April 25, 2024

Odia Express

News For Public

ଭୁଲ୍ ରେ ଏହି ଧଳା ପ୍ୟାକେଟ୍ ର ପୁଡିଆକୁ ଅଦରକାରୀ ବୁଝନ୍ତୁ ନାହିଁ , ଲାଭ ଏମିତି କି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ…

1 min read

ଆପଣ ଯେବେ ବି ଜୋତା , ପାଣି ବୋତଲ କିମ୍ବା ପର୍ସ କିଣୁଥିବେ ଆପଣଙ୍କୁ ଡବା ମଧ୍ୟରେ ଗୋଟିଏ ଛୋଟ ପୁଡିଆ ନିଶ୍ଚିତ ଥିବାର ଦେଖାଯିବ , ଓ ଏହା ଲେଖା ହୋଇଥିବ କି Don’t EAT  , ଯାହା କାରଣରୁ ଆପଣ ଏହାକୁ ବିଷାକ୍ତ ବୋଲି ଭାବୁଥିବେ କିନ୍ତୁ ବହୁତ ଲୋକ ଏହାକୁ ଛୁଅନ୍ତି ନାହିଁ , ଓ ବହୁତ ଲୋକେ ଏହାକୁ ଫିଙ୍ଗି ଦିଅନ୍ତି , ଧଳା ରଙ୍ଗର ଏହି ଛୋଟ ପୁଡିଆରୁ ବହୁତ କିଛି ଲାଭ ମିଳିଥାଏ । ଆମେ କଥା ହେଉଛୁ ସିଲିକା ଜେଲ୍ ବିଷୟରେ , ଯାହା ଏକ ଧଳା ପୁଡିଆ ହୋଇଥାଏ , ଯାହା ଜୋତା, ବ୍ୟାଗ୍ , ପାଣିର ବୋତଲ , ଓ ପର୍ସରେ ମିଳିଥାଏ , ଆପଣ ମାନେ ଭାବୁଥିବେ କି ଏହି ଧଳା ପୁଡିଆର କାମ କଣ ଯେ ଏହାକୁ ଏଥିରେ ପକାଯାଇଛି, କହିଦେବୁ କି ଏହାର ବହୁତ କିଛି ଫାଇଦା ଅଛି,

ସିଲିକା ଜେଲ୍ ର କାମ ଆର୍ଦତାକୁ ଶୁଖାଇବା ହୋଇଥାଏ , ଯାହା କାରଣରୁ ଏହି ଡବାରେ ପକାଯାଏ , ଏହି ପ୍ୟାକେଟ୍ ରେ ଲେଖା ହୋଇଥାଏ କି ଛୁଆଙ୍କ ଠାରୁ ଦୂରେଇ ରଖନ୍ତୁ , ଯାହାକି ସାବଧନତା କରାଯାଏ , ସିଲିକା ଜେଲ୍ ର ଫାଇଦା : ଯାହାର ଫାଇଲ୍ସ ଓ ଜରୁରୀ ଦସ୍ତାବିଜ୍ ହୋଇଥାଏ , ଏଥିପାଇଁ ସିଲିକା ଜେଲ୍ ବହୁତ କାମକୁ ଆସିଥାଏ , ଏଥିରେ ସିଲିକା ଜେଲ୍ ସହ ଆର୍ଦତା ହଟାଇଥାଏ ।

 

ଲୁହା କିମ୍ବା ଇଲେକ୍ଟ୍ରୋନିକ୍ସ ଜିନିଷଗୁଡିକରୁ ଜଙ୍କ୍ ଛଡାଇବା ପାଇଁ ଆପଣ ସିଲିକା ଜେଲ୍ ବ୍ୟବହାର କରନ୍ତି , ଏମିତିରେ ଆପଣଙ୍କୁ ଏହି ଜିନିଷର ସହ ଏହି ପ୍ୟାକେଟ୍ ରଖିବାକୁ ହେବ ।

ଯଦି ଆପଣଙ୍କ ମୋବାଇଲ୍ ଭୁଲ୍ ବଶତଃ ପାଣିରେ ପଡିଯାଇଛି, ତେବେ ମୋବାଇଲ୍ ବ୍ୟାଟେରି ବାହାର କରିଦିଅନ୍ତୁ , ଓ ପୋଛିକରି ସିଲିକା ଜେଲ୍ ସାଙ୍ଗରେ ରଖିନିଅନ୍ତୁ , ଏହା ଫୋନ୍ ବ୍ୟାଟେରୀରୁ ଆର୍ଦତା ଚାଲିଯିବ ।

ଯଦି ଆପଣଙ୍କ ପୁରୁଣା ଫଟୋ ଖରାପ ହୋଇଯାଇଛି, ଏହାକୁ ବଞ୍ଚାଇବାପାଇଁ ଫଟୋ ଆଲବମ୍ ରେ ସିଲିକା ପାଉଡ୍ ଲଗାନ୍ତୁ

Leave a Reply

Your email address will not be published. Required fields are marked *