April 12, 2024

Odia Express

News For Public

ସକାଳୁ ଉଠିକରି ନଖ ଉଷୁମ ପାଣି ପିଇଲେ ଯେଉଁ ଫାଇଦା ହୋଇଥାଏ – ତାହା ଜାଣିଲେ ଆପଣ ଖୁସିରେ ନାଚି ଉଠିବେ..

1 min read

ଆମ ଦିନ ସାରା କାମରେ ପାଣିର ମହତ୍ତ୍ୱ ଅଧିକା ରହିଥାଏ । ଯାହା ଏକ ସୁସ୍ଥ୍ୟ ଶରୀର ପାଇଁ ବହୁତ ମହତ୍ତ୍ୱ ରଖିଥାଏ , ଛୁଆ ବେଳରୁ ଏହା ଶିକ୍ଷା ଯାଇଥିଲା ଜଳ ହିଁ ଜୀବନ ଅଟେ , କୁହନ୍ତି ନା ପାଣି ହିଁ ଜୀବନର କଳ୍ପନା କରିହେବ ନାହିଁ , ପାଣି ଆମ ଜୀବନରେ ବହୁ ରୋଗକୁ ଦୁର କରିଥାଏ  ତା ସହ ଏହା ଆମର ଜୀବନରେ ଏକ ଆୟୁର୍ବେଦର ଔଷଧୀ ପରି କାମ କରିଥାଏ , ଯାହା କି ସୁସ୍ଥ୍ୟ ସୌନ୍ଦର୍ଯ୍ୟ ଦୁହେଁଙ୍କ ପାଇଁ ଲାଭକାରୀ ହୋଇଥାଏ , ହଁ ଆଜ୍ଞା ପାଣି ଦ୍ୱାରା ଆପଣ ଛୋଟ ମୋଟ ରୋଗ ବି ଦୂର କରିପାରିବେ । ଯଦି ଆପଣ ଦିନର ଚର୍ଚ୍ଚା ନଖ ଉଷୁମ ପାଣି ଦ୍ୱାରା କରନ୍ତି ତେବେ ଏହା ବହୁତ ଫାଇଦା ଯୋଗାଇ ଦେବ , ସେମିତି ଡାକ୍ତର ଇନ୍- ଡାଇଜେସନ୍ ପରି ବଡ ରୋଗରୁ ମୁକ୍ତି ପାଇପାରିବେ , ସେମିତି ଡାକ୍ତର ବି କହନ୍ତି କି ନଖ ଉଷୁମ ପାଣିକୁ ପିଇବା ପାଇଁ , ଯାହା ଆମ ଶରୀରରେ ୭୦ ପ୍ରତିଶତ ପାଣି ହୋଇଥାଏ , ପାଣିର ଅଭାବ ଯୋଗୁଁ ଆମ ଶରୀରରେ ନାନା ପ୍ରକାରର ରୋଗ ହୋଇଥାଏ ।

 

ଆସନ୍ତୁ ଜାଣିବା ତାହାର ଫାଇଦା ବିଷୟରେ : –

୧) ଉଷୁମ ପାଣି ପିଇଲେ ଆପଣଙ୍କ ଶରୀରର ଟକ୍ସିସ୍ ବାହାରକୁ ବାହାରିଥାଏ , ଏଥିରେ ଶରୀର ସୁସ୍ଥ୍ୟ ରହିଥାଏ ,

୨) ଉଷୁମ ପାଣି ପିଇଲେ ତ୍ୱଚା ହେଲଦି ହୋଇଥାଏ , ସେମିତି ବ୍ରଣ ଓ ବ୍ଲାକ୍ ହେଡସ୍ ପରି ସମସ୍ୟା ହୋଇନଥାଏ , ସ୍କ୍ରିନ୍ ରେ ପଡୁଥିବା ରେଶଜ୍ ଏଥିରେ ଦୂର ହୋଇଯାଏ ।

୩) ଉଷୁମ ପାଣି ପିଇଲେ ଆପଣଙ୍କ ବାଳ ପାଇଁ ଫାଇଦା ହୋଇଥାଏ , ଯାହା ପାଇଁ ଆପଣଙ୍କୁ କହିଦେବୁ କି ଏଥିରେ ବାଳକୁ ଜଡରୁ ମଜବୁତ କରିଥାଏ , ଏଥିରେ ଆପଣଙ୍କ ବାଳ ଘନ ଲମ୍ବା ହୋଇଥାଏ ।

 

୪) ସବୁଦିନ ସକାଳ ସମୟରେ ଉଷୁମ ପାଣି ପିଇଲେ ଗଳାରେ ଥିବା ବ୍ୟାକ୍ଟେରିଆ ଶେଷ ହୋଈଯାଏ , ଏଥିରେ ଥ୍ରୋଟ୍ ଇନଫେକ୍ସନ ରୁ ଆରାମ ମିଳିଥାଏ , ତାହା ସହ ଏହି ସମସ୍ୟାରୁ ବିପଦ ଟଳିଯାଇଥାଏ ।

୫) ଯଦି ଆପଣ ଉଷୁମ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ଶରୀରକୁ ପାଚନ କ୍ରିୟାରେ ସୁଧାରିଥାଏ ,

୬) ସବୁ ଦିନ ଉଷୁମ ପାଣି ପିଇଲେ ପେଟ ସଂବନ୍ଧିତ ସବୁ ଅସୁବିଧାକୁ ଦୁର କରିଥାଏ , ଓ ଏହା କବ୍ଜ ପରି ସମସ୍ୟାକୁ ଦୁର କରିଥାଏ ,

 

୭) ସବୁ ଦିନ ସକାଳୁ ଉଷୁମ ପାଣି ପିଇଲେ ଆପଣଙ୍କ ଶରୀରରେ ଅତିରିକ୍ତ ଫ୍ୟାଟ୍ ଦୂର ହୋଈଯାଏ , ଏଥିରେ ଓଜନ କମାଇବାରେ ସାହାଯ୍ୟ କରିଥାଏ ।

୮) ସବୁଦିନ ଉଷୁମ ପାଣି ପିଇଲେ ଉମ୍ୟୁନିଟି ସିଷ୍ଟମ ମଜବୁତ କରିଥାଏ , ଏଥିରେ ଥଣ୍ତା ଓ କାଶ ଓ ଜ୍ୱର ପରି ସମସ୍ୟା ଦୂର ହୋଇଯାଏ ।

୯) ସବୁଦିନ ସକାଳୁ ଉଷୁମ ପାଣି ପିଇଲେ ଏସିଡିଟି ସମସ୍ୟା ଦୂର ହୋଇଯାଏ ।

 

୧୦) ସବୁ ଦିନ ଉଷୁମ ପାଣି ପିଇଲେ ଏହା ଥ୍ରୋଟ୍ ଇନଫେକ୍ସନ କରିବାକୁ ଦେଇନଥାଏ , ଓ ଆରାମ ମିଳିଥାଏ ।

Leave a Reply

Your email address will not be published. Required fields are marked *