April 14, 2024

Odia Express

News For Public

ରାହୁ ଓ କେତୁ କାଳର ତାଣ୍ଡବ ଆରମ୍ଭ ହେଇଗଲା – ଏହି ୨ଟି ରାଶି ଜାତକ ଲୋକ ସାବଧାନ ରୁହନ୍ତୁ ନଚେତ …

ଆଗରୁ ଆମେମାନେ ସମସ୍ତେ ଜାଣିଛେ ଆମ ଜୀବନରେ କିଛି ନ କିଛି ପରିବର୍ତନ ସବୁବେଳେ ହେଇଥାଏ | ଏହା ଯେପରି ବିଧିର ବିଧାନ ଅଟେ |ତେବେ ବର୍ତମାନ ସମୟରେ ଠିକ ସେହିପରି ରାହୁ ଙ୍କ ତାଣ୍ଡବ କିଛି ରାଶିରେ ଲୋକଙ୍କ ଉପରେ ଲାଗିବ ପାଇଁ ଯାଉଛି ତେବେ ଏହି ରାଶି କୁ ସାବଧାନ ରହିବ ଆବଶ୍ୟକ ଅଟେ | ଏହା ସହ ଯଦି ଆମେ ଦେଖିବା ରାହୁ କାଳ ମଧ୍ୟ ଅନେକ ସମୟରେ ଭିର୍ଣ୍ଣ ଭିର୍ଣ୍ଣ ସମୟରେ ରହେ |ଏଥି ପାଇଁ ବର୍ତମାନ ସମୟରେ ରାଶି ମାନକ ଉପରେ ପ୍ରଭାବ ମଧ୍ୟ ପଡେ ,ଶାସ୍ତ୍ର ଅନୁସାରେ ଏହି ସମୟରେ କିଛି ନୂଆ କାମ କିମ୍ବା ସୁବ ହଁ କାର୍ଯ୍ୟ କରିବା ଉଚିତ ନୁହଁ | ରହୁକାଳ ଆରମ୍ଭ ହେବାର ୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ |ପୌରାଣିକ ଓ ଶାସ୍ତ୍ର ଅନୁସାରେ ଏହି ସମୟରେ ଭୁଲ ରେ ମଧ୍ୟ କୌଣସି ଶୁଭ କାର୍ଯ୍ୟ କରିବା କଥା ନୁହଁ

ଏକଥା ମଧ୍ୟ ଅଛି ଯେ ରାହୁ କାଳ ମଧ୍ୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହଁ |ରାହୁ କାଳ ରେ କୌଣସି ନୂଆ କାମ ଆରମ୍ଭ କର ଯିବା ଉଚିତ ନୁହଁ |ଏହି ସମୟରେ କୌଣସି ଭି ନିଷ୍ଫତି ଜଲ୍ଦି ଜଲ୍ଦି ରେ ନେବା ଉଚିତ ନୁହଁ |ନଚେତ ଏହା ଆପଣଙ୍କୁ ଅସୁବିଧା ରେ ପକେଇ ପାରେ | ଠିକ ସେହିପରି ଏହି ସମୟରେ କୌଣସି ଜିନିଷ କିଣନ୍ତୁ ନାହିଁ କି ଵିକନ୍ତୁ ନାହିଁ ମଧ୍ୟ |ଏହି ସମୟରେ କୌଣସି ଗହଣା କିମ୍ବା ଅଳଙ୍କାର ମଧ୍ୟ କିଣିବା ଅନୁଚିତ |କାରଣ ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଏହାର ପ୍ରଭାବ ଜୋର ରେ ପଡିଥାଏ |ବର୍ତମାନ ସମୟରେ 2 ଟି ରାଶି ଉପରେ ରାହୁ କାଳ ର ତାଣ୍ଡବ ଆରମ୍ଭ ହେଇଚି ,ତେବେ ଚାଲନ୍ତୁ ଜାଣିବା ସେ ରାଶି ବିଷୟରେ

ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କୁ କହିରଖୁ ଯେଉଁ ରାଶି ଉପରେ ରାହୁ କୋପ ଦୃଷ୍ଟି ପକେଇଛନ୍ତି ସେ ରାଶି ଗୁଡିକ ହେଲା ମେଷ  ଓ କର୍କଟ ରାଶୀ ର ଲୋକ | ତେବେ ବର୍ତମାନ ସମୟରେ ଏହି ରାଶିର ଜାତକ ଥିବା ଲୋକ ସାବଧାନ ରହିବ ନିହାତି ଆବଶ୍ୟକ | ଏହି ସମୟରେ ସୁଖରେ ବଂଚିବା ସମୟ ସାମାନ୍ୟ ସାବଧାନ ରେ ରହିବ ଆବଶ୍ୟକ | ଏହି ସମୟରେ ଚାକିରୀ ରେ ସାମାନ୍ୟ ଅସୁବିଧା ଆସିପାରେ |

ଏହା ସହିତ ଏଥିରେ ସାମିଲ ଥିବା ଲୋକ ଚାକିରୀ କରିବାରେ କିଛି ଅସୁବିଧା ଉପୁଜି ପାରେ | ସେଥିପାଇଁ ବର୍ତମାନ ସମୟରେ ସମ୍ପର୍କରେ ସାମାନ୍ୟ ଅସୁବିଧା ହେଇପାରେ |ସେଥିପାଇଁ ସାମନ୍ୟ ଅସୁବିଧା ହେଇପାରେ ଓ ସାବଧାନ ରୁହନ୍ତୁ |ଚାକିରରି ରେ କାମ ବଢିପାରେ ସେଠି ପାଇଁ କିଛି ଅସୁବିଧା ମଧ୍ୟ ସମ୍ମୁଖୀନ ହେଇ ପାରନ୍ତି | ଘରେ କଳି ଝଗଡା ଲାଗିପାରେ ସତର୍କ ରୁହନ୍ତୁ

Leave a Reply

Your email address will not be published. Required fields are marked *