April 12, 2024

Odia Express

News For Public

୩ ଜୁନ ୨୦୧୯ ସୋମବାର ସାବିତ୍ରୀ ବ୍ରତ ,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶିବ ଙ୍କ ବିଶେଷ କୃପା ରହିବ ଏହି ୨ ଟି ରାଶି ଉପରେ

1 min read

ମେଷ  – ଆଜିର ଦିନ ଆପଣଙ୍କପାଇଁ ଲାଭଦାୟକ ହେବ। ଗୃହସ୍ଥଜୀବନରେ ସୁଖ- ଶାନ୍ତି ରହିବ। ପ୍ରିୟ ବ୍ୟକ୍ତି ସହିତ ମିଲନ ସ୍ମରଣୀୟ ରହିବ। ପ୍ରେମର ସୁଖଦକ୍ଷଣର ଆନନ୍ଦ ନେଇ ପାରିବେ। ଆୟର ସ୍ରୋତ ବଢ଼ିବ। ଉଚ୍ଚ ପଦାଧିକାରୀ ଏବଂ ବରିଷ୍ଠ ନାଗରୀକମାନଙ୍କର କୃପାଦୃଷ୍ଟି ରହିବ। ମିତ୍ରମାନଙ୍କର ସୁନ୍ଦର ପର୍ଯ୍ୟଟନର ଆୟୋଜନ ହେବ। ଉତ୍ତମ ଭୋଜନ ପ୍ରାପ୍ତିରେ ସନ୍ତୁଷ୍ଟ ହେବେ।  ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ ।ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ସ୍ଵାସ୍ଥ୍ୟରେ ଖରାପ ହୋଇପାରେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ,ପ୍ରତିକାର: ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ – ପରିବାରରେ ସୁଖ- ଶାନ୍ତି ଏବଂ କୁଟୁମ୍ବଜନମାନଙ୍କ ସହିତ ଆନନ୍ଦ ଆଜିର ଦିନକୁ ଖୁସି ବନାଇବ। ଆଜି ଆପଣଙ୍କ ମଧୁରବାଣୀର ଜାଦୁ ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବ। ଯାତ୍ରାର ସମ୍ଭାବନା ଅଛି। ମିଷ୍ଟାନ୍ନ ସହିତ ମନପସନ୍ଦ ଭୋଜନ ମିଳିବ। ଆମଦାନୀ-ରପ୍ତାନୀର ବ୍ୟାପାରରେ ଭଲ ସଫଳତା ମିଳିବ। ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ। ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ। । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ ।ମନର ଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ। ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ,ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମିଥୁନ – ଆଜି ଆପଣଙ୍କ ରଚନାତ୍ମକ ଶକ୍ତି ପ୍ରକଟ ହେବ। ସୃଜନାତ୍ମକ ପ୍ରବୃତ୍ତି କରିବେ। ବୈଚାରିକ ଦୃଢ଼ତାରେ ଆପଣଙ୍କ କାର୍ଯ୍ୟ ସଫଳ ବନିବ। ଅଲଙ୍କାର, ବସ୍ତ୍ର, ମଉଜ ସଉକର ସାଧନ ତଥା ମନୋରଞ୍ଜନ ପଛରେ ଆଜି ଅର୍ଥ ଖର୍ଚ୍ଚ କରିବେ। ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ ।ଆପଣଙ୍କ ଆଜିର ଦିନ ଶୁଭଫଳଦାୟକ ଏବଂ ଲାଭପ୍ରଦ ଅଟେ। ମିତ୍ରମାନଙ୍କ ସହିତ ମିଳାମିଶା ହେବ। କୁଟୁମ୍ବ ମାନଙ୍କ ସହିତ ଆନନ୍ଦର ବାତାବରଣ ରହିବ। ପୁତ୍ର ଏବଂ ପତ୍ନୀଙ୍କ ସୁଖ ସନ୍ତୋଷ ଅନୁଭବ କରିବେ। ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟବୃଦ୍ଧି ହେବ,ପ୍ରତିକାର: ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ – ଆଜିର ଦିନରେ ଆମୋଦ-ପ୍ରମୋଦ ତଥା ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ କରିବେ। ମାନସିକ ଚିନ୍ତା ଏବଂ ଶାରୀରିକ ଅସୁବିଧାରେ ଚିନ୍ତିତ ହେବେ। ଅନିୟନ୍ତ୍ରିତ ବାଣୀ କିମ୍ବା ବ୍ୟବହାର ଝଗଡ଼ାର କାରଣ ବନିପାରେ।   ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି। ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ। କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, କାରଣ ତାଙ୍କୁ ନିଜର ପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ,ପ୍ରତିକାର: ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ।

ସିଂହ – ଶାରୀରିକ ରୁପରେ ଅସୁସ୍ଥ ରହିବା ଉପରେ ମଧ୍ୟ ମାନସିକ ସୁସ୍ଥତା ବନାଇ ରଖିବେ। ଆଜି କାମ କରିବାର ଉତ୍ସାହ କମ ରହିବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରହିବାକୁ ପଡ଼ିବ। ମଉଜ-ସଉକ ତଥା ବୁଲିବା ପଛରେ ଧନ ଖର୍ଚ୍ଚ ହେବ। ସନ୍ତାନମାନଙ୍କ ସମ୍ବନ୍ଧରେ ଚିନ୍ତା ରହିବ।  କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି । କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ହିଁ ଦିଅନ୍ତୁ । ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ ।ଆଜି ଉତ୍ସାହର ଅଭାବ ରହିବ। ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇପାରେ। ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ। କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି, ପ୍ରତିକାର–ଘରୁ ବହାରିବା ସମୟରେ ମିଠାଦହି ଖାଇ ବାହାରନ୍ତୁ।

କନ୍ୟା – ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ଲୋକମାନଙ୍କର ପ୍ରଶଂସା ପ୍ରାପ୍ତ କରି ପାରିବେ। ଲକ୍ଷ୍ମୀଙ୍କର କୃପା ରହିବ। କୁଟୁମ୍ବ ଏବଂ ଦାମ୍ପତ୍ୟଜୀବନରେ ସୁଖ ଏବଂ ସନ୍ତୋଷ ଅନୁଭବ କରିବେ। ବାହନ ସୁଖ ମିଳିବ। ପ୍ରିୟ ବ୍ୟକ୍ତିଙ୍କର ପ୍ରେମ ପ୍ରାପ୍ତ କରି ପାରିବେ। ବିଚାରରେ ଉଗ୍ରତା ଏବଂ ଆଧିପତ୍ୟର ଭାବନା ବଢ଼ିବ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ। ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ,ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳା – ଶାରୀରିକ ମାନସିକ ସୁସ୍ଥତା ସହିତ ଆପଣ ନିଜର କାର୍ଯ୍ୟ ନିର୍ଦ୍ଧାରିତ ରୂପରେ ଆୟୋଜନ ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ରୋଗୀବ୍ୟକ୍ତି ଆଜି ସ୍ଵାସ୍ଥ୍ୟରେ ସୁଧାର ଅନୁଭବ କରିବେ। ମାମୁଁଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ଯ୍ୟ ସ୍ଥଳରେ ସହକର୍ମିମାନଙ୍କର ସହଯୋଗ ମିଳିବ। ରୋକିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ। ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି ।ନକାରାତ୍ମକ ବିଚାରକୁ ହାବି ନ ହେବାପାଇଁ ଚେଷ୍ଟା କରିବେ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ଆସିବ। ଅଚାନକ ଯାତ୍ରା କରିବାର ସଂଯୋଗ ହେବ। ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ।ପ୍ରତିକାର– ଗାଈକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ।

ବିଛା – ଆଜି ଆପଣଙ୍କ ଆକସ୍ମିକ ଧନଲାଭର ଯୋଗ ଅଛି। ମାନସିକ ତଥା ଶାରୀରିକ ଶ୍ରମ କାରଣରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଥଣ୍ଡା, ଶ୍ୱାସର ଅସୁବିଧା, କାଶ ଏବଂ ପେଟରେ ଯନ୍ତ୍ରଣା କଷ୍ଟହେବ। ଖର୍ଚ୍ଚରେ ବୃଦ୍ଧି ହେବ। ଜଲାଶୟରୁ ଦୂରରେ ରହିବା ସୁରକ୍ଷା ପାଇଁ ଭଲ।   ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ସ୍ଵାସ୍ଥ୍ୟରେ ଖରାପ ହୋଇପାରେ। ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ। ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ଧନୁ – ଆପଣଙ୍କ ମଧ୍ୟରେ ଆଜି ଆନନ୍ଦ ଏବଂ ଫୂର୍ତ୍ତିର ଅଭାବ ରହିବ। ମନରେ ଖିନ୍ନତା ରହିବ। ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି କାରଣରୁ ଅସୁବିଧା ହେବ। ଅନିଦ୍ରାଯୋଗୁଁ ଚିନ୍ତିତ ରହିବେ। ସାର୍ବଜନିକ ରୂପରେ ସ୍ଵାଭିମାନ ଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ଧନ ଖର୍ଚ୍ଚ ହେବ। ଜଲାଶୟ ନିକଟକୁ ନଯିବା ହିତକର ଅଟେ।  ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ଜଗନ୍ନାଥଙ୍କର କୃପାରେ ଆପଣଙ୍କ ଆଜିର ଦିନ ପ୍ରସନ୍ନତା ପୂର୍ବକ ବିତିବ। ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ। ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ। ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି। ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ।

ମକର – ଆଜିର ଦିନ ଆପଣ ଶରୀରରେ ସତେଜ ଏବଂ ପ୍ରସନ୍ନତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଅଧିକ ଘନିଷ୍ଠତା ଅନୁଭବ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଲଘୁ ପର୍ଯ୍ୟଟନ କିମ୍ବା ଯାତ୍ରା ହେବ। ଆର୍ଥିକ ଲାଭ ମିଳିବ।   ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ ।ଆଜି ଆପଣ ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିବେ। ଆଜି ବାଦ ବିବାଦରେ ପଡ଼ନ୍ତୁ ନାହିଁ। କୋର୍ଟ-କଚେରୀରେ ସାବଧାନ ରହିବେ। ଆକସ୍ମିକ ଧନ ଖର୍ଚ୍ଚ ହେବ। ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ,ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ – ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଅନୁକୂଳ ଦିନ ଅଟେ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ଚର୍ଚ୍ଚା, ବାଦ-ବିବାଦ ସମୟରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ।  ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି । ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ ।ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି। ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ। କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ,ପ୍ରତିକାର–କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ – ବ୍ୟବସାୟ କ୍ଷେତ୍ରରେ ଧନ, ମାନ ତଥା ପ୍ରତିଷ୍ଠାରେ ବୃଦ୍ଧି ହେବ। ବ୍ୟାପାର ହେତୁ ବ୍ୟସ୍ତତା ଏବଂ ଅସୂଲୀ ହେତୁ ଯାତ୍ରା ଲାଭ ହେବାର ସମ୍ଭାବନା ରହିବ। ଉଚ୍ଚ ପଦାଧିକାରୀ ଖୁସି ହେବାରୁ ପଦୋନ୍ନତିର ସଂଯୋଗ ହେବ। ସରକାର, ମିତ୍ର ତଥା ବନ୍ଧୁମାନଙ୍କଠାରୁ ଲାଭ ହେବ।  ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ ।ଆଜିର ଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ। ମିତ୍ର, ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ। ଭାବି ବିଚାରି ଧନର ନିବେଶ କରନ୍ତୁ,ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *