March 26, 2024

Odia Express

News For Public

ବିନା ପରୀକ୍ଷାରେ ଘରେ ବସି ଜାଣିପାରିବେ ଆପଣଙ୍କ କିଡନୀରେ ଷ୍ଟୋନ୍ ହୋଇଛି କି ନାହିଁ – ଆଜି ହିଁ ଆପଣାନ୍ତୁ ଏହି ଉପାୟ..

ଷ୍ଟୋନ୍ କୁ କିଡନୀ ଷ୍ଟୋନ୍ କୁହାଯାଏ , ଆଜି କାଲିର ସମୟରେ ଏହା ସମସ୍ତଙ୍କ ଏକ ବଡ ସମସ୍ୟା ହୋଇଛି, ପାଣିର ଅଭାବ , ଭୁଲ୍ ଖାଇବା କର୍ମ ବ୍ୟସ୍ତ ଲାଇଫ୍ ଷ୍ଟାଇଲ୍ କିଛି ଏପରି କାରଣ ହୋଇଥାଏ ଯାହାକୁ ନେଇ କିଡନୀରେ ଷ୍ଟୋନ୍ ହୋଇଥାଏ , ଯଦି ଷ୍ଟୋନ୍ ଅଛି ତ ତେବେ ଏହା ଚିକିତ୍ସା ଦ୍ୱାରା ବାହାର କରାଯାଇପାରିବ । କିନ୍ତୁ ଆକାର ବଡ ହେଇଗଲେ ଏହା ଅପରେସନ୍ କରିବାକୁ ପଡିପାରେ , ଷ୍ଟୋନ୍ ହେବା ଦ୍ୱାରା କିଡନୀ ଡ୍ୟାମେଜ୍ ହେବାର ଆଶଙ୍କା ବଢିଯାଏ । ଏଥିପାଇଁ ଯେତେ ଭଲ ହେବ ଏହାର ଚିକିତ୍ସା କରିନେବା ଉଚିତ୍ । ବହୁତଥର ଆପଣଙ୍କ ଶରୀରରେ ଷ୍ଟୋନ୍ ହେବାର ଲକ୍ଷଣ ଦେଖାଦେଇଥାଏ , କିନ୍ତୁ କିଛି ଲୋକଙ୍କୁ ଏହି ବିଷୟରେ ଜଣା ବି ନଥାଏ । ତାପରେ ଷ୍ଟୋନ୍ ହେବା ଏକ ବଡ ସମସ୍ୟା ଦେଖାଦିଏ , ଯେବେ ଷ୍ଟୋନ୍ ବଡ ହୋଇଯାଏ ତେବେ ଯାଇ ଆମକୁ ଜଣାପଡେ , ଆଜି ଆମେ କିଡନୀରେ ଷ୍ଟୋନ୍ ହେବା ଉପରେ କିଛି ଲକ୍ଷଣ ବିଷୟରେ କହିବୁ ,ଯାହା ଆପଣ ପୂର୍ବରୁ ଏହା ବିଷୟରେ ସତର୍କ ହୋଇପାରିବେ , ଏହାର ଚିକିତ୍ସା ବି ଜଲଦି କରିପାରିବେ ।

 

୧) ପରିଶ୍ରା କଲା ବେଳକୁ ଅସୁବିଧା : ଯଦି ପରିଶ୍ରା କରିଲା ବେଳକୁ ବହୁତ ସମୟ ହେଲା ଆପଣଙ୍କୁ କଷ୍ଟ ହେଉଛି , କିମ୍ବା କେଉଁ ପରି ଜଳା ପୋଡା ହେଉଛି , ତେବେ ଏହା କିଡନୀରେ ଷ୍ଟୋନ୍ ହେବାର ଆଶଙ୍କା ବଢିଯାଏ ।

୨) ଅଣ୍ଟା ପୀଡା : ଷ୍ଟୋନ୍ ହେଲେ ଅଣ୍ଟାରେ ପ୍ରବଳ ପୀଡା ହୋଇଥାଏ , ଏହା ଅଧିକାଂଶ ଅଣ୍ଟାର ତଳ ପାର୍ଶ୍ୱରେ ହୋଇଥାଏ , ଓ ଏହା ଅସହନୀୟ ପୀଡା ହୋଇଥାଏ , ଏମିତି କୁହାଯାଏ କି କିଛି ମାମଲାରେ ଏହା ଷ୍ଟୋନ୍ ହେବାର ଆଶଙ୍କା ରହିଥାଏ , ଏମିତି କୁହାଯାଏ କି ଷ୍ଟୋନ୍ ହେବା କଷ୍ଟ ମହିଳାଙ୍କ ଲେବର୍ ପେନ୍ ରୁ ବି ଭୟାନକ ହୋଇପାରେ ।

 

୩) ପରିଶ୍ରାରେ ରକ୍ତ ପଡିବା : ବହୁତଥର ଷ୍ଟୋନ୍ ର ଆକାର ବଡ ହୋଇଯାଏ , ଯେବେ ଏହା ୟୁରିନ୍ ରୁ ବାହାରି ଆସିଯାଏ ତେବେ ଏହା ଆପଣଙ୍କ ବହୁତ ଅଙ୍ଗକୁ କ୍ଷତି କରିପାରେ , ଯାହାର କାରଣରୁ ପରିଶ୍ରାରେ ରକ୍ତ ବାହାରିଥାଏ , ଯଦି ଆପଣଙ୍କୁ ଏହି କାରଣରୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।

୪) ପରିଶ୍ରା ଦୁର୍ଗନ୍ଧ ହେବା : ଯେଉଁ ଲୋକଙ୍କୁ ଷ୍ଟୋନ୍ ହୋଇଥାଏ ତାହାର ୟୁରିନ୍ ରେ ବହୁତ ଦୂର୍ଗନ୍ଧ ଆସିଥାଏ ।

୫) ବସିବାରେ ଅସୁବିଧା : ଯାହାକୁ ଷ୍ଟୋନ୍ ହୋଇଥାଏ ତେବେ ସେ କେଉଁ ଜାଗାରେ ଭଲ ଭାବେ ବସିପାରେ ନି , ଏହାର କାରଣ ଅଣ୍ଟାରେ ହେଉଥିବା ପୀଡା କାରଣରୁ ହୋଇଥାଏ , ଯାହା ଦ୍ୱାରା ପୀଡିତ ସିଧା ଭାବେ ବସିପାରେ ନାହିଁ ।

 

୬) ଜ୍ୱର କିମ୍ବା ଥଣ୍ତା : କିଛି ମାମଲାରେ ଏହା ରୋଗୀଙ୍କୁ ବାରମ୍ବାର ଥଣ୍ତା ଲାଗିଥାଏ , ଓ ସିଧା ଜ୍ୱର ଆସିଯାଏ , ଏହାର ସଙ୍କେତ ଷ୍ଟୋନ୍ ହେବାର ଥାଏ ,

ଯଦି ଆପଣଙ୍କୁ ଉପରୋକ୍ତ କିଛି ବି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇଦିଅନ୍ତୁ , ଯେତେ ଜଲଦି ଚିକିତ୍ସା କରାଇନେବେ ତାହା ଆପଣଙ୍କ ପାଇଁ ଭଲ ଅଟେ ।

Leave a Reply

Your email address will not be published. Required fields are marked *