March 29, 2024

Odia Express

News For Public

ଖରା ଦିନରେ ଯଦି ଥଣ୍ତା ଜ୍ୱର ହୋଇଯାଏ ତେବେ ଏହି ଘରୋଇ ଉପାୟ ଅଟେ ରାମବାଣ ଚିକିତ୍ସା – ସମସ୍ତେ ଜାଣିରଖନ୍ତୁ..

ଖରା ଦିନରେ ଥଣ୍ତା ଜ୍ୱର ହେବା ଏକ ସାଧାରଣ କଥା ଅଟେ । କିନ୍ତୁ ଖରା ଦିନରେ ହେଉଥିବା ଥଣ୍ତା ଅଧିକା ଚିନ୍ତାର ବିଷୟ ହୋଇଥାଏ , ଓ ଏହା ପାଇଁ ଆପଣ ଛିଞ୍ଚିକିବାକୁ ଲାଗନ୍ତି, ଯଦି ଥଣ୍ତା ଜ୍ୱର ସହ ଏହା କାଶ କିମ୍ବା ତଣ୍ଟିରେ ପୀଡା ହୁଏ ତେବେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ଏଥିପାଇଁ ଆପଣ ଏହାର ଏକ ମିଶ୍ରଣ ଘରେ ବନାଇପାରିବେ , ଗୋଟେ କପ୍ ପାଣିରେ ଗୋଟେ ଚାମଚ ଆପଲ୍ ସାଇଡର୍ ଭିନେଗାର୍ ମିକ୍ସ କରି ସେଥିରେ ମହୁ ପକାନ୍ତୁ , ଓ ଗୋଟେ ଦୁଇ କପ୍ ପିଅନ୍ତୁ , ଏଥିରେ ଆପଣଙ୍କ କାଶ ଓ ପୋଡାଜଳା ସମସ୍ୟା ଦୂର ହୋଇଯିବ , ଅଦା ବି ଖରା ଦିନରେ କାଶ ପାଇଁ ଭଲ କାମ କରିଥାଏ ।

 

ଅଦାର ଏକ ଛୋଟ ଭାଗ ପାଣିରେ ମିଶାନ୍ତୁ , ଓ ଲେମ୍ବୁର ରସ ସହ ଏହାକୁ ମହୁ ମିଶାଇ ପୁରା ଦିନ ଯାଏଁ ତାକୁ ପିଅନ୍ତୁ , ତୁଳସୀର ପତ୍ର ଆପଣଙ୍କ ଶରୀରରେ ଏନୋଲୋଜିକ୍ସ ଓ ଆଣ୍ଟି ଇନଫ୍ଲାମେଟ୍ରି ପ୍ରଭାବର କାରଣ ହୋଇଥାଏ , ତୁଲସୀର ପତ୍ରକୁ ଅଦା ସହ ପେଶି ଦିଅନ୍ତୁ , ଓ ଏହି ମିଶ୍ରଣକୁ ଗରମ ପାଣିରେ ପିଅନ୍ତୁ , ଏହାର ସେବନ ଦିନରେ ଦୁଇ ଥର ପିଅନ୍ତୁ , ଏହା ଦ୍ୱାରା ବହୁତ ଲାଭ ମିଳିବ , ରସୁଣ ଏକ ପ୍ରାକୃତିକ ରକ୍ତ ଶୋଧକ ଅଟେ , ଓ ଏହାର ଆଣ୍ଟି ଇନଫ୍ଲାମେଟ୍ରି ଓ ରୋଗାଣୁରୋଧୀ ଗୁଣ ନାକ ବନ୍ଦ ଥିଲେ ଲାଭକାରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *