ଠିଆ ହୋଇ ପାଣିପିଇଲେ ଆପଣଙ୍କ ଜୀବନ ପାଇଁ ବିପଦ ଆସିପାରେ, ଏହା ଦ୍ୱାରା ହେଉଥିବା କ୍ଷତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

ପାଣି ମଣିଷ ଶରିରପାଇଁ ଏକ ବହୁତ ହିଁ ଆବଶ୍ୟକ ତତ୍ତ୍ୱ ଅଟେ , ପାଣିପିଇବାର ଫାଇଦା ବିଷୟରେ ସମସ୍ତେ ଜାଣିଛନ୍ତି , ପୁରାଦିନରେ କେତେ ପାଣିପିଇବେ , ଓ ଏହାର କଣ ଫାଇଦା ଅଛି , ଆମକୁ ସବୁବେଳେ କୁହାଯାଈଛି କି ସବୁଦିନ ସକାଳୁ ଶୋଇକି ଉଠିବାପରେ ମୁହଁ ନଧୋଇ ଦୁଇ ଗିଲାସ ପାଣିପିଇବା ଉଚିତ୍ , ଏହା ଆମର ଶରିରକୁ ଉର୍ଜା ଦେଇଥାଏ , ଓ ଚେହେରାରେ ଚମକ ଆଣିଥାଏ , ଓ ଏହା ଶରିରରୁ ବର୍ଜ ବସ୍ତୁ ସବୁ ସଫା କରିଥାଏ , ଆମେ ସମସ୍ତେ ଜାଣିଛେ କି ଶରୀରକୁ ପାଣି କେତେ ଆବଶ୍ୟକ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମକୁ ପାଣି କେତେ ଦରକାର , ଅଧିକାଂଶ ଲୋକେ କିନ୍ତୁ ଠିଆ ହୋଇ ପାଣି ପିଅନ୍ତି , ଯାହା ଶରୀର ପାଇଁ କୁପ୍ରଭାବ ପକାଇଥାଏ ।

 

ଆୟୁର୍ବେଦରେ ପାଣିପିଇବା ସମୟ ଓ ମାତ୍ରା କୁହାଯାଇଛି , ଯଦି ପାଣିକୁ ଭୁଲ୍ ତରିକାରେ ପିଇବେ ତେବେ ଅଧିକା ମାତ୍ରାରେ ପିଇଲେ ଏହା ଶରୀରପାଇଁ କ୍ଷତିକାରକ ହୋଇପାରେ । ଏହା ଦ୍ୱାରା ଆପଣ ହାର୍ଟ ଆଟାକ୍ ପରି ସମସ୍ୟାରୁ ବଞ୍ଚିପାରିବେ । ଶୋଇବା ପୂର୍ବରୁ ପାଣିପିଇବା ହାର୍ଟକୁ ନର୍ମାଲ୍ ରଖିଥାଏ । ଓ ହାର୍ଟ ଆଟାକ୍ ରୁ ରକ୍ଷା କରିଥାଏ ।

 

ଯେବେ ଆମେ ଠିଆ ହୋଇପାଣି ପିଇଥାଉ ତେବେ ଏହା ପ୍ରବାହ ଆମ ଶରିରକୁ ଆରାମରେ କରିଥାଏ , ସେମିତି ଏକ ବଡ ମାତ୍ରାରେ ତଳ ଖାଦ୍ୟ ନଳିରେ ଯାଇକରି ତଲ ପେଟ ଦ୍ୱାର ପାଖରେ ଛିଞ୍ଚିଥାଏ । ଯେବେ ଠିଆ ହୋଇକରି ପାଣି ପିଉ ତେବେ ଏହା ବିନା ଅଧିକା ଛାଣିହୋଇ ଚାଲିଯାଇଥାଏ। ଏହାର କାରଣରୁ ମୁତ୍ରାଶୟ କିମ୍ବା ରକ୍ତର ମଇଳା ଏକାଠି ହୋଇଯାଏ । ଯେଉଁଥିରେ ମୁତ୍ରାଶୟ କିମ୍ବା ହୃଦରୋଗ ସମସ୍ୟା ହୋଇଥାଏ।

Leave a Reply

Your email address will not be published.