April 25, 2024

Odia Express

News For Public

କ୍ରିକେଟିୟର K L ରାହୁଲ୍ ଙ୍କୁ ଡେଟ୍ କରିବା ଖବର ଉପରେ ସୋନାଲ୍ ଚୌହାନ ଦେଲେ ବୟାନ – କହିଲେ କିଛି ଏପରି କଥା ଯେ ଶୁଣିକି ସମସ୍ତେ ଚକିତ ହେଇଗଲେ..

କ୍ରିକେଟିୟରଙ୍କ ସାଙ୍ଗେ ଅଭିନେତ୍ରୀଙ୍କ ପ୍ରେମ ସଂମ୍ପର୍କ ଏକ ସାଧାରଣ କଥା ଅଟେ ,ଅନୁଷ୍କା ଶର୍ମା ବିରାଟ କୋହଲି, ସାଗରିକା ଘାଟକେ , ଜାହିର ଖାନ୍ , ମହମ୍ମଦ ଆଜାହରଉଦ୍ଧିନ୍, ସଂଗୀତା ବିଜଲାନୀ, ହରଭଜନ ସିଂ ଗୀତା ବସରା ସମେତ ସମସ୍ତ ସେଲିବ୍ରେଟିଜ୍ ଏହି ଲିଷ୍ଟରେ ସାମିଲ୍ ଅଛନ୍ତି , ଏହି ଲିଷ୍ଟରେ ଯୁବା ଖେଳାଳୀ କେଏଲ୍ ରାହୁଲ୍ ଙ୍କ ନାଁ ବି ସାମିଲ୍ ଅଛି , ଖବର ଏହା କି ବଲିଉଡ୍ ଅଭିନେତ୍ରୀ ସୋନଲ ଚୌହାନ ଡେଟ୍ କରୁଛନ୍ତି । କହିଦେବୁ କି ଫିଲ୍ମ ଜନ୍ନତରେ ବଲିଉଡ୍ ରୁ ଡେବ୍ୟୁ କରିଥିବା ସୋନାଲ୍ କେଏଲ୍ ରାହୁଲ୍ ଙ୍କ ସାଙ୍ଗେ ନିଜ ସଂମ୍ପର୍କକୁ ଭୁଲ୍ ବୋଲି କହିଛନ୍ତି , ଏହି କଥାକୁ ନେଇକରି ସୋନଲ୍ ଚୌହାନ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ,

 

ସୋନଲ୍ କହିଲେ କି ଏହି କଥାରେ କୌଣସି ସତ୍ୟତା ନାହିଁ ଏହା କେବଳ ଭୁଲ୍ ଧାରଣା ଅଟେ , ସେ କହିଲେ କି କେଏଲ୍ ରାହୁଲ୍ ଭଲ କ୍ରିକେଟିୟର ଅଟନ୍ତି , ଓ ବହୁତ ପ୍ରଭାବଶାଳୀ କ୍ରିକେଟିୟର୍ ବି , ମୋର ଓ କେଏଲ୍ ରାହୁଲଙ୍କ ମଧ୍ୟରେ କିଛି ବି ସଂମ୍ପର୍କ ନାହିଁ ।

ସୋନଲ୍ ଚୌହାନ୍ କହିଲେ କି ତାଙ୍କୁ ସୋସିଆଲ୍ ମିଡିଆରୁ ବହୁତ ସାରା ଭଲ ପାଇବା ମିଳୁଛି , କିନ୍ତୁ ସେହି ଲୋକଙ୍କୁ ବହୁତ ରାଗ ଆସେ ଯେଉଁମାନେ ଏହି ଭଳି ମିଥ୍ୟା ପ୍ରଚାର କରିଥାନ୍ତି , ଏବେ ସୋନଲ୍ ଚୌହାନ୍ ଓ କେଏଲ୍ ରାହୁଲ୍ ଡେଟିଙ୍ଗ୍ ଖବର କେତେ ସତ୍ୟତା ଅଛି , ଏହାର ଖୁଲାସା ପରେ ହେବ , କିନ୍ତୁ ବଲିଉଡ୍ ଅଭିନେତ୍ରୀ ଓ ଷ୍ଟାର୍ କ୍ରିକେଟିୟର ବହୁତ ଅଧିକା ଲୋକପ୍ରିୟତା ହାସିଲ୍ କରିଛନ୍ତି ।

 

କହିଦେବୁ କି ଅଭିନେତ୍ରୀ ସୋନାଲ୍ ଚୌହାନଙ୍କ କାମ କଥା ହେଲେ ସେ ନିଜ ଫିଲ୍ମ କ୍ୟାରିୟର ଜନ୍ନତରୁ ଆରମ୍ଭ କରିଥିଲେ , ସେ ବହୁତ ସାରା ଫିଲ୍ମରେ କାମ କରିଥିଲେ, କେଏଲ୍ ରାହୁଲ୍ ଏବେ ୱାର୍ଲ୍ଡ କପ୍ ଖେଳିବାକୁ ଇଂଲଣ୍ତ ଯାଇଛନ୍ତି , ବାଙ୍ଗଲାଦେଶ ସହ ଗୋଟେ ମ୍ୟାଚରେ ସେ ଶତକ ମାରିଥିଲେ ।

Leave a Reply

Your email address will not be published. Required fields are marked *