April 18, 2024

Odia Express

News For Public

ଡାଇବେଟିସ ପାଇଁ ଡାକ୍ତରଙ୍କ ପାଖକୁ ଯାଇ ଯାଇ ଥକି ଗଲେଣି ଓ ଯଦି କିଛି ଉପଶମ ମିଳୁନାହିଁ ତେବେ କେବଳ ୫ ଟଙ୍କାରେ ଡାଏବେଟିସ ପରି ରୋଗକୁ ଜଡରୁ ଶେଷ କରିଦେଇଥାଏ ଏହି ଔଷଧୀୟ ଉପାୟ…

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିର ସମୟରେ ସୁଗର୍ ଏପରି ଏକ ରୋଗ ହୋଇସାରିଛି । ଯାହା ସବୁ ଘରେ ସହଜରେ ଦେଖିବାକୁ ମିଳିଯାଏ , ହଁ ଆଜ୍ଞା , ଆଜିର ସମୟରେ ଗୋଟେ ଘରେ କେଉଁ ନା କେଉଁ ବ୍ୟକ୍ତି ଏହି ରୋଗ ହୋଇଥାଏ । ଏମିତିରେ ଏହା ସବୁଠାରୁ ବଡ କାରଣ ହୋଇଥାଏ ମଣିଷର କର୍ମ ବ୍ୟସ୍ତ ଜୀବନ ଶୈଳୀ । ଏହା ଛଡା ଭୋଜନରେ ଅପମିଶ୍ରଣ ସକାଶେ ଏହା ଅଧିକ ରୋଗର କାରଣ ହେଉଛି , ଏଥିରୁ ରକ୍ଷା ପାଇବା ଏବେ ମୁସକିଲ୍ ହୋଇଯାଇଛି । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଊଛୁ ଯାହା ବିଷୟରେ ଆପଣଙ୍କୁ ଥରେ ଜାଣିନେବାକୁ ଅଛି , ଏହା ପାଇଁ ଆପଣଙ୍କୁ ବାରମ୍ବାର କେଉଁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ତେବେ ଏହି ଉପାୟ ନିଶ୍ଚିତ କରିନିଅନ୍ତୁ ।

 

କହିଦେବୁ କି ଏହି ଉପାୟ ଦ୍ୱାରା ଆପଣଙ୍କ ସୁଗର ସମସ୍ୟା ବହୁତ ଜଲଦି ଭଲ ହୋଇଯିବ , ଏଥିପାଇଁ ଆପଣଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ , ପୁରୁଷ ହେଉ କିମ୍ବା ସ୍ତ୍ରୀ ଏହି ରୋଗ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳେ , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

 

ଏଥିପାଇଁ ସବୁଠାରୁ ପ୍ରଥମେ ଆପଣଙ୍କୁ ୨୫୦ ଗ୍ରାମ ଇନ୍ଦ୍ରଜୋ କଡବା, ୨୫୦ ଗ୍ରାମ ବାଦାମ, ୨୫୦ ଗ୍ରାମ ଚଣା ନେବାକୁ ହେବ । ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କୁ ଇନ୍ଦ୍ରଜୋ ତଲଖ ମାନେ କଡବା ନେବାର ଅଛି , ଯଦି ଆପଣଙ୍କୁ ଜଣାନାହିଁ ତେବେ କେଉଁ ଦୋକାନରେ ଯାଇ ଏହା ବିଷୟରେ ପଚାରିପାରିବେ । ଏହା ଛଡା କହିଦେବୁ କି ଏହି ଉପାୟ ଅଧିକା ମାତ୍ରାରେ ନେଲେ ଆପଣଙ୍କ ସୁଗର୍ ଲେବୁଲ୍ କମ୍ ହୋଇପାରେ , ଏଥିପାଇଁ ଯେତେ ମାତ୍ରାର କୁହାଯାଇଛି ସେତିକି ମାତ୍ରାରେ ନିଅନ୍ତୁ , ଜଣାଇଦେବୁ କି ଏବେ ଏହି ତିନୋଟି ଜିନିଷକୁ ଅଲଗା ଅଲଗା ପେଷି ଦିଅନ୍ତୁ , ମାନେ ପାଉଡର୍ ବନାଇଦିଅନ୍ତୁ , ଓ ତାକୁ ଏକ କାଚର ଜାରରେ ରଖିଦିଅନ୍ତୁ ।

 

କହିଦେବୁ କି ଖାଈବା ପରେ ଏକ ଚାହାର ଚାମଚ ନେଇକରି ଦିନରେ କେବଳ ଗୋଟେ ଥର ପାଣି ସହ ଏହାର ସେବନ କରନ୍ତୁ , ହଁ ଆଜ୍ଞା କହିଦେବୁ କି ଏହି ଉପାୟ କଲେ ଆପଣଙ୍କୁ ଲାଭ ମିଳିବ , ଯଦି କେଉଁ ସାଙ୍ଗ ଏହି ରୋଗରେ ପୀଡିତ ଅଛନ୍ତି , ଏହି ଉପାୟ ନିଶ୍ଚିତ କରନ୍ତୁ , ଏହା ସହ ଜାଣିନେବା ଉଚିତ୍ କି ଏହା ସେହି ଲୋକଙ୍କ ପାଇଁ ଲାଭକାରୀ ହୋଇଥାଏ , ଯାହାଙ୍କୁ ଇନସୁଲିନ୍ ଲାଗେ ନାହିଁ । ଆଜି କାଲି ସୁଗର୍ ସବୁ ବୟସର ବ୍ୟକ୍ତିକୁ ହୋଇପାରେ , ଏମିତିରେ ଆପଣ ତାଙ୍କୁ ଏହି ଚମତ୍କାରୀ, ସରଳ ଓ ଶସ୍ତା ଉପାୟ ଦ୍ୱାରା ନୁଆ ଜୀବନ ଦେଇପାରିବେ ।

Leave a Reply

Your email address will not be published. Required fields are marked *