March 22, 2024

Odia Express

News For Public

କ୍ଷୀରରୁ ଏହି ଛୋଟ ଉପାୟ ରାତାରାତି ଆପଣଙ୍କୁ ମାଲାମାଲ୍ କରିଦେବ , ମହାଲକ୍ଷ୍ମୀ ଦୌଡି ଆସିବେ ଆପଣଙ୍କ ଘରକୁ…

ଯଦି ଆପଣ କ୍ଷୀରର ସେବନ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ , ସବୁ ବ୍ୟକ୍ତିପାଇଁ କ୍ଷୀର ଏକ ଅମୃତ ସମାନ ବୋଲି ମାନାଯାଈଛି, କାରଣ କ୍ଷୀରରୁ ଏକ ମାତ୍ର ଏପରି ପେୟ ପଦାର୍ଥ ଅଟେ , ଯାହାର ସେବନ କରିଲେ ଆମ ଶରୀରରେ ପୋଷକ ତତ୍ତ୍ୱ ପ୍ରାପ୍ତ ହୋଇଥାଏ , କିନ୍ତୁ ବହୁତ କମ୍ ଲୋକ ଏପରି ଅଛନ୍ତି , ଯାହାଙ୍କୁ ଏହାର ବିଷୟରେ ସୁଚନା ନାହିଂମ୍ କ୍ଷୀର ସ୍ୱାସ୍ଥ୍ୟର ସହ ଜ୍ୟୋତିଷ ଲାଭ ଉପଯୋଗୀ ହୋଇଥାଏ , କ୍ଷୀର ନା କେବଳ ସ୍ୱାସ୍ଥ୍ୟ ଉପଯୋଗୀ ଅଟେ , ଏହା ଆପଣଙ୍କ ଭାଗ୍ୟ ବି ବଦଳାଇପାରେ ।

 

ଜ୍ୟୋତିଷ୍ୟରେ କ୍ଷୀରକୁ ଚନ୍ଦ୍ରମା ର କାରକ ବୋଲି ମାନିଥାନ୍ତି , ଯଦି ଆପଣ କ୍ଷୀର ସହ ଯୋଡି ହୋଇଥିବା କିଛି ଉପାୟ କରିବେ ତେବେ ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ , ଯେପରି କ୍ଷୀରରେ ଶିବଲିଙ୍ଗରେ ଅର୍ପଣ କଲେ ନିଜ ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳେ ଠିକ୍ ସେହିପରି ସାପକୁ କ୍ଷୀର ପିଆଇଲେ ରାହୁର ଦୂଃପ୍ରଭାବରୁ ମୁକ୍ତି ମିଳିଥାଏ , ଆଜି ଆମେ ସେହି ବିଷୟରେ କିଛି ଅଚୁକ ଜ୍ୟୋତିଷ୍ୟ ଉପାୟ ବିଷୟରେ କହିବାକୁ ଯାଉଛୁ  ।

 

ଯଦି ଆପଣ ନଜର ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ରବିବାର ରାତିକୁ ଶୋଇବା ସମୟରେ ଗୋଟେ ଗିଲାସରେ କ୍ଷୀର ଭରିକରି ନିଜ ମୁଣ୍ତ ପାଖରେ ରଖିଦିଅନ୍ତୁ , ଓ ଏହି କଥାକୁ ଧ୍ୟାନ ଦେବେ କି କ୍ଷୀର ନ ପଡେ , ତାପରେ ତାପର ଦିନ ସବୁ କାମ ସାରି ଏହି କ୍ଷୀରକୁ ଅଶ୍ୱତଥ ଗଛ ଜଡରେ ଅର୍ପଣ କରନ୍ତୁ , ଆପଣଙ୍କୁ ଏହା ରବିବାର ଦିନ କରିବାକୁ ହେବ , ଯଦି ଆପଣ ଏହି ଉପାୟ କରୁଛନ୍ତି , ତେବେ ଆପଣଙ୍କ ଉପରେ ନଜର ଦୋଷ ହଟିଯିବ , ଓ ସବୁ କାର୍ଯ୍ୟ ପୁରା ହେବ , ଓ ଧନ ଲାଭ ବି ହେବ ।

 

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ବାସ ସ୍ଥାୟୀ ରୁପେ ହେଉ ତେବେ ଏହାପାଇଁ ଗୋଟେ ଜାଗାରେ ପାଣି ଓ ଚିନିରେ ଘିଅ ମିଶାଇଦିଅନ୍ତୁ , ଏବେ ଏହାକୁ ଅଶ୍ୱତଥ ଗଛ ତଳେ ଠିଆ ହୋଇ ଅର୍ପଣ କରନ୍ତୁ , ଯଦି ଆପଣ ଏହି ଉପାୟ କରୁଛନ୍ତି ତେବେ ମାତା ଲକ୍ଷ୍ମୀ ଅତି ଜଲଦି ପ୍ରଶନ୍ନ ହୋଇଥାନ୍ତି ।

ଯଦି କେଉଁ ବ୍ୟକ୍ତି ଉପରେ କୁଣ୍ତଳିରେ ଗୁରୁ ଗ୍ରହର ଖରାପ ପ୍ରଭାବ ଅଛି , ତେବେ ଆପଣ କ୍ଷୀରରେ ଚିନି କିମ୍ବା କେଶର ହଲଦି ମିଶାଇକରି ଶିବଲିଙ୍ଗ ରେ ଓଁ ନମଃ ଶିବାୟ ଜପ କରନ୍ତୁ , ଓ ସେହି କ୍ଷୀରକୁ ଅର୍ପଣ କରନ୍ତୁ , ଯଦି ଆପଣ ଏହି ଉପାୟ କରିବେ ତେବେ ଏଥିରେ ଗୁରୁ ଗ୍ରହର ପ୍ରଭାବ ଶେଷ ହୋଇଯିବ , ଓ ଶୁଭ ଫଳ ମିଳିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *