April 25, 2024

Odia Express

News For Public

ଏବେ କେଉଁଠି ଅଛନ୍ତି ନଅ ନମ୍ବର ସ୍ଥାନରେ ଆସିକରି ଶତକ ମାରୁଥିବା ଏହି ଭାରତୀୟ ବୋଲର୍ – ଦେଖନ୍ତୁ କିଏ ସେ ବିସ୍ପୋରକ ଖେଳାଳି..

1 min read

ସମସ୍ତଙ୍କର ଦିନ ସମାନ ନଥାଏ କି ସମସ୍ତେ ଶୀର୍ଷରେ ଆସି ବସିବେ , ତାଙ୍କ ସ୍ଥାନ ଆଉ କେହି ବି ନେଇଯାଇପାରେ , ଭାରତୀୟ ମାଷ୍ଟରବ୍ଲାଷ୍ଟର ସଚିନ୍ ଯେବେ କ୍ରିକେଟ୍ ର ମଇଦାନକୁ ପାଦ ଦେଉଥିଲେ ତେବେ ପୁରା ଷ୍ଟାଡିୟମ ତାଲିରେ ଫାଟି ପଡୁଥିଲା , ଭାରତୀୟ କ୍ରିକେଟ୍ ଟିମ୍ ରେ ଥିଲା , ଏକ ଫାଷ୍ଟ ବୋଲର ଯାହାର କ୍ୟାରିୟର ପ୍ରାୟ ଶେଷ ହୋଇଯାଈଛି, ୨୦୧୬ରେ ଇଂଲଣ୍ତ ଓ ଭାରତ ଗ୍ରସ୍ତ ଥିଲା , ଯେବେ ୫ ଟି ଟେଷ୍ଟ ଖେଳିଥିଲେ,  ଓ ୧୨ ଡିସେମ୍ବର ୨୦୧୬ କୁ ମୁମ୍ବାଇର ଚତୁର୍ଥ ଟେଷ୍ଟ ଶେଷ ହୋଈଯାଇଥିଲା , ଯାହାର ଫଳାଫଳ ଥିଲା କି ଭାରତ ୩୬ ରନ୍ ରେ ମ୍ୟାଚ୍ ଜିତିଯାଇଛି, ଇଣ୍ତିଆ ଏମିତି ଏକ ମ୍ୟାଚ ଜିତି ସାରିଥିଲା , ଯାହା ତୃତୀୟ ଦିନ ସଂନ୍ଧ୍ୟାଯାଏଁ ଲାଗିଥିଲା କି ମ୍ୟାଚ୍ ଡ୍ର ହୋଇଯିବ , କିନ୍ତୁ ବିରାଟ କୋହଲି ଏହି ନୁଆ ଖେଳାଳୀଙ୍କ ସହ ମିଶି ମ୍ୟାଚ୍ ର ସ୍ଥିତି ପଲଟାଇଦେଲେ,  ସେହି ନୁଆ ଖେଳାଳୀ ଆଉ କେହି ନୁହେଁ ବରଂ ଜୟନ୍ତ ଯାଦବ ଅଟନ୍ତି , ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିବା କେଉଁଠି ରହୁଛନ୍ତି ସେ ।

 

କ୍ରିକେଟିୟର ଜୟନ୍ତ ଯାଦବ ଜଣେ ଭାରତୀୟ ବୋଲର୍ ଥିଲେ , ଓ ସେ ଅଫ୍ ସ୍ପିନର୍ ଥିଲେ , କିନ୍ତୁ ଯେମିତି କ୍ରିକେଟ୍ କୁ ଆସିଲେ ସେ ବୋଲର୍ସଙ୍କ ବ୍ୟାଟିଙ୍ଗ୍ ସାଇଡ୍ ବି ଷ୍ଟ୍ରଙ୍ଗ୍ କରିନେଲେ , ଯେବେ ସେ ବ୍ୟାଟିଙ୍ଗ୍ କରିବାକୁ ଆସିଲେ ତେବେ ଇଂଲଣ୍ତର ୪୦୦ ରନ୍ ଜବାବରେ ଇଣ୍ତିଆର ସ୍କୋର୍ ୭ ୱିକେଟ୍ ରେ ୩୬୪ ରନ୍ ଥିଲା , ମ୍ୟାଚ୍ ଡ୍ର ହେବା ତୟ ଥିଲା , କିନ୍ତୁ ସେ ଫିଲ୍ଡରେ ସେଟ୍ ହୋଇଗଲେ , ଯେଉଁଠି ଗୋଟେ ପଟେ ଜୟନ୍ତ ଯାଦବ ଥିଲେ ଓ ଅନ୍ୟ ପଟେ ବିରାଟ କୋହଲି ବି ଥିଲେ,  ଦୁହେଁ ମିଶିକରି ୮ ମ ୱିକେଟ୍ ପାଇଁ ୨୪୧ ରନ୍ ଯୋଡି ଥିଲେ , ଜୟନ୍ତ ୨୦୪ ଟି ବଲ୍ ରୁ ୧୦୪ ରନ୍ କରିଥିଲେ , ଓ ୧୫ ଟି ଚଉକା ମାରିଥିଲେ,  ଏହା ତାଙ୍କର ପ୍ରଥମ ଓ ଗୋଟିଏ ଟେଷ୍ଟ ମ୍ୟାଚ୍ ଥିଲା ।

 

ଯେବେ ଜୟନ୍ତ ଆଉଟ୍ ହେଲେ ତେବେ ଟିମ୍ ଇଣ୍ତିଆର ସ୍କୋର୍ ୬୦୦ ରନ୍ ଅତିକ୍ରମ କରିସାରିଥିଲା , ଓ ଜିତ୍ ପାଇଁ ପୁରା ଆଶା ନଥିଲା । କିନ୍ତୁ ଏମିତି ହେଲାକି ଇଂଲଣ୍ତ ଆଉ ଗୋଟେ ଇଂନିସ୍ ରେ ୧୯୫ ରନ୍ ରେ ଟଳିପଡିଥିଲା , ଓ ଇଣ୍ତିଆ ୩୬ ରନ୍ ରୁ ମ୍ୟାଚ୍ ଜିତିଗଲା,  ଆଜି ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ତ ବିପକ୍ଷରେ କେବଳ ଗୋଟିଏ ୱାନ୍ ଡେ ମ୍ୟାଚ୍ ଖେଳିଛନ୍ତି , ଇଂଲଣ୍ତ ବିପକ୍ଷରେ ପାଞ୍ଚଟି ମ୍ୟାଚ୍ ସିରିଜ୍ ରେ ସେ ଦ୍ୱିତିୟ ମ୍ୟାଚରେ ସେ ଟିମ୍ ଇଣ୍ତିଆ କ୍ୟାପ୍ ପିନ୍ଧିଥିଲେ,  ଓ ତୃତୀୟ ଟେଷ୍ଟରେ ନିଜ ନାଁରେ ୯ ୱିକେଟ୍ ଓ ୨୨୧ ରନ୍ ଦର୍ଜ କରାଈଥିଲେ , ସେ ପ୍ରାୟ ୭୪ ରନ୍ ୱସତ୍ ରେ ରନ୍ କରିଥିଲେ,  ଏହାପରେ ଦେଢ ମାସ ପରେ ସେ ମଇଦାନରେ ଦେଖାଦେଇଥିଲେ , ଅଷ୍ଟ୍ରେଲିଆ ବିପକ୍ଷରେ ପୁଣେ ରେ ପ୍ରଥମ ଟେଷ୍ଟ ପାଇଁ ତାଙ୍କୁ ବଛାଗଲା, ଓ ଏହା ତାଙ୍କର ଶେଷ ମ୍ୟାଚ୍ ଥିଲା,  ସେହି ମ୍ୟାଚରେ କିଛି ଖାସ୍ ପ୍ରଦର୍ଶନ ନଥିଲା , ଓ ଦୁଇଟି ପାରି ଖେଳି ସେ କେବଳ ୭ ୱିକେଟ୍ ରେ ଦୁଈଟି ୱିକେଟ୍ ନେଇଥିଲେ ।

ଏହା ପରେ ସେ ଟିମ୍ ର୍ ଆଉ ଦେଖାଦେଇନଥିଲେ , ଏହାପରେ ସେ ଆଇପିଏଲ୍ ରେ ଦିଲ୍ଲୀ ଡେୟାର ଡେଭିଲ୍ ଟିମ୍ ତରଫରୁ ଜୟନ୍ତ ଯାଦବ ୨୦୧୭ ରେ ଶେଷ ମ୍ୟାଚ୍ ଖେଲିଥିଲେ , ଏହି ମ୍ୟାଚପରେ ଜଣାନାହିଁ କି ସେ କେଉଁଠି ଅଛନ୍ତି ।ଟିମ୍ ଇଣ୍ତିଆରେ ଅଶ୍ୱିନ୍-ଜାଡେଜାଙ୍କ ସ୍ଥାନସ୍ଥାୟୀ ହେବା ଓ କୁଲଦିପଯାଦବ ଓ ୟଜୁବେନ୍ଦ୍ର ଚେହେଲେ ପରି ବିକଳ୍ପ ହେବା କାରଣାରୁ ଜୟନ୍ତଙ୍କୁ ଫେରିବାକୁ ଅସୁବିଧା ହୋଇଥିଲା,  କିନ୍ତୁ ଦେଖିବା କଣ ସତରେ ଜୟନ୍ତ ଯାଦବ ଟିମ୍ କୁ ଫେରି ଆସିବେ , ଏବେ କିଛି ଦିନ ତଳେ ଜୟନ୍ତ ଇରାନି କପ୍ ଖେଲୁଥିବାର ଦେଖାଯାଇଥିଲ୍,ଆ , ଓ ଯାହାର ଫାଇନାଲ୍ ରେ ସେ ଭଲ ପାରି ଖେଳିଥିଲେ , କିନ୍ତୁ ଏହିଥର ସେ ଶତକ ମାରିବାରେ କେବଳ ୪ ରନ୍ ପଛୁଆ ରହିଯାଇଥିଲେ ।

Leave a Reply

Your email address will not be published. Required fields are marked *