଏହାକୁ ଦେଖିବାପାଇଁ କେତେ ପସନ୍ଦ କରାଯାଏ , ସେମିତି ଆପଣଙ୍କୁ କହିଦେବୁ କି ଲୋକ ଆଇପିଏଲ୍ ର ସବୁ ମ୍ୟାଚର ମଜା ନେଇଥାନ୍ତି , ଏହି ଲିଗ୍ ରେ ଖେଳାଯାଇଥିବା ସବୁ ମ୍ୟାଚ୍ ବହୁତ ରୋମାଞ୍ଚକର ହୋଇଥାଏ , ଓ ଏହି କାରଣରୁ ବଡ ବଡ ସେଲିବ୍ରେଟିଜ୍ ମ୍ୟାଚ୍ ର ମଜା ନେବାପାଇଁ ଷ୍ଟାଡିୟମରେ ଥାନ୍ତି , ଆପଣ ଦେଖିଥିବେ କି ବଲିଉଡ୍ ରୁ ନେଇକରି ଦେଶର ନାମୀଦାମୀ ଲୋକେ ନିଜ ଛୁଆଙ୍କ ସହ ଏହି ମ୍ୟାଚ୍ ଦେଖିବାକୁ ଆସିଥାନ୍ତି , କିନ୍ତୁ ଆଜି ଆମେ  ଆପଣଙ୍କୁ ଏକ ବିଶେଷ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ସଂମ୍ପର୍କ କ୍ରିକେଟ୍ ଜଗତ ସହ ଯୋଡି ହୋଇଛି ।

 

ଆମେ କଥା ହେଉଛୁ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିଷୟରେ ଯିଏକି ଆଜିକାଲି ବହୁତ ଚର୍ଚ୍ଚିତ ରହିଛନ୍ତି , ହଁ ଆଜ୍ଞା, ଆଜି ପର୍ଯ୍ୟନ୍ତ ବଲିଉଡ୍ ରେ ବହୁତ ଆଫେୟାର୍ ଶୁଣିଥିବେ କିନ୍ତୁ ଆପଣଙ୍କୁ କହିଦେବୁ କି କ୍ରିକେଟର୍ ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଯେଉଁଠି ପୁରା ଦୁନିଆଁ ତାଙ୍କୁ ଜା୍ଣିଛି , ତାଙ୍କ ଝିଅ ବି କମ୍ ଲୋକପ୍ରିୟ ନୁହନ୍ତି , କହିଦେବୁ କି ତାଙ୍କ ଝିଅ ସାରା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ସାରା ତେନ୍ଦୁଲକର ସେମିତି ବହୁତଥର ନିଜକୁ ଲାଇମ୍ ଲାଇଟ୍ ରୁ ଦୂରେଇ ରୁହନ୍ତି ,

 

ଅସଲରେ କହିଦେବୁ କି ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ଯେଉଁ ସିକ୍ରେଟ୍ ଲଭ ଆଫେୟାର୍ କଥା ପଡିଥିଲା , ତାହା ଆଉ କେଉଁ କଥା ନୁହେଁ ବରଂ କ୍ରିକେଟ୍ ଖେଳ ଅଟେ , ଓ ଏହି କଥାର ପ୍ରମାଣ ତେବେ ଜଣା ପଡିଲା ଯେବେ ମୁମ୍ବାଇ ଇଣ୍ତିଆନ୍ସ ର ସବୁ ମ୍ୟାଚ୍ ସେ ଦେଖିବାକୁ ଆସିଥିଲେ , ସଚିନ୍ ନିଜ ଝିଅର ଏହି ପରି କ୍ରିକେଟ୍ କୁ ଭଲ ପାଇବା ଦେଖି ଖୁସି ହୋଇ ଉଠନ୍ତି , ସାରା ତେନ୍ଦୁଲକର ସେହି ସେଲିବ୍ରେଟିଙ୍କ ଝିଅ ଅଟନ୍ତି  ଯାହାଙ୍କ ପ୍ରେମ ହେଲା କ୍ରିକେଟ୍ , ଓ ସେ ଏହି ଖେଳକୁଦରୁ ନିଜକୁ ଦୂରରେ ରଖିପାରନ୍ତି ନାହିଁ ।

 

ସେମିତି କହିଦେବୁ କି ଆଇପିଏଲ୍ ରେ ମୁମ୍ବାଇ ଇଣ୍ତିଆନ୍ସଙ୍କ ମାଲିକାଣୀ ନୀତା ଅମ୍ବାନୀ ବହୁତଥର ନିଜ ଟିମ୍ କୁ ସପୋର୍ଟ କରିବାପାଇଁ ମଇଦାନରେ ମହଜୁତ ରହିଥାନ୍ତି , ଏତିକି ନୁହେଁ ତାଙ୍କ ସାଥିରେ ନିଜ ଦୁଇ ପୁଅଙ୍କୁ ବି ମ୍ୟାଚ୍ କୁ ବହୁତ୍ ଏନଜ୍ୟୋୟ୍ କରିଥାନ୍ତି ।

 

ସେମିତି କିଛି କ୍ରିକେଟ୍ ପ୍ରତି ଭଲ ପାଇବା ସଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଠାରୁ ଦେଖିବାକୁ ମିଳେ , ସେ ଆଇପିଏଲ୍ ମ୍ୟାଚ୍ ଗୁଡିକର ମଜା ନେବାପାଇଁ ଷ୍ଟାଡିୟମ୍ କୁ ଆସିଥାନ୍ତି , ଓ ତାଙ୍କ ପୁଅ ବି ସେଠି ଉପସ୍ଥିତ ଥାନ୍ତି , ଓ ନିଜ ଟିମ୍ କୁ ସେ ଫୁଲ୍ ଦମରେ ସପୋର୍ଟ କରନ୍ତି ,

ବଲିଉଡ୍ କିଙ୍ଗ୍ ଖାନ୍ ବି ଏହାପଛରେ ଅଛନ୍ତି , ଆଇପିଏଲ୍ ସିଜିନ୍ ରେ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମାଲିକ ସେ ଅଟନ୍ତି , ସେ ନିଜ ଟିମ୍ ର ସବୁ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଉପସ୍ଥିତ ହୁଅନ୍ତି , ସାହାରୁଖ ନିଜ ଛୁଆଙ୍କୁ ବି କ୍ରିକେଟ୍ ର୍ ମଜା ନେବାପାଇଁ ଷ୍ଟାଡିୟମ୍ ନେଇକରି ଆସନ୍ତି ।

Leave a Reply

Your email address will not be published.