ଜାଣନ୍ତୁ ଏହି ତାରିଖକୁ ଜନ୍ମ ନେଉଥିବା ଛୁଆ ହୋଇଥାନ୍ତି ବହୁତ ହିଁ ଖାସ୍ , ରାଜାଙ୍କ ପରି ଜୀବନ ବଞ୍ଚନ୍ତି…

ଏଥିରେ କୌଣସି ସନ୍ଦେହ ନାହିଁ କି ଜୀବନ ଓ ମୃତ୍ୟୁ ଭଗବାନଙ୍କ ହାତରେ ହୋଇଥାଏ , ହଁ ସେ ଆଜ୍ଞା କେବେ ବି ଜୀବନ ଦାନ ଦେଇପାରିବେ , ଓ କାହାର ଜୀବନ ନେଇ ପାରିବେ , ମାନେ କାହାକୁ ମୃତ୍ୟୁ ଦେଇପାରିବେ , ଏହା ସବୁ ସତ୍ତ୍ୱେ ବି ମଣିଷ ହାତରେ କିଛି ନଥାଏ , ଖାଲି ହାତରେ ହସ୍ତରେଖା ଥାଏ , ଯାହା ଆପଣଙ୍କୁ ଜଣେଇଦେବୁ କି ହାତର ରେଖାରୁ ନିଜ ଖରାପ ଓ ଭଲ ସମୟ ବିଷୟରେ ଜାଣିପାରିବେ , ଓ ଭବିଷ୍ୟରେ କେତେ ଉନ୍ନତି କରିବେ ତାହା ଜଣାପଡିପାରିବ ।ଆଜି ଆମେ ଆପଣଙ୍କୁ ଏମିତି ଏକ ତାରିଖ ବିଷୟରେ କହିବାକୁ ଯାଉଛୁ , ଯାହା ବହୁତ ହିଁ ଖାସ୍ ଅଟେ  ,ଏହି ତାରିଖରେ ଜନ୍ମ ନେଇଥିବା ଶିଶୁ ବହୁତ ହିଁ ଖାସ୍ ହୋଇଥାଏ , ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ଏହି ଲକି ତାରିଖ ବିଷୟରେ , ଆପଣ ଏକ ଲୋକପ୍ରିୟ କଥା ନିଶ୍ଚିତ ଶୁଣିଥିବେ , କି ଯେଉଁ ଲୋକଙ୍କର ହାତ ନଥାଏ , ସେମାନଙ୍କ ଭାଗ୍ୟରେଖା ତ ଥାଏ , କିନ୍ତୁ ତାଙ୍କ ଭାଗ୍ୟ ସବୁବେଳେ ସାଥ୍ ଥାଏ , ସେ ଭଲ ହେଉ କିମ୍ବା ଖରାପ ହେଉ ଏହା କହିପାରିବା ନାହିଁ , ଯାହା ଭଗବାନଙ୍କ ହାତରେ ଥାଏ ।

 

କହିଦେବୁ କି ଯେଉଁ ଶିଶୁ ଏହି ଲକି ତାରିଖରେ ଜନ୍ମ ନିଅନ୍ତି ସେମାନଙ୍କ ମଧ୍ୟରେ ବହୁତ ବିଶେଷ୍ୱତା ଦେଖିବାକୁ ମିଳେ , କାରଣ ଅଙ୍କ ସାତ ସଂବନ୍ଧ ବରୁଣ ଗ୍ରହରୁ ହୋଇଥାଏ , ତାର ସ୍ୱଭାବ ପାଣି ପରି ସ୍ୱଚ୍ଛ ହୋଇଥାଏ , ଓ ସେ ଆସୁଥିବା ଜୀବନରେ ସବୁ ବାଧା ଆରାମରେ ପାର୍ କରିପାରେ , ଯେଉଁ ଲୋକେ ଏହି ତାରିଖରେ ଜନ୍ମ ଗ୍ରହଣ କରନ୍ତି , ତାଙ୍କ ମନରେ ଅନ୍ୟମାନଙ୍କର କଥାକୁ ବୁଝିବାର କ୍ଷମତା ଆସିଥାଏ ।

 

ଏହି ଲୋକ ମାନେ ସମାଜରେ ଅଲଗା ପରିଚୟ ନେଇ ଚଲନ୍ତି , ଯେଉଁ ଲୋକ ଏହି ତାରିଖରେ ଜନ୍ମ ନେଇଥାନ୍ତି , ସେମାନେ ଭବିଷ୍ୟରେ ରବିନ୍ଦ୍ରନାଥ ଟାଗୋର୍ , ଅଟଳ ବିହାରୀ ବାଜପେୟୀ , ପାବ୍ଲୋ ପିକାଶୋ ପରି ବ୍ୟକ୍ତିତ୍ୱରେ ଧନୀ ହୋଇଥାଣ୍ତି , କହିଦେବୁ କି ଏହି ଲୋକମାନେ ବହୁତ ବୁଦ୍ଧିମାନୀ ହୋଇଥାନ୍ତି , ଓ ଏମାନେ ସଙ୍ଗୀତ ମାଧ୍ୟମରେ ନିଜର କଳା ପ୍ରଦର୍ଶନ ବି କରାଇଥାନ୍ତି ,  ଓ ସେମାନେ ନିଶିତ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ପାଆନ୍ତି ।

Leave a Reply

Your email address will not be published.