ଯଦି ଆପଣଙ୍କ ନିଦ ରାତି ଅଧାରେ ଭାଙ୍ଗିଯାଉଛି ତେବେ ଜଲଦି ଏହି ସଂକେତ ବୁଝି ଯାନ୍ତୁ ନହେଲେ..

ଦିନ ସାରା କାମ କରିବା ପରେ ଆରାମଦାୟକ ନିଦ ଆସିଲେ ଅଲଗା ଦିନ ଆରମ୍ଭ ବହୁତ୍ ଫ୍ରେସ୍ ହୋଇଥାଏ , କିନ୍ତୁ ଏହା ଯଦି ରାତିରେ ଆରାମଦାୟକ ହୋଇଗଲେ ଏହା ସମସ୍ତଙ୍କ ସହ ହୋଇପାରେ ନାହିଁ , ଯଦି ଆପଣଙ୍କୁ ଭଲ ନିଦ ଆସେ ନାହିଁ  ଓ ରାତିରେ ଗୋଟେ ସମୟରେ ନିଦ ଭାଙ୍ଗିଯାଏ , ତେବେ ଆପଣ ଏହାକୁ ହାଲକାରେ ନିଅନ୍ତୁ ନାହିଂମ୍ , ହଁ ଆଜ୍ଞା ରାତିରେ ଏମିତି ନିଦ ଭାଙ୍ଗିବା ଠିକ୍ ହୋଇନଥାଏ , ଏହାର ମତଲବ କି କେହି କିଛି କହିବାକୁ ଚାହୁଁଛି , ଯଦି ଆପଣ ଶୋଇଥିବା ସମୟରେ ଆଖି ଖୋଲି ଦେଉଛନ୍ତି ତେବେ ଆପଣଙ୍କ କଟସ୍ଟ୍ରୋଫିସିଗ୍ନ୍ କିମ୍ବା ନାଇଟ୍ ଡ୍ରେଡ୍ ନାମକ ରୋଗ ଶିକାର ହୋଇଛନିତ୍ , ଏହି ରୋଗ ଅଧା ରାତିରେ ନିଦ ଭାଙ୍ଗିଯାଏ , ଓ ମଣିଷ ଚମକିଯାଇ ଉଠିବସେ ।

 

ରାତିରେ ଭଲ ନିଦ ନ ଆସିବାର ମୁଖ୍ୟ କାରଣ ହୋଇଥାଏ ସମୟର ଅନିୟମିତତା , ଲୋକେ ଶୋଇବା ସମୟ ଠିକ୍ ରଖନ୍ତି ନାହିଂମ୍ , ରାତିରେ ନିଦ ନ ଆସିବାର କାରଣ ହେଲା ଦିନରେ ଲମ୍ବା ସମୟ ଯାଏଁ ଶୋଇବା ହିଁ ହୋଇଥାଏ , ଯଦି ଆପଣ ରାତିରେ ଭଲ ନିଦ ଚାହୁଁଛନ୍ତି ତେବେ ଏହି ତରିକାରେ କାମ କରନ୍ତୁ , ଯଦି ଆପଣଙ୍କୁ ଜଲଦି ଶୋଇବାର ଅଭ୍ୟାସ କରିବାର ଅଛି , ତେବେ ରାତି ୯ ଟାରୁ ୧୦ ଟା ମଧ୍ୟରେ ନିଦ ଭାଙ୍ଗିଯାଏ , ଏହାର ମତଲବ ଏହା କି ମାନସିକ ରୁପରେ ଚିନ୍ତାରେ ଅଛନ୍ତି ,

 

ଯଦି ଆପଣଙ୍କ ନିଦ ରାତି ୧୧ ଟା ମଧ୍ୟରେ ଖୋଲିଯାଏ , ତେବେ ଏହାର ମତଲବ ହୁଏ କି ଆପଣଙ୍କ ମଧ୍ୟରେ ଭାବନାତ୍ମକ ଦ୍ୱନ୍ଦ ଚାଲୁଛି, ରାତିର ଗୋଟେ ରୁ ତିନି ଟା ମଧ୍ୟରେ ନିଦ ଭାଙ୍ଗିବା ହେଲେ ଏହା ଆପଣଙ୍କ ମଧ୍ୟରେ ରାଗ ଅଛି, ଏହି କାରଣରୁ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ହୋଇପାରେ , ଏଥିପାଇଁ ଥଣ୍ତା ଗିଲାସରେ ପାଣିପିଇ ଶୋଇବା ଉଚିତ୍ , ସକାଳୁ ଡେରିରେ ଉଠିବା ଲୋକଙ୍କ ନିଦ ସକାଳ ପାଞ୍ଚଟାରୁ ୭ ଟା ମଧ୍ୟରେ ଖୋଲିଯାଏ , ତେବେ ଆପଣ ଏଥିପାଇଁ ଭାବନାତ୍ମକ ଚିନ୍ତାରେ ଅଛନ୍ତି ।

 

ନାଇଟ୍ ଡ୍ରେଡ୍ ନାମକ ରୋଗ ଯୋଗୁଁ ହୋଇପାରେ ଡେରି ରାତି ଯାଏଁ ଉଜାଗର୍ ରହିବା , ଭୁଲ୍ ଖାଦ୍ୟପେୟ , ଡିପ୍ରେସନ ଓ ମେନୋପୋଜ୍ ଜଲଦି ହେବା , ଏହି ରୋଗ ସତ ପ୍ରତିଶତ ସବୁ ଦିନ ବଢିବାକୁ ଲାଗେ , ଏହାର ଶିକାର ସ୍କୁଲ୍ ଛୁଆ ହେଉଛନ୍ତି , ଏହି ରୋଗ ଯୋଗୁଁ ପିଲା ଅତ୍ୟାଧିକ ହାଇପର୍ ହୋଇଉଠନ୍ତି , ଏହି ରୋଗ ସାଧାରଣତଃ ନକରାତ୍ମକ ଭାବନା ରଖୁଥିବା ଲୋକଙ୍କ ଯୋଗୁଁ ହୋଇଥେ , ଛୁଆଙ୍କ ଏହି ମଧ୍ୟରେ ଏଗଜାଇଟି ଡିସଅର୍ଡର ଦେଖିବାକୁ ମିଳିଯାଏ , ଏହା ଏହି ଲୋକଙ୍କ ସହ ହୋଇଥାଏ ଯିଏ ନିଜ ଭାବନାକୁ ବ୍ୟକ୍ତ କରନ୍ତି ନାହିଁ ।

ଯଦି ଦିମାଗରେ ସକରାତ୍ମକ ଭାବନା ଆଣିବାକୁ ଚେଷ୍ଟା କରିବେ , ତେବେ ମନର କଥା ଆଉ କାହାକୁ ସେୟାର୍ କରିବେ ତେବେ ମନ ଶାନ୍ତ ରହିବ , ମନ କଥା କେଉଁ ଡାଏରୀରେ ଲେଖିବା ଆରମ୍ଭ କରିଦିଅନ୍ତୁ , ଏହି ସମସ୍ୟାର ସମୟ ଠିକ୍ କରିବ ଜରୁରି ହୋଇଥାଏ , ରାତିରେ ଶୋଇବା ସମୟରେ ଭଲ ବହି ପଢନ୍ତୁ , ତାହା ସହ ଲଢେଇ ଝଗଡା ବାଲା ମୁଭି ଦେଖିବାରୁ ଦୁରେଇ ରୁହନ୍ତୁ ।

Leave a Reply

Your email address will not be published.