April 25, 2024

Odia Express

News For Public

ସବୁ ସ୍କୁଲ ବସ ର ରଙ୍ଗ ହଳଦିଆ କଣ ପାଇଁ ହୋଇଥାଏ ? ଏହା ପଛରେ ଅଛି ଏକ ବଡ କାରଣ – ଆପଣ ବି ଜାଣିନିଅନ୍ତୁ…

1 min read

ଆପଣ ସମସ୍ତେ ସ୍କୁଲ୍ ବସ୍ ତ ଦେଖିଥିବେ ସେ ଗାଁରେ ହେଉ କିମ୍ବା ସହରରେ । ଏହି କଥାକୁ ନିଶ୍ଚିତ ଦୃଷ୍ଟି ଆକ୍ଷେପ କରିଥିବେ କି ସ୍କୁଲ୍ ବସ୍ ଯେତିକି ହୋଇଥାଏ , ତାହା ସବୁବେଳେ ହଳଦିଆ ରଙ୍ଗର ହୋଇଥାଏ , ଆପଣ ମାନେ ଭାବୁଥିବେ କି ଏହି ବସ୍ ର ରଙ୍ଗ ହଳଦିଆ ରଙ୍ଗ ହେବାର କାରଣ କଣ । ରଙ୍ଗର ଅଲଗା ଅଲଗା ମହତ୍ତ୍ୱ ହୋଇଥାଏ , ଟ୍ରାଫିକ୍ ଲାଇଟ୍ ର ଅଲଗା ଅଲଗା ରଙ୍ଗ ହୋଇଥାଏ । ତାପରେ ସ୍କୁଲ୍ ବସର ରଙ୍ଗ କଣ ମହତ୍ତ୍ୱ ହୋଇଥାଏ । ତେବେ ଆସନ୍ତୁ କହିବା ଆପଣଙ୍କୁ ।

 

ଏହା ତ ସମସ୍ତେ ଜାଣିଛନ୍ତି କି ଧଳା ଲାଇଟ୍ ବିଭିନ୍ନ ଘଟକଙ୍କ ମଧ୍ୟରେ ଲାଲ ରଙ୍ଗରେ ଅଧିକା ତରଙ୍ଗ ଧୈର୍ଯ୍ୟ ହୋଇଥାଏ , ଓ ଏହା କାରଣରୁ ଏହା ଦୂରରେ ସ୍ପଷ୍ଟ ଦେଖାଦେଇଥାଏ । ସାଧାରଣତଃ ଲାଲ ରଙ୍ଗ ବିପଦର ପ୍ରତିକ ବୋଲି ମାନିଥାଉ । ଯାହାକୁ ଦୂରରୁ ଦେଖିକରି ଆମେ ବୁଝିପାରୁ କି ଏହା ଅଲଗା ପ୍ରକାରର ବାହାନ ଅଟେ , ଏହାକୁ ଦେଖି ଆମ ମନରେ ଏହା ପ୍ରଶ୍ନ ଆସେ କି ଲାଲ ରଙ୍ଗ ଏତେ ପ୍ରଭାବଶାଳୀ ହୋଇ ମଧ୍ୟ ସ୍କୁଲ୍ ବସରେ ଲାଲ୍ ରଙ୍ଗ କଣ ପାଇଁ ଲଗାଯାଏ ନାହିଁ , ହଳଦିଆ ରଙ୍ଗର ବ୍ୟବହାର କରାଯାଏ ।

 

ଏହି ବିଷୟରେ ବହୁତ ସର୍ବେକ୍ଷଣ ହେଲା ଓ ଜଣା ପଡିଲା କି ହଳଦିଆ ରଙ୍ଗ ଆଖିକୁ ବେଶୀ ଆକର୍ଷିତ କରିଥାଏ , ଓ ଛୁଆଙ୍କ ବାହାନକୁ ଅଧିକା ବିପଦ ରହେ ନାହିଁ , ଓ ହଲଦିଆ ରଙ୍ଗ ହୋଇଥିବା ହେତୁ ରାସ୍ତାରେ ଯାଉଥିବା ଗାଡି ଜଲଦି ସାଇଡ୍ ଦେଇଦିଅନ୍ତି । ଏହା ଛଡା ଯଦି ଆପଣ ଧ୍ୟାନରେ ଦେଇଥିବେ ତେବେ ସବୁ ରଙ୍ଗରୁ ହଳଦିଆ ରଙ୍ଗ ଦୂରରୁ ଦେଖାଯାଏ , କାରଣ ଏହି ରଙ୍ଗର ଅଲଗା ଖାସିୟତ୍ ଅଛି, ଏହା ସବୁ ରଙ୍ଗରୁ ଅଧିକା ଚମକଦାର୍ ଅଟେ , ଏହା ଛଡା ଆପଣଙ୍କୁ କହିଦେବୁ କି ସ୍କୁଲ୍ ବସକୁ ନେଶନ୍ୟାଲ୍ ସ୍କୁଲ୍ ବସ୍ କ୍ରୋମ୍ ୟେଲୋ ବି କହିଥାନ୍ତି ।

 

ଏହା ଛଡା ସ୍କୁଲ୍ ବସରେ ହଳଦିଆ ରଙ୍ଗ ଏଥିପାଇଁ ହୋଇଥାଏ କାରଣ ହଳଦିଆ ରଙ୍ଗ ହେବା କାରଣରୁ ବର୍ଷା, କୁହୁଡୀରେ ଆରାମରେ ଦେଖାଯାଇପାରିବ , ହଲଦିଆ ରଙ୍ଗକୁ ଆକର୍ଷିତକୁ ନେଇକରି ଆପଣ ନିଜେ ବି ପରିକ୍ଷା କରିପାରିବେ , ଯାହାପାଇଁ ଆପଣ ୧୦ ଟି ରଙ୍ଗ ରଖିନିଅନ୍ତୁ , ଓ ତାପରେ ଦେଖନ୍ତୁ , ଏହି ହଲଦିଆ ରଙ୍ଗ ସବୁଠାରୁ ଅଧିକା ନଜର ଆସିବ ।

 

ବୈଜ୍ଞାନିକଙ୍କ ଅନୁସାରେ ହଳଦିଆ ରଙ୍ଗର lateral peripheral vision ଲାଲ ରଙ୍ଗର ତୁଳନାରେ ୧,୨୪ ଗୁଣା ଅଧିକା ହୋଇଥାଏ , ଏହାର ମତଲବ ଏହା କି ବାକି ରଙ୍ଗର ତୁଳନାରେ ହଲଦିଆ ରଙ୍ଗରେ ୧,୨୪ ଗୁଣା ଅଧିକା ଆକର୍ଷିତ ହୋଇଥାଏ , ଓ ବାକି ରଙ୍ଗ ପୂର୍ବରୁ ଆମର ଆଖିକୁ ଦେଖାଯାଏ , ଏହାପାଇଁ ସ୍କୁଲ୍ ବସର ରଙ୍ଗ ପେଣ୍ଟ୍ କରାଯାଏ , ଯାହା ହାଇୱେ କିମ୍ବା ସଡକରେ ଆକ୍ସିଡେଣ୍ଟ୍ ହେବାର ସମ୍ଭାବନା ବହୁତ କମ୍ ହୋଇଯାଏ , ଯାହା ଦ୍ୱାରା ଛୁଆ ସୁରକ୍ଷିତ ରହିପାରିବେ ।

 

ସୁଚନା ପାଇଁ କହିଦେବୁ କି ସବୁଠାରୁ ପ୍ରଥମେ ଆମେରିକା ୧୯୩୦ ମସିହାରେ ଏହି କଥାର ପୃଷ୍ଟି କରାଇଥିଲେ , କି ଅନ୍ୟ ରଙ୍ଗର ତୁଳନାରେ ହଳଦିଆ ରଙ୍ଗ ଅଧିକା ଆକର୍ଷଣ ହୋଇଥାଏ , ଓ ଏହା ସହ କିଛି ସାଙ୍କେତିକ ବୋର୍ଡ ବି ହଲଦିଆ ରଙ୍ଗର ହୋଇଥାଏ  ,

Leave a Reply

Your email address will not be published. Required fields are marked *