March 19, 2024

Odia Express

News For Public

ବିବାହିତ ସ୍ତ୍ରୀଲୋକ ମାନେ ଚୁଡି ପିନ୍ଧି ନେଲେ ବେଳେ ନିଶ୍ଚିତ ଏହି କାମ କରନ୍ତୁ – ସୁରକ୍ଷିତ ହେବ ନିଜର ବୈବାହିକ ଜୀବନ..

ଏହା ତ ସମସ୍ତେ ଜାଣିଛନ୍ତି କି ବିବାହିତ ସ୍ତ୍ରୀଲୋକଙ୍କ ପାଇଁ ତାଙ୍କର ସୁହାଗ ହିଁ ସବୁକିଛି ହୋଇଥାଏ , ହଁ ଆଜ୍ଞା ନିଜ ସୁହାଗର ରକ୍ଷା କଇର୍ବା ସବୁ ବିବାହିତ ସ୍ତ୍ରୀର ପ୍ରଥମ ଧର୍ମ ହୋଇଥାଏ , ସେମିତି ସେମାନେ ଏହାପାଈଁ ସବୁ କିଛି କରିପାରିବେ , ଏବେ ଆମେ ସମସ୍ତେ ଜାଣିଛ୍ହେ କି ଜଣେ ବିବାହିତ ମହିଳା ପାଇଁ ମଙ୍ଗଳସୁତ୍ର, ଓ ଚୁଡି ଆଦି ସବୁ ଦରକାରୀ ଅଟେ , ଏହି କାରଣରୁ ବିବାହିତ ସ୍ତ୍ରୀଲୋକ ମାନେ ସିନ୍ଦୁର ଲଗାଇଲେ ଏହା ବିବାହିତ ହେବାର ଏକ ଚିହ୍ନ ହୋଇଥାଏ , ଏମିତିରେ ସ୍ତ୍ରୀଲୋକମାନେ ଚୁଡି ପିନ୍ଧିଲା ବେଳକୁ କିଛି ସାବଧାନତା ନେବାକୁ ପଡିବ ।

 

କହିଦେବୁ କି ଯେବେ ଆପଣ ଚୁଡି ପିନ୍ଧିବାକୁ ଯାଉଛନ୍ତି ତେବେ ଆପଣ ଚୁଡି ଯେଉଁ ରଙ୍ଗର ପିନ୍ଧନ୍ତୁ ଏଥିରେ କିଛି ବି ଅସୁବିଧା ନାହୀଁ  , କିନ୍ତୁ ବାଁ ହାତରେ ଯେଉଁ ହାତରେ ଆମେ ଚୁଡି ପିନ୍ଧିବା ଆରମ୍ଭ କଉର୍ ସେଥିରେ କଳା ଫିତା ବାନ୍ଧିନେବା ଉଚିତ୍ , ଏହା ଦ୍ୱାରା କାହାର ବି ଖରାପ ନଜର ପଡୀବ ନାହିଁ ଓ ଏହାର ବୈବାହିକ ଜୀବନ ସୁଖମୟ ହେବ , ଯେବେ ଆପଣଙ୍କ ହାତରେ ଚୁଡି ଭାଙ୍ଗିବାକୁ ଲାଗେ ତେବେ ଜାଣିନେବେ କି ଏହା କାହାର ନଜର ଲାଗିଛି ,

 

ଏଥିପାଇଁ ଚୁଡି ପିନ୍ଧୁଥିବା ବେଳେ ଟିକିଏ ସାବଧାନତା ରଖିବା ଉଚିତ୍ , ଯାହା ଦ୍ୱାରା ଚୁଡି ହାତରୁ ନ ଭାଙ୍ଗେ , ଯେବେ ଆପଣଙ୍କ ଚୁଡି ଭାଙ୍ଗିବାକୁ ଲାଗିଲା , ତେବେ ଆପଣଙ୍କ ଜୀବନରେ କିଛି ଟା ସଙ୍କଟ ଆସିବାର ଅଛି, ଏବେ ଏହି କଥା ଜାଣିବା ଉଚିତ୍ କି ଜଣେ ବିବାହିତ ସ୍ତ୍ରୀ କେବେ ଚାହିଁବ ନାହିଁ କି ତା ଉପରେ କୌଣସି ସଂଙ୍କଟ ଆସୁ , ଏଥିପାଇଁ ସେ ଚାହିଁବ କି ସେ ସବୁବେଳେ ଖୁସିରେ ରହିବ , ଓ କାହାର କୁଦୃଷ୍ଟି ତାଉପରେ ରହିବ ନାହିଁ , ସେଥିପାଇଁ ଚୁଡି ପିନ୍ଧୁଥିବା ବେଳେ କଳା ଫିତା ହାତରେ ବାନ୍ଧିନିଅନ୍ତୁ ।

 

ବହୁତ କମ୍ ଲୋକ ଅଛନ୍ତି ଏହି କଥାକୁ ମାନିଥାନ୍ତି । ଓ କିଛି ଲୋକ ଅଛନ୍ତି ଏହି କଥାକୁ ବିଶ୍ୱାସ କରନ୍ତି ନାହିଁ , ଏହି କଥା ଶାସ୍ତ୍ରରେ କୁହାଯାଉଛି , ମାନେ ଏହି କଥାରେ କିଛିଟା ସତ୍ୟତା ଅଛି, ଆପଣଙ୍କୁ କହିବା ଆମର କାମ ଥିଲା , ଏହା ମାନିବା ନ ମାନିବା ଆପଣଙ୍କର ଉପରେ ନିର୍ଭର କରୁଛି , ଆମେ ଆଶା କରୁଛୁ କି କେବେ କାହାର ନଜର ନ ଲାଗୁ , ଓ ବୈବାହିକ ଜୀବନ ଖୁସିରେ ବ୍ୟତିତ ହେଉ । ଯାହା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ଖୁସିରେ କଟିବ ।

Leave a Reply

Your email address will not be published. Required fields are marked *