March 28, 2024

Odia Express

News For Public

୨ କୋଟି ଟଙ୍କା ଅଫରକୁ ମନାକରିଦେଲେ ହିରୋଇନ ସାଇ ପଲ୍ଲବୀ ଓ କହିଲେ ମୁଂ ଭାରତୀୟ ଅଟେ,ମୁଁ କେବେ ପଇସା ପାଇଁ..

1 min read

ସାଇ ପଲ୍ଲବୀ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଅଭିନେତ୍ରୀ ଅଟନ୍ତି , ଯିଏକି ଫିଲ୍ମ ଫିଦାରୁ ସାଉଥ୍ ଫିଲ୍ମରେ ଡେବ୍ୟୁ କରିଥିଲେ,  ୨୦୧୪ ରେ ଯେବେ ସେ TSMU ପାଠ ପଢୁଥିଲେ , ତେବେ ନିର୍ଦ୍ଧେଶକ ଅଲଫୋଜ୍ ପୁଥରିନ୍ ସାଇ ପଲ୍ଲବୀଙ୍କୁ ଫିଲ୍ମ ପ୍ରେମମ୍ ରେ ମଲ୍ଲାର ଭୁମିକା ପାଇଁ ଅଫର୍ କରିଥିଲେ , ଏଥିପାଇଁ ତାଙ୍କୁ ସାଉଥ୍ ର ଫିଲ୍ମ ଫେୟାର୍ ଆୱାର୍ଡ ବି ମିଳିଛି , କିନ୍ତୁ ସାଇଙ୍କୁ କିଛି ସମୟ ପୂର୍ବରୁ କେହି ଜାଣିନଥିଲେ , କିନ୍ତୁ ଅଚାନକ ସେ ଚର୍ଚ୍ଚାରେ ଆସିଯାଇଥିଲେ । ସାଇ ଏବେ ଏକ ଫେୟାରନେସ୍ କ୍ରିମ୍ ଆଡ୍ କୁ ମନା କରିଦେଇଥିଲେ , ଯାହାପାଇଁ ତାଙ୍କୁ ୨ କୋଟି ଟଙ୍କା ମିଳିବାର ଥିଲା , ଏବେ ସେହି ଡିଲ୍ କୁ ମନା କରିବାର କାରଣ ସେ ଜନତାଙ୍କ ଆଗରେ ଜଣାଇଛନ୍ତି ।

 

ସାଇ କହିଲେ କି ସେ ଫେୟାର୍ ନେସ୍ କ୍ରିମ୍ ବିଜ୍ଞାପନ ରେ କାମ କରିପାରିବେ ନାହିଁ , କାରଣ ସେ ଭାରତୀୟ ଅଟନ୍ତି ଓ ତାଙ୍କ ରଙ୍ଗ ସଠିକ୍ ନାହିଁ , ସାଇଙ୍କ ମାନିବାକଥା କି ଏହି କାରଣରୁ ଲୋକେ ଏହି ବିଜ୍ଞାପନଗୁଡିକ ଦେଖି ଖାସକରି ମହିଳାମାନଙ୍କୁ ଭୁଲ୍ ସନ୍ଦେଶ ଦେଉଛନ୍ତି , ଏଥିପାଇଁ ସେ କୌଣସି ବିଜ୍ଞାପନରେ ଭାଗ ନେବେ ନାହିଁ ।

 

ସାଇ ପଲ୍ଲବି ନିଜ ଚେହେରାକୁ ଅଧିକା ମେକଅପ୍ କରିବାକୁ ପସନ୍ଦ କରନ୍ତି ନାହିଁ , ଏହି କାରଣରୁ ସେ ସିନେ ପ୍ରେମୀଙ୍କର ମଧ୍ୟରେ ଅଧିକା ଲୋକପ୍ରିୟତା ହାସିଲ୍ କରିଛନ୍ତି , ସାଇ ପଲ୍ଲବୀ ସିଂଘମ ଅଭିନୟ କରିଥିବା ସୁପରଷ୍ଟାର୍ ସୂର୍ଯ୍ୟାଙ୍କ ସହ ଏନ୍ ଜିକେ ରେ ନଜର ଆସିବେ

Leave a Reply

Your email address will not be published. Required fields are marked *