April 15, 2024

Odia Express

News For Public

ବଲିଉଡ୍ ରୁ ଗାୟବ ହୋଇଯାଇଛନ୍ତି ଏହି ହଟ୍ ହିରୋଇନ୍ , ରାସ୍ତା ଉପରେ ଖାଉଥିଲେ ଆଇସକ୍ରିମ୍ , କେହିବି ତାଙ୍କୁ ଚିହିଁ ପାରିଲେ ନାହିଁ – ଦେଖନ୍ତୁ କିଏ ସେ..

ମଲ୍ଲିକା ଶେରାୱତ୍ ଙ୍କ ନାଁ ବଲିଉଡ୍ ର ହଟ୍ ଅଭିନେତ୍ରୀଙ୍କ ସୂଚୀରେ ଆସିଥାଏ  ସେ ଆଜିକାଲି ବଲିଉଡ୍ ଠାରୁ ଦୂରରେ ଅଛନ୍ତି , କିନ୍ତୁ ତାଙ୍କ ଜାଗାରେ ଆଜି ପର୍ଯ୍ୟନ୍ତ କେହି ହିରୋଇନ୍ ବି ମିଳିନାହାନ୍ତି , ଓ ବୋଧେ ଭବିଷ୍ୟତରେ ନା ମିଳିପାରିବେ , କିନ୍ତୁ ଏହି କଥା ସତ କି ମଲ୍ଲିକାଙ୍କୁ ଏହି ଜାଗାରେ ପହଞ୍ଚିବା ଏକ ସ୍ୱପ୍ନ ସଦୃଶ ଥିଲା , କିନ୍ତୁ ସେହି ସଫଳତାର ସିଡିକୁ ସେ ବେଶୀ ଦିନ ଯାଏଁ ଚଢିଯାଇପାରିଲେ ନାହିଂମ୍ , ମଲ୍ଲିକା ଅଧିକା ଚର୍ଚ୍ଚିତ ହେବାର କାରଣ ତାଙ୍କର ଫିଲ୍ମ ମର୍ଡର ଥିଲା । ଫିଲ୍ମରେ ତାଙ୍କ ସହ ଇମରାନ୍ ହାସମୀ କାମ କରିଥିଲେ , ଏହା ମଲ୍ଲିକାଙ୍କ ସବୁଠାରୁ ସୁପରହୀଟ୍ ଫିଲ୍ମ ବୋଲି ଜଣାଗଲା । ଏହି ଫିଲ୍ମରେ ତାଙ୍କ ସହ ହିମାଂଶୁ ମଲ୍ଲିକ ଥିଲେ , ଏହି ଫିଲ୍ମରେ ବହୁତ ସାରା ବୋଲ୍ଡ ସିନ୍ ବି ଥିଲା

 

ବଲିଉଡ୍ ରେ ମଲ୍ଲିକା ପ୍ରଥମ ହିରୋଇନ୍ ଥିଲେ , ଯିଏକି ବୋଲ୍ଡ ସିନ୍ ଦେଇଥିଲେ , କିନ୍ତୁ ଯଦି ଏବେ ପଚାରାଯାଏ ତେବେ ମଲ୍ଲିକା କେଉଁଠି ଅଛନ୍ତି , ଓ କଣ କରୁଛନ୍ତି ତେବେ ଆପଣ କଣ କହିପାରିବେ , ବୋଧେ ନା , ମଲ୍ଲିକା ବହୁତ ଦିନ ହେଲା ଫିଲ୍ମରୁ ଦୂରତା ରଖିଛନ୍ତି , ଏମିତି ଲାଗୁଛି କି ସେ ଫିଲ୍ମ ଇଣ୍ତଷ୍ଟ୍ରିରୁ ଅଲବିଦା କହିଦେଇଛନ୍ତି ।କହିଦେବୁ କି ମଲ୍ଲିକା ଶେରାୱତ୍ ମଲ୍ଲିକାଙ୍କ ଅସଲି ନାଁ ନୁହେଁ , ବରଂ ତାଙ୍କ ଅସଲି ନାଁ ରିମା ଲାମ୍ବା ଅଟେ , ବଲିଉଡ୍ ରେ ସେ ନିଜ ନାଁ ରିମାରୁ ହଟାଇ ମଲ୍ଲିକା ରଖିନେଇଥିଲେ , ମଲ୍ଲିକା ହରିଆଣାର ହିସାର ଜିଲ୍ଲାର ଏକ ଛୋଟ ଗାଁରେ ଜନ୍ମନେଇଥିଲେ , ଆଜି ଏହି ପୋଷ୍ଟରେ ମଲ୍ଲିକାଙ୍କ କଥା ଏଥିପାଇଁ କହୁଛୁ କାରଣ ମଲ୍ଲିକା କିଛି ଦିନ ତଳେ ଗୋଟେ ଜାଗାରେ ଦେଖାଦେଇଥିଲେ , ସେ ଗୋଟେ ରାସ୍ତା କଡରେ ଦେଖାଦେଇଥିଲେ ।

 

ବୋଧେ କେହି ବିଶ୍ୱାସ କରିପାରୁନଥିବେ କି ମଲ୍ଲିକା ଏପରି ରାସ୍ତା କଡରେ ଗୋଲା ଖାଉଥିବାର ଦେଖାଯିବେ ।

ଫିଲ୍ମରେ ବୋଲ୍ଡ ସିନ୍ ଦେଇସାରିଥିବା ମଲ୍ଲିକାଙ୍କ ସଲୱାର୍ କମିଜ୍ ରେ ବହୁତ ସଂସ୍କାରୀ ନଜର ଆସୁଥିଲେ , ଏହି ଫଟୋରେ ମଲ୍ଲିକା ଠେଲାବାଲା ଠାରୁ ଚୁସକି ଖାଇବାପାଇଁ ଠିଆ ହୋଇଥିଲେ,  ଯେବେ ଏତେ ବଡ ଷ୍ଟାର୍ ରାସ୍ତାରେ ବାହାରେ ତେବେ ତାଙ୍କୁ ଦେଖିବା ଲୋକଙ୍କର ଭିଡ ଜମିଯାଏ , କିନ୍ତୁ ଆପଣ ଦେଖିପାରୁଥିବେ କି ମଲ୍ଲିକାଙ୍କ ସହ ଏପରି କିଛି ହୋଇନଥିଲା , ମଲ୍ଲିକା ଠେଲାର ସାମ୍ନାରେ ବିଲକୁଲ୍ ଏକେଲା ଠିଆ ହୋଇଥିଲେ , ଦୋକାନୀ ପାଖରେ କେହି ବି ନଥିଲେ  କିଛି ହିଟ୍ ଫିଲ୍ମରୁ କାମ କରିଥିବା ମଲ୍ଲିକା ଭଲ ଫିଲ୍ମ ରେ କାମ କରିବା ଅବସର ଆଉ ମିଳିପାରୁନାହିଂମ୍ , ଏଥିପାଇଁ ସେ ହିରୋଇନ୍ ଛଡା ଆଇଟମ୍ ଗାର୍ଲ ହିସାବରେ ନିଜ ପରିଚୟ ଆରମ୍ଭ କରିଥିଲେ ।

 

ଫିଲ୍ମକୁ ଆସିବା ପୂର୍ବରୁ ମଲ୍ଲିକା ଏୟାରଲାଇନ୍ସ କମ୍ପାନୀରେ ଏୟାର୍ ହୋଷ୍ଟେସ୍ ଥିଲେ , ମଲ୍ଲିକାଙ୍କ ଘର ଲୋକେ ଚାହୁଁନଥିଲେ କି ସେ ଅଭିନେତ୍ରୀ ହୁଅନ୍ତୁ , ମଲ୍ଲିକା ବହୁତଥର ଘର ଲୋକଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲେ , କିନ୍ତୁ ଯେବେ ସେ ମାନିଲେ ନାହିଂମ୍ , ତେବେ କିଛି ଗହଣା ଚୋରୀ କରି ଫେରାର୍ ହୋଇଗଲେ , ଫିଲ୍ମରେ ଆସିବା ପୂର୍ବରୁ ମଲ୍ଲିକା ମଡେଲିଙ୍ଗ୍ କରିଥିଲେ,  କହିଦେବୁ କି ମଲ୍ଲିକା ନା କେବଳ ବଲିଉଡ୍ ରେ ବରଂ ହଲିଉଡ୍ ରେ ବି କାମ କରିଛନ୍ତି , ସେ ସୁପରଷ୍ଟାର୍ ଜ୍ୟାକି ଚ୍ୟାନ୍ ଙ୍କ ସହ ଫିଲ୍ମ ମିଥ୍ ରେ ନଜର ଆସିସାରିଛନ୍ତି ।

Leave a Reply

Your email address will not be published. Required fields are marked *