March 28, 2024

Odia Express

News For Public

କେଉଁଠାରେ ହେଉ କିନ୍ନର ଦେଖିବା ମାତ୍ରେ କହି ଦିୟନ୍ତୁ ଏହି ୨ଟି ଚମତ୍କାର ଶବ୍ଦ – କିଛି ମିନଟ ରେ ଆପଣଙ୍କ ଭାଗ୍ୟ ବଦଳିଯିବ..

ଆମେ ସମସ୍ତେ ଜାଣିଛେ କି ଆମ ସମାଜରେ ପୁରଷ ଓ ସ୍ତ୍ରୀ ଛଡା ଆଉ ଜଣେ ବର୍ଗର ଲୋକ ଅଛନ୍ତି , ଯାହାଙ୍କୁ ଆମେ କିନ୍ନର ବୋଲି କହିଥାଉ , ଲୋକ କିନ୍ନରଙ୍କ ଜୀବନ ଶୈଳୀ ଓ କିନ୍ନରଙ୍କ ଗୋଟେ କଥା ଜାଣିବାକୁ ବହୁତ ଉତ୍ସୁକ ରୁହନ୍ତି , ଆପଣଙ୍କୁ କହିଦେଉଛୁ କି ଏହା ଏକ ଏମିତି ବିଷୟ ଅଟେ ଯାହା ବିଷୟରେ ଆଜି ବି ଖୋଲିକରି କେହି କହନ୍ତି ନାହିଁ , ଏହି କାରଣ ଅଟେ ତାଙ୍କର ବହୁତ ସାରା କଥା ଆମେ ଜାଣିବାକୁ ଚାହିଁଥାନ୍ତି , ଘରରେ ବିବାହ ସମାରୋହରେ କିମ୍ବା ଛୁଆଙ୍କର ଜନ୍ମ ଦିବସରେ କିମ୍ବା ଯେ କୌଣସି ଶୁଭ ଅବସରରେ ବଧାଇ ଦେବାପାଇଁ ଆସିଥାନ୍ତି କିନ୍ନର , ତାଙ୍କର ତାଳି ଓ କହିବାର ଶୈଳୀକୁ ଦେଖି ଯିଏ ହେଲେ ବି ଜାଣି ଦେଇଥାଏ କି ସେମାନେ କିନ୍ନର ବୋଲି ,

 

ବହୁତ ଲୋକ ମାନନ୍ତି କି ତାଙ୍କର ଆଶିର୍ବାଦ ବହୁତ କାମରେ ଆସିଥାଏ , ସମାଜରେ ତାଙ୍କୁ ଥାର୍ଡ ଜେନଡର୍ , ଟ୍ରାନ୍ସ ଜେନଡର , ହିଞ୍ଜଡା ବୋଲି କହିଥାନ୍ତି ।ଜଣେ ସାଧାରଣ ଲୋକ ପଇସା ମାଗିବାକୁ କେବେ ବିରୋଧ କରେ ନାହିଁ , ଓ ଚୁପ୍ ଚାପ୍ ବାହାର କରିକି ଦେଇଥାଏ , ଏମିତି କଣ ପାଇଁ ହୁଏ ? ବହୁତ୍ ଲୋକ ଏପରି ମାନି ଥାନ୍ତି କି ତାଙ୍କ ଖରାପ ଆଶିର୍ବାଦ ନେବା ଉଚିତ୍ ନୁହେଁ , ମାନା ଯାଇଥାଏ କି କିନ୍ନରଙ୍କ ଖରାପ ଅଭିଷାପ ଲୋକ ଛୁଆରୁ ନେଇ ବୁଢା ପର୍ଯ୍ୟନ୍ତ ଦୁଃଖି ରୁହନ୍ତି । କିନ୍ନରଙ୍କ ଦୁନିଆଁ ଅଲଗା ଅଟେ , ତାଙ୍କର ଚାଲି ଚଳଣି ରହିବା ଶୈଳୀ ପୁରା ଭିନ୍ନ ଅଟେ ,କିନ୍ନର ସମୁଦାୟ ଙ୍କୁ ମଙ୍ଗଳମୁଖୀ ମାନିଥାନ୍ତି ।

 

ସେମାନେ ବହୁତ ଶୁଭ କାର୍ଯ୍ୟରେ ଭାଗ ନେଇଥାନ୍ତି । ମରିବା ପରେ ଏହି ଲୋକ ଶୋକ କରନ୍ତି ନାହିଁ , ବରଂ ଖୁସି ହୁଅନ୍ତି କି ସେମାନଙ୍କର ଏହି ଜନ୍ମରୁ ମୁକ୍ତି ମିଳିଲା । ଯେମିତି ନାମରୁ ସ୍ପଷ୍ଟ ହୋଇଥାଏ କି କିନ୍ନର ମାନେ ଯୋନି ଓ ଆକୃତିର ପୂର୍ଣ୍ଣତ ମାନେ ମନୁଷ୍ୟର ଧରାଯାଏ ନାହିଁ , ଶାସ୍ତ୍ରରେ କୁହାଯାଇଛି କି କିନ୍ନରଙ୍କ ଉତ୍ପତ୍ତି ଉପରେ ଦୁଇଟି ପ୍ରବାଦ ଅଛି ଗୋଟେ ହେଲା ବ୍ରହ୍ମାଙ୍କ ଛାୟା ଅଥବା ତାଙ୍କର ପାଦରୁ ଉତ୍ପନ୍ନ ହେବା , ଓ ଦ୍ୱିତୀୟ ହେଲା ଅରିଷ୍ଟା ଓ କଷ୍ୟପ ତାଙ୍କର ଆଦିଜନକ ଥିଲେ , ହିମାଳୟର ପବିତ୍ର ଶିଖର କୈଳାସ କିନ୍ନରଙ୍କ ପ୍ରଧାନ ନିବାଶ ସ୍ଥାନ ଥିଲା ,ଯେଉଁଠି ସେମାନେ ଭଗବାନ ଶିବଙ୍କୁ ପୂଜା କରୁଥିଲେ ।

 

କିନ୍ନରଙ୍କୁ ନେଇ ବହୁତ କଥା ସାମନାକୁ ଆସିଛି , କିନ୍ତୁ ଆଜି ଆମେ କିନ୍ନରଙ୍କ ସହ ଯୋଡି ହୋଇଥିବା କିଛି କଥା କହିବୁ , ଯାହା ଆପଣଙ୍କୁ ଜଣା ବି ନଥିବ , ଆଜି ଆପଣ କିନ୍ନରଙ୍କ ବହୁତ ରୀତି ନିତି ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଯେଉଁ ସୁଚନା ଦେବୁ ବୋଧେ ଆପଣ ଜାଣି ନଥିବେ , ଆଜି ଆମେ ସେଇ ଦୁଇଟି ଶବ୍ଦ ବିଷୟରେ କହିବୁ ଯାହା ଆପଣ କିନ୍ନରଙ୍କୁ କହିଲେ ଆପଣଙ୍କ ଭାଗ୍ୟ ବଦଳିଯୀବ ।ଆପଣଙ୍କ ଧନ ଲାଭ ହେବ , ଓ ଆପଣଙ୍କ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧା ଦୂର ହୋଇଯିବ । ଯେତେବେଳେ ଆପଣଙ୍କୁ କିନ୍ନରଙ୍କୁ ପଇସା ଦେବେ ତେବେ କେବଳ ତାଙ୍କୁ କହିବେ “ଆଉ ଥରେ ଆସିବେ” , ଏହି ଦୁଇଟି ଶବ୍ଦ କହିଲେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବ , ଓ ଧନ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *