March 18, 2024

Odia Express

News For Public

ସଲମାନଙ୍କୁ ଛାଡି ଦେଶର ସବୁଠାରୁ ବଡ ଏହି ନେତାଙ୍କ ଉପରେ ଆସିଲା କ୍ୟାଟରିନାଙ୍କ ପ୍ରେମ , କହିଲେ ତାଙ୍କ ସହ ଡିନର୍ କରିବାକୁ ଚାହେଁ ମୁଁ…

ବଲିଉଡ୍ ରେ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଜବର ଦସ୍ତ ଅଛି , ନରେନ୍ଦ୍ର ମୋଦୀଙ୍କ ଚାହୁଁଥିବା ଲୋକେ ଏକ ଲମ୍ବା ଲାଇନ୍ ଅଛନ୍ତି , ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍ ର ସବୁଠାରୁ ବଡ ଫ୍ୟାନ୍ ଅଟନ୍ତି । ଯାହା ଦ୍ୱାରା ସେ ସମୟ ପାଇଲେ ବଲିଉଡ୍ କଳାକାରଙ୍କୁ ଦେଖାକରିବାକୁ ଯାଆନ୍ତି । ହଁ ଆଜ୍ଞା, ପ୍ରଧାନମନ୍ତ୍ରୀ ଯେବେ ବି ସମୟ ପାଆନ୍ତି , ସେ ଫିଲ୍ମର ତାରକାଙ୍କୁ ଖାଇବାକୁ ଡକାଇଥାନ୍ତି । ଓ ତାଙ୍କୁ ଦେଖାକରିଥାନ୍ତି । କିଛି ମାସ ପୂର୍ବରୁ ପିଏମ୍ ମୋଦୀ ଫିଲ୍ମ ତାରକାଙ୍କ ସହ ମିଟିଙ୍ଗ୍ କରିଥିଲେ , ଯାହା ସେଲଫି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ମଧ୍ୟରେ ବଲିଉଡ୍ ଅଭିନେତ୍ରୀ କ୍ୟାଟରିନା ପିଏମ୍ ମୋଦୀଙ୍କୁ ଦେଖାକରିବାକୁ ଇଚ୍ଛା ପ୍ରକାଶ କଲେ , ତେବେ ଆସନ୍ତୁ ଜାଣିବା ଏହି ଲେଖାରେ କଣ ଖାସ୍ ଅଛି ।

 

ବଲିଉଡ୍ ଅଭିନେତ୍ରୀ କ୍ୟାଟରିନା କୈଫ୍ ଏହି କିଛି ଦିନ ହେବ ନିଜର ଆଗାମୀ ଫିଲ୍ମ ଭାରତର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି , ଏହି ଦିନରେ ସେ ମିଡିଆ ସହ ବେଶୀ ମିଶୁଛନ୍ତି , ଯାହା ଦ୍ୱାରା ସେ ନିଜ ଜୀବନର କିଛି ଟା କଥା ମିଡିଆ ସହ କଥା ହୋଇଛନ୍ତି , ଏହି କିଛି ଦିନ ହେବ କ୍ୟାଟରିନା ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀଙ୍କ ଶ ଦେଖାକରିବାକୁ ଇଚ୍ଛା ପ୍ରକାଶ କରିଥିଲେ , ଯାହା ଉପରେ ସଲମାନ ଖାଁ ନିଜର ଏକ ଜବାବ ରଖିଥିଲେ ।

 

ଏବେ କିଛି ଦିନ ହେବ ଭାରତର ପ୍ରମୋଶନ୍ ପାଇଁ କ୍ୟାଟରିନା କୈଫ୍ ଏକ ସାକ୍ଷାତକାର ଦେଇଥିଲେ , ଯେଉଁଥିରେ ସେ ତିନୋଟି ଲୋକଙ୍କର ନାଁ ଦେଇଥିଲେ , ଯାହା ସହ ସେ ଡିନର୍ କରିବାକୁ ଚାହଁନ୍ତି , ଏହି ଥର କ୍ୟାଟରିନା କୈଫ୍ ଦ୍ୱିତୀୟ ଥର ଦେଶର ସତ୍ତା ସମ୍ଭାଳିଥିବା ପିଏମ୍ ମୋଦୀଙ୍କ ନାଁ ନେଇଥିଲେ , କ୍ୟାଟରିନା କୈଫ୍ କହିଲେ କି ପିଏମ୍ ମୋଦୀଙ୍କ ସହ ସେ ଡିନର୍ କରିବାକୁ ଚାହୁଁଛନ୍ତି , ଯାହାପରେ ଏହି ବୟାନ୍ ବହୁତ ଜଲଦି ଭାଇରାଲ୍ ହୋଇଥିଲା,  କ୍ୟାଟରିନା କୈଫ୍ କହିଲେ କି ପିଏମ୍ ମୋଦୀଙ୍କ ସହ ଡିନର୍ କରିବା ମୋ ପାଇଁ ସୌଭାଗ୍ୟର କଥା ହେବ ।

 

ଫିଲ୍ମ ଭାରତର ପ୍ରମୋଶନ୍ ପାଇଁ କ୍ୟାଟରିନା କୈଫ୍ ଓ ସଲମାନ ଏହି ଦିନରେ ବହୁତ ପରିଶ୍ରମ କରୁଛନ୍ତି , ଏହି ସମୟରେ ସେ ରିୟାଲିଟି ଶୋରେ ଦେଖାଯାଉଛନ୍ତି , କ୍ୟାଟରିନା କୈଫ୍ ଙ୍କ ପରେ ସଲମାନ ଖାନ୍ ଙ୍କୁ ଏହି ପ୍ରଶ୍ନ କରାଯାଇଥିଲା କି ଆପଣ କେଉଁ ଲୋକଙ୍କର ସହ ଡିନର୍ କରିବାକୁ ଚାହୁଁଛନ୍ତି ସେ କହିଲେ କି ଆଇ ମି ଓର୍ ମାଇଁ ସେଲ୍ଫ, ଏହା ମତଲବ ଏହା କି ନିଜ ସହ ଡିନର୍ କରିବାକୁ ଚାହଁନ୍ତି ।

 

ଫିଲ୍ମ ଭାରତ ରିଲିଜ୍ ହେବା ପୂର୍ବରୁ ବହୁତ ବିବାଦ ଘେରରେ ଆସିଛି , ଦିଲ୍ଲୀ ହାଇକୋର୍ଟ ଏକ ୟାଚିକା ଦାୟର କରିଛି କି ଯାହାର ନାଁ ବଦଳାଯାଉ , କାରଣ ଭାରତ ନାଁରେ ଲୋକଙ୍କ ମନକୁ ଆଘାତ ଲାଗୁଛି, ଏବେ ହାଇକୋର୍ଟର ଏହି ୟାଚିକା ଉପରେ ଶୁଣାଣୀ ହେବ , କିନ୍ତୁ ଏହି ଫିଲ୍ମ ୫ ଜୁନ୍ କୁ ପର୍ଦାରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *