April 15, 2024

Odia Express

News For Public

ରକ୍ତର ଗ୍ଲୁକୋଜ୍ ଲେବଲ୍ କୁ କଣ୍ଟ୍ରୋଲ୍ କରିଥାଏ ଏହି ଛୋଟ ଫଳ , ଜାଣନ୍ତୁ ଏହାର ଫାଇଦା – ଜାଣିଲେ ଆପଣ ସବୁଦିନ ଖାଇବା ପାଇଁ କହିବେ..

1 min read

ଅପୃଷ୍ଟିକର ଖାଦ୍ୟ , ଲାଇଫ୍ ଷ୍ଟାଇଲ୍ , ଓ ଅନୁବଂଶୀକତା କାରଣରୁ ବହୁତ ଲୋକ ଏହି ରୋଗର ଶିକାର ହୋଇଯାଆନ୍ତି , ଡାଇବେଟିଜ୍ କଣ୍ଟ୍ରୋଲ୍ କରିବାପାଇଁ ଲୋକେ ଚିନି ଖାଇବା କମ୍ କରିଦିଅନ୍ତି , ଓ ମେଡିସିନ୍ ଖାଇଥାନ୍ତି , କିନ୍ତୁ ଲୋକଙ୍କୁ ଜଣା ନଥାଏ କି ଅଂଜିର ଡାଇବେଟିଜ୍ ଗ୍ରସିତ ଲୋକଙ୍କୁ ବହୁତ ଫାଇଦା ଯୋଗାଇଥାଏ , ଅଂଜୀରରେ ବହୁତ ପୋଷକ ତତ୍ତ୍ୱ ହୋଇଥାଏ , ବ୍ଲଡ୍ ସୁଗର୍ କୁ କଣ୍ଟ୍ରୋଲ୍ ବି କରିବାରେ ସାହାଯ୍ୟ କରିଥାଏ ।

 

କହିଦେବୁ କି ଅଂଜୀରରେ ପୋଟାସିୟମ୍ ଅଧିକା ମାତ୍ରାରେ ଥାଏ ।  ଯାହା ବ୍ଲଡ୍ ରେ ଗ୍ଲୁକୋଜ ଲେବଲ୍ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏହା ଛଡା ଅଂଜିରରେ କ୍ଲୋରୋଜେନିକ୍ ଏସିଡ୍ ବି ଥାଏ , ଯାହା ବ୍ଲଡ୍ ସୁଗର୍ ସ୍ତରକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିଥାଏ , ଏହା ଛଡା ଅଂଜିର ଦ୍ୱାରା ଟାଇପ୍-୨ ଡାଇବେଟିଜ୍ ବାଲା ଲୋକଙ୍କ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ । ଅଂଜୀର ର ପତ୍ରରୁ ହୋଇଥିବା ଚାହା ଡାଇବେଟିଜ୍ ଲୋକଙ୍କ ପାଇଁ ଫାଇଦାଦାୟକ ହୋଇଥାଏ ।

 

ଏହା ସହ ଅଂଜୀରରେ ଡାଏଟ୍ରି ଫାଇବର୍ ମହଜୁଦ ଥାଏ । ଯାହା ପାଚନକୁ ବଢାଇବାରେ ସାହାଯ୍ୟ କରେ , ତାହା ସହ କବ୍ଜ ପତଳା ଝାଡା, ଏସିଡିଟି ସମସ୍ୟା ପାଇଁ ଫାଈଦାଦାୟକ ହୋଇଥାଏ , ଅଂଜିରକୁ ରାତିସାରା ପାଣିରେ ପକାଇଦିଅନ୍ତୁ , ତାପରେ କ୍ଷୀରରୁ କିମ୍ବା ମହୁ ସହ ଖାଇପାରିବେ । ଅନହେଲଦି ଫ୍ରୁଡ୍ , ଲାଇଫ୍ ଷ୍ଟାଇଲ୍ ଓ ଅନୁବଂଶକ୍ତା କାରଣାରୁ ବହୁତ ଲୋକ ଏହି ରୋଗର ଶିକାର ହୋଇଯାଆନ୍ତି । ଡାଇବେଟିଜ୍ କଣ୍ଟ୍ରୋଲ୍ କରିବାପାଇଁ ଚିନି ଖାଇବା କମ୍ କରିନିଅନ୍ତୁ । ଓ ମେଡିସିନ୍ ଖାଆନ୍ତୁ ।

ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଠିଆ ହୋଇ ପାଣିପିଇଲେ ଏହା ଶରୀରର ଅନ୍ୟ ତରଳ ପଦାର୍ଥକୁ ସନ୍ତୁଳନ କରିଥାଏ ଏହା ଆଣ୍ଠୁ କ୍ଷେତ୍ରରେ ଆବଶ୍ୟକ ତରଲ ପଦାର୍ଥ ବି କମ୍ କରିଥାଏ , ଏହା ଦ୍ୱାରା ଆଣ୍ଠୁ ଗଣ୍ଠି ବାତ ପରି ସମସ୍ୟା ଉପୁଜିଥାଏ , ଓ ଏହା ଶରୀରରେ ଜଳା ପୋଡା ହେବା କିମ୍ବା ଅଲସର ହେବା ସ୍ୱାଭାବିକ ଅଟେ, ଏହା ଶରୀରର ତଳ ପାର୍ଶ୍ୱକୁ ପ୍ରଭାବିତ କରିଥାଏ ।

Leave a Reply

Your email address will not be published. Required fields are marked *