March 29, 2024

Odia Express

News For Public

କେବଳ ୫ ମିନିଟ୍ ରେ ଏହି ରାମବାଣ ଉପାୟ ଦ୍ୱାରା ଆପଣଙ୍କ ପେଟର କୋଣ ଅନୁକୋଣରୁ କରିଦେବ ସଫା – ସଂଗେ ସଂଗେ ମିଳିବ ସବୁ ଅସୁବିଧାରୁ ମୁକ୍ତି..

1 min read

ଆଜି ଆମେ ଆପଣଙ୍କୁ ପେଟ ସଫା କରିବାର ଉପାୟ ବିଷୟରେ କହିବୁ । ଆଜି କାଲି ବିନା କିଛି ନ ଖାଇ ମଧ୍ୟ ପେଟ ଗ୍ୟାସ୍ ହୋଈଯାଏ । ଓ ପେଟ ଫୁଲିବାକୁ ଆରମ୍ଭ କରେ , ଯାହାର କାରଣରୁ ଖଟା ହାକୁଟି ଆସିବାକୁ ଲାଗେ , ଓ ଗଳାରେ ଜଳାପୋଡା ହୁଏ , ଯଦି ଆପଣ ଏହି ସମସ୍ୟାରେ ଅସୁବିଧା ଭୋଗୁଛନ୍ତି ତେବେ ଏହି ଘରୋଇ ଉପାୟ ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇପାରେ । ପେଟ ସଫା କରିବାର ଏହି ନୂଆ ଉପାୟ : ଯଦି ଝାଡା ଯିବାପରେ ଆପଣଙ୍କ ପେଟ ଭଲ ଭାବେ ସଫା ହେଉନାହିଁ ତେବେ ବୁଝିଯାଆନ୍ତୁ କି କବ୍ଜ ରୋଗ ହୋଇଛି , ଓ ତରଳ ପଦାର୍ଥର ଅଭାବ ଆପଣଙ୍କ ଶରୀରରେ ହେଉଛି , ଯଦି କବ୍ଜ ହୋଇଯାଏ ତେବେ ନିଜକୁ ସତେଜ ଅନୁଭବ କରିପାରନ୍ତି ନାହିଁ , ଗୋଟେ କଥା ମନେ ରଖିବେ କି କବ୍ଜ ହେଲେ ତାକୁ ଅଣଦେଖା କରିଦେଲେ , ଏହାର ପରିଣାମ ଘାତକ ହୋଇପାରେ ,

 

ଏହା କେଉଁ ଜଟିଳ ରୋଗ ହୋଇପାରେ । କବ୍ଜ ହେବା ସହ ପେଟରେ ଅନେକ ଅସୁବିଧା ଉତ୍ପନ୍ନ ହୋଇଥାଏ , କବ୍ଜ ରୋଗୀଙ୍କ ପାଇଁ ପେଟ ସମସ୍ୟା ରହିଥାଏ । ସକାଳୁ ଝାଡା କରିବାରେ ଅସୁବିଧା ଆସିଥାଏ । ମଳ ଶରୀରକୁ ପୁରା ଭାବେ ବାହାରିପାରେ ନାହିଁ , ସେପରି କବ୍ଜକୁ ଠିକ୍ କରିବାକୁ ହେଲେ ଆୟୁର୍ବେଦୀକ ଉପାୟ ବାହାରିଅଛି , କବ୍ଜ ହେବା ସେମିତି ଛୋଟ ସମସ୍ୟା ପରି ଲାଗେ କିନ୍ତୁ ଏହାକୁ ଅଣଦେଖା କରିଦେଲେ ଏହା ସ୍ୱାସ୍ଥ୍ୟକୁ ବିଗାଡିଦେଇପାରେ , ଆପଣଙ୍କ ପେଟ ସହଯୋଡି ହୋଇଥିବା ସମସ୍ୟା ଅଧିକାଂଶ ସମୟରେ ଅଣଦେଖା କରିଦିଅନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଏକ ଘାତକ ରୋଗ ହୋଇପାରେ ।

 

କବ୍ଜ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକେ ଆହୁରି ୭୨ ଟି ରୋଗ ପାଇଁ ଡକାଇଥାନ୍ତି , ସମୟ ଥିବା ସମୟରେ ଜାଗୃତ ହୋଇଯାଆନ୍ତୁ , ଓ କବ୍ଜ ପାଇଁ ନିମ୍ନରେ ଦିଆଯାଇଥିବା ଉପାୟ ଗୁଡିକ କରନ୍ତୁ । ଦେଶରେ ପ୍ରାୟ ୨୦ ପ୍ରତିଶତ ଲୋକେ କବ୍ଜ ରୋଗରେ ଗ୍ରସିତ ଅଛନ୍ତି , ଏଥିରୁ ୧୪ ପ୍ରତିଶତ ଲୋକ ଏପରି ଅଛନ୍ତି , ଯିଏ ସହରରେ ଅଛନ୍ତି , ସହରରେ ରହିବା ଚଳିବା କିଛି ଖାଈନେବା ଓ ଶାରରୀକ ପରିଶ୍ରମ ଆଦି କବ୍ଜର ମହତ୍ତ୍ୱପୂର୍ଣ୍ଣ କାରଣ ହୋଇଯାଏ , ଆସନ୍ତୁ କବ୍ଜ ରୋଗକୁ ଟିକିଏ ଭଲ ଭାବେ ଜାଣିବା , କିପରି ଆପଣ ପେଟକୁ ସଫା କରିପାରିବେ । ଗୁଡର ସହ ଗିଲୋଅ ଭଲ ଭାବେ ଚୁର୍ଣ୍ଣ କରି ଶୋଇବା ସମୟରେ ୨ ଚାମଚ ନିଅନ୍ତୁ , ଧ୍ୟାନ ଦିଅନ୍ତୁ ଗୁଡ ତଥା ଗିଲୋୟ ଚୁର୍ଣ୍ଣ ବରାବର ମାତ୍ରାରେ ମିକ୍ସ ହୋଇଥିବ ଏହା ଦ୍ୱାରା କବଜ ଦୁର ହୋଇଯିବ ।

 

୧୦ ଗ୍ରାମ ସେକା ଲୁଣ , ୧୦ ଗ୍ରାମ ତ୍ରିଫଳା , ୧୦ ଗ୍ରାମ ଜୁଆଣି ମିଶାଇକରି ପେଶି ଦିଅନ୍ତୁ , ଓ ଏହାର ଚୁର୍ଣ୍ଣ ବନାଇଦିଅନ୍ତୁ , ଏବେ ସବୁ ଦିନ ହାଲକା ଗରମ ପାଣିରେ ୩ ରୁ ୫ ଗ୍ରାମ ଚୁର୍ଣ୍ଣର ସେବନ କରନ୍ତୁ , ପୁରୁଣାରୁ ପୁରୁଣା କବଜ୍ ଦୂର ହୋଇଯିବ । ସବୁଦିନ ରାତିରେ ହରିଡାକୁ ପେଶିକରି ଚୁର୍ଣ୍ନ ବନାଇଦିଅନ୍ତୁ , ଏହି ଚୁର୍ଣ୍ନକୁ ପାଣିର ସାଙ୍ଗେ ପିଇଦିଅନ୍ତୁ , କବ୍ଜ ଦୁର ହୋଇଯିବ , ଓ ଗ୍ୟାସ ହେବ ନାହିଁ , ପିଜୁଳି ଓ ଅମୃତଭଣ୍ତା କବ୍ଜ ପାଇଁ ବହୁତ ଫାଇଦା ଦେଇଥାଏ । ପିଜୁଳିରେ ଓ ଅମୃତଭଣ୍ତାରେ କେଉଁ ସମୟରେ ଖାଇପାରିବେ । କିଶମିସ୍ କୁ ପାଣିରେ କିଛି ସମୟ ପାଇଁ ପକାଇ ତାପରେ କିସମିସ୍ କୁ ବାହାର କରିଦିଅନ୍ତୁ , ଏହାକୁ ଖାଇଦିଅନ୍ତୁ , ଏହା ଦ୍ୱାରା କବ୍ଜ ଦୁର ହୋଇଯିବ । ପାଳଙ୍ଗ ଶାଗର ରସ ପିଇଲେ କବ୍ଜ ଦୁର ହୋଈଯାଏ , ପାଳଙ୍ଗ ପରିବାରେ ପ୍ରୟୋଗ କରିବା ଉଚିତ୍ ।

 

ବେଲ, ଧନିଆଁ , ଇସାବଗୋଲ ଭୁସି ଓ ଇଲାଇଚି : ପୁରୁଣା ଅନ୍ତ ଫୁଲିବା ୧୦୦-୧୦୦ ଗ୍ରାମ ବେଲର ଫଳ ଧନିଆଁ ଇସାବଗୋଲ ଭୁସି ଓ ଛୋଟ ଇଲାଇଚି ଏକା ସାଙ୍ଗେ ପେଷି ପାଉଡର୍ ବନାଇଦିଅନ୍ତୁ , ଏବେ ୩୦୦ ଗ୍ରାମ ଦେଶୀ ଖାଣ୍ତ ମିଶାଇକରି କାଚର ଶିଶିରେ ରଖିଦିଅନ୍ତୁ , ଏହି ଚୁର୍ଣ୍ଣକୁ ସକାଳ ଜଳଖିଆ ପରେ ୨ ଚାମଚ ପାଣିର ସହ ନିଅନ୍ତୁ , ୨ ଚାମଚ ସଂନ୍ଧ୍ୟାକୁ ଖାଇଲେ କବ୍ଜ ଦୁର ହୋଇଯାଏ , ଗରମ ପାଣି  କିମ୍ବା ଗରମ କ୍ଷୀର ୭ ଦିନ ପର୍ଯ୍ୟନ୍ତ ସେବନ କଲେ ଏହା ପେଟ ଫୁଲିବା ଭଳି ସମସ୍ୟା ଦୁର କରିଥାଏ । ଇସବଗୋଲ ଭୁସି କବଜ୍ ରୋଗକୁ ଦୁର କରିପାରେ ।

 

ଏହାକୁ ବାଦାମ ତେଲ ମିଶାଇକରି ପିଇଲେ ବହୁତ ଲାଭ ମିଳିଥାଏ , ଇସବଗୋଲ ୨ଚାମଚ , ହରଡ ୨ ଚାମଚ ବେଲର ଫଳ ୩ ଚାମଚ , ଆଦି ମିଶାଇ ଚଟଣି କରିଦିଅନ୍ତୁ , ସକାଳ ଓ ସଂନ୍ଧ୍ୟା ସମୟରେ ଗୋଟେ ଚାମଚ ଗରମ କ୍ଷୀର୍ ସହ ସେବନ କରିଲେ ଲାଭ ମିଳିଥାଏ । ଇସବଗୋଲ ଭୁସିକୁ କ୍ଷୀରସହ ପିଇଲେ ସକାଳ ଝାଡା ସଫା ହୋଇଥାଏ ,ଇସବଗୋଲରେ ମାତ୍ରା ୬ ଗ୍ରାମ, ୨୫୦ ମିଲିଲିଟର ନଖଉଷୁମ ପାଣି ସହ ଶୋଇବା ପୂର୍ବରୁ ପିଇନିଅନ୍ତୁ , କେବେ କେବେ ଇସବଗୋଲ ଭୁସି ପିଇଲେ ପେଟ ଫୁଲିଯାଇଥାଏ , ଏମିତିରେ ବଡ ଅନ୍ତରେ ଇସବଗୋଲ ବ୍ୟାକ୍ଟେରିଆ ପ୍ରଭାବ ଅଧିକା ଯୋଗୁଁ ଗ୍ୟାସ ହୋଇଥାଏ , ଏଥିପାଇଁ ଇସବଗୋଲ ମାତ୍ରା କମ୍ ନିଅନ୍ତୁ , ଇସବଗୋଲ ନେବା ପରେ ଦୁଇ ତିନି ଥର ପାଣି ପିଇବା ଉଚିତ୍ , ତ୍ରିଫଳା ର ଦୁଇ ଚାମଚ ଚୁର୍ଣ୍ଣ ପ୍ରତିଦିନ ରାତିରେ ଶୋଇବା ସମୟରେ ଗରମ କ୍ଷୀର ସହ କିମ୍ବା ପାଣି ସହ ନେଲେ କବଜ ଦୂରେଇଯାଏ , ଗରମ ଦିନରେ ସକାଳ ୩-୩ ଚାମଚ ଇସବଗୋଲ ଭୁସି ସହ ମିଶ୍ରିକୁ ଜଳରେ କିଛି ସମୟ ପକାଇ ସେବନ କଲେ କବଜ୍ ପରି ସମସ୍ୟା ଆସେ ନାହିଁ ।

 

Leave a Reply

Your email address will not be published. Required fields are marked *