April 20, 2024

Odia Express

News For Public

ମୁମ୍ବାଇର ଏହି ସ୍କୁଲ୍ ରେ ପାଠ ପଢନ୍ତି ବଲିଉଡ୍ ଷ୍ଟାରଙ୍କ ପିଲାମାନେ – ସ୍କୁଲ ଫିସ୍ ଏତେ କି କିଣିପାରିବେ ୪ ଟି କାର୍..ଶିକ୍ଷକ କିଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ…

ବଲିଉଡ୍ ଫିଲ୍ମର ଷ୍ଟାର୍ ମାନେ ଆଜି ଲକ୍ଷାଧିକ କୋଟିଏ ଟଙ୍କାର ସମ୍ପତ୍ତିର ମାଲିକ ହୋଇଛନ୍ତି , ଯାହା କାରଣରୁ ସେହି ବଲିଉଡ୍ କଳାକାର ଆଜି ତାଙ୍କୁ ବଡ ବଡ ସ୍କୁଲ୍ ରେ ପଢାଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ବଲିଉଡ୍ କଳାକାରଙ୍କ ଛୁଆଙ୍କ ବିଷୟରେ କହିବୁ , ଆସନ୍ତୁ ଜାଣିବା ସେହି ବଲିଉଡ୍ କଳାକାରଙ୍କ ଛୁଆ ଯେଉଁ ସ୍କୁଲ୍ ରେ ପଢୁଛନ୍ତି ତାଙ୍କ ସ୍କୁଲ୍ ରେ କେତେ ଅଛି ଫିସ୍ ଓ କି କି ସୁବିଧା ଉପଲ୍ଲବ୍ଧ ଅଛି । ଆପଣଙ୍କୁ କହିଦେବୁ କି ଅଧିକାଂଶ ବଲିଉଡ୍ କଳାକାରଙ୍କ ଛୁଆ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶାନାଲ୍ ସ୍କୁଲ୍ ରେ ପଢନ୍ତି , ନାଁରୁ ଜଣାପଡିଯାଉଛି କି ଏହି ସ୍କୁଲ୍ ଅମ୍ବାନୀ ଗ୍ରୁପର ଅଟେ , ସ୍ଥାପନା ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଦ୍ୱାରା କରାଯାଇଥିଲା , ଏହି ସ୍କୁଲ୍ ଏଲ୍ କେଜିରୁ ନେଇକରି ୧୦ମ ଛାତ୍ର ଛାତ୍ରୀଙ୍କ ପାଇଁ ହୋଇଛି, ଯାହାକି ମୁମ୍ବାଇ ଓ ବାନ୍ଦ୍ରା ଇଷ୍ଟ ର ବିକେସି କମ୍ପ୍ଲେକ୍ସରେ ଅଛି ।

 

କହିଦେବୁ କି ଏହି ସ୍କୁଲ୍ ୭ ମହଲା ବିଶିଷ୍ଟ ଅଟେ , ଯେଉଁଥିରେ ବହୁତ ଏୟାରକଣ୍ତିସନର ରୁମ୍ ହୋଇଛି, ଆଧୁନିକ ସୁଖ ସୁବିଧା ମହଜୁତ ଅଛି , ଓ କମ୍ପ୍ୟୁଟର ସାଇନ୍ସ ଲ୍ୟାବ୍ ବି ସୁବିଧା ଅଛି, କୁହାଯାଏ କି ଏଠାରେ ଲାଇବ୍ରେରୀରେ ୩୮୨୦୦ ବହିର ଗନ୍ତାଘର ଅଛି , ଏହି ସ୍କୁଲ୍ ରେ ଡାକ୍ତର ଓ ନର୍ସର ଟିମ୍ ସହ ମେଡିକାଲ୍ ସେଣ୍ଟର  ସୁବିଧା ଅଛି, ଏହା ଛଡା ଏହି ସ୍କୁଲର ପୁରା କ୍ୟାମ୍ପସରେ ୱାଇ ଫାଇ ସୁବିଧା ଉପଲ୍ଲବ୍ଧ ଅଛି । ଆଧୁନିକ କିଚେନ୍ , ଓ ୨ ଟି ଡାଇନିଙ୍ଗ୍ ହଲ୍ ସହ କ୍ୟାଫେଟେରିଆ ବି ଅଛି ।

 

ଏହି ସ୍କୁଲ୍ ରେ ଆଡମିଶନ୍ କରିବାକୁ ହେଲେ ଫିସ୍ ୨୪ ଲକ୍ଷ ଦେବାକୁ ପଡିଥାଏ , ଏହା ଛଡା ସ୍କୁଲ୍ ର ବାର୍ଷିକ ଫିସ୍ ବି ଲକ୍ଷାଧିକ ଅଟେ , ମୁମ୍ବାଇ ମିରର ମୁତାବିକ ଏଠାରେ ଏଲ୍ କେଜି ରୁ ୭ମ କକ୍ଷା ପର୍ଯ୍ୟନ୍ତ ଫିସ୍ ୧ ଲକ୍ଷ ୭୦ ହଜାର ଅଟେ । ୮ ମ ରୁ ୧୦ମ ଯେଁ ୧ ଲକ୍ଷ ୮୫ ହଜାର ଅଟେ , ତଥା ୮ମରୁ ୧୦ମ ଆଇଜିସିଏସ୍ ଇ ବୋର୍ଡ) କକ୍ଷା ଛାତ୍ରଙ୍କ ବାର୍ଷିକ ଫିସ୍ ୪ ଲକ୍ଷ ୪୮ ହଜାର ଟଙ୍କା ଅଟେ ।

 

ଏହି ସ୍କୁଲରେ ସାହାରୁଖ ଖାଁଙ୍କ ପୁଅ ଅବରାମ, ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବଚ୍ଚନ, ଅମୀର ଖାନ୍ ଙ୍କ ପୁଅ ଆଜାଦ , ଓ ହ୍ରିତିକ୍ ରୋଶନ୍ ଙ୍କ ଦୁଇ ପୁଅ ରୁହାନ୍ ଓ ରୁଦ୍ରାନ୍ ଲାରା ଦତ୍ତାଙ୍କ ଝିଅ ସାୟରା ଭୁପତି କରିସ୍ମା କାପୁରଙ୍କ ପୁଅ କିୟାନ୍ ସହ ବହୁତ ବଲିଉଡ୍ ସେଲିବ୍ରେଟିଜ୍ ଙ୍କ ପିଲା ପଢୁଛନ୍ତି , କିନ୍ତୁ ଏହା କେବଳ ଧନୀକ ଲୋକଙ୍କ ପାଇଁ ପ୍ରଯୁର୍ଯ୍ୟ , ଆଇଏଏସ୍ ସ୍କୁଲର ସିକ୍ୟୁରିଟି ବହୁତ ହିଁ ଷ୍ଟ୍ରଙ୍ଗ୍ ହୋଇଥା ଏ ,ସୁରକ୍ଷା କାରଣରୁ ବି ଏହି ସ୍କୁଲରେ ଫିସ୍ ମହଙ୍ଗା ହୋଇଛି ।

Leave a Reply

Your email address will not be published. Required fields are marked *