March 12, 2024

Odia Express

News For Public

ବର୍ତମାନ ର ସବୁଠୁ ବଡ ଦୁଃଖ ଖବର – ଏବେ ଏବେ ଏହି ବଡ ଓଡ଼ିଆ ଅଭିନେତା ଙ୍କ ଗାଡି ଦୁର୍ଘଟଣା ରେ ମୃତ୍ୟୁ – ସାରା ଓଡ଼ିଆ ଫିଲ୍ମ ରେ ଶୋକର ଛାୟା..

ମଣିଷର ଜୀବନରେ କିଛି ଭରସା ନାହିଁ । କେବେ କାହା ସହ କଣ ହୋଇଯିବ ଯଦି କାହାକୁ କେବେ ଜଣାପଡିଯାଏ ତେବେ ଏମିତି ଦୂର୍ଘଟଣା କେବେ ହେବ ନାହିଁ , ଏମିତି ଏକ ଘଟଣା ବର୍ତମାନ ସାରା ଓଡ଼ିଶାର ଲୋକଙ୍କୁ ମର୍ମାହତ କରିଛି ଓଡ଼ିଆ ଫିଲ୍ମ ର ଆଗ ଧାଡି ର ଜଣେ ଅଭିନେତା ଙ୍କ ମୃତ୍ୟୁ ଘଟିଛି ଯାହାକି ବର୍ତମାନ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳି ଯାଇଛି |ତେବେ ଏହି କଥା ଜାଣିବା ପରେ ଆପଣ ମଧ୍ୟ ନିଶ୍ଚୟ କାଂଦିବେ | ତେବେ ସେହି ଅଭିନେତା ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ସଲିଲ ମିତ୍ର

 

ଅଜ୍ଞାନ ହଁ କିଛି ଦିନ ତଳେ କେଉଁଝର ଘଟଗାଁ ଯିବା ସମୟରେ ତାଙ୍କ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହେଇଥିଲା ଓ ଯେଉଁଥିରେ ସେ ଅଧିକ ମାତ୍ର ରେ ଶକ୍ତ ଆହାତ ହେଇଥିଲେ |ତେବେ ଏବେ ସେ ମେଡିକାଲ ରେ ଥିବା ସମୟରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରି ସାରା ଓଡ଼ିଆ ଫିଲ୍ମ ର ଦର୍ଶକ ଓ କଳାକାର ମାନକୁ ସେ କନ୍ଦେଇ ଦେଇଛନ୍ତି |କଲି ରାତି ପ୍ରାୟ ୧୧ ଟା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସେ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସ ହେଉଥିଲେ

 

ସବୁବେଳେ ସମସ୍ତଙ୍କୁ ହାସୋଉଥିବା ଲୋକ ଟି ଆଜି ସମସ୍ତଙ୍କୁ କନ୍ଦେଇ ଚାଲି ଯାଇଛି | ସାରା ଓଡ଼ିଆ ଫିଲ୍ମ କି ବର୍ତମାନ ଦୁଃଖ ର ସମୟ ପଡିଛି ବୋଲି ଵୃଥା ଓଡ଼ିଆ ଫିଲ୍ମ କଳାକାର ମାନେ କହିଛନ୍ତି |ତେବେ ସେ ନିଜର ଫିଲ୍ମ କ୍ୟାରିୟର ୧୯୯୯ ର ପୁଅ ଭାଙ୍ଗିଦେଲା ସୁନା ସଂସାର ଫୀମ ରୁ ଆରମ୍ଭ କରିଥଲେ |ଏହାପରେ ସେ ଆଉ ପଛକୁ ଅନେଇନଥିଲେ | ଦର୍ଶକ ମାନକୁ ସବୁବେଳେ ହସେଇବା ପାଇଁ ସେ ନିଜର ପ୍ରୟାସ ଜାରି ରଖିଥାନ୍ତି |ସେ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରି ତାଙ୍କ ଅଭିନୟ ଯାଦୁ ରେ ସାରା ଓଡିଶା ଲୋକଙ୍କୁ ବାନ୍ଧି ରଖିଥିଲେ | ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ହେଲା – ଶୁଭ ବିବାହ,ତୁ ମୋ ଆରମ୍ଭ , ତୁ ମୋ ଶେଷ, ଗଞ୍ଜା ଲଢ଼େଇ,ଗପ ହେଲେ ବି ସତ,ସିଷ୍ଟର ଶ୍ରୀଦେବୀ ,ହାତ ଧରି ଚାଲୁଥା,ଏଭଳି ଅନେକ ଫିଲ୍ମ ରେ ସେ ଦର୍ଶକ ମାନକୁ ହସେଇ ହସେଇ ବେଦମ କରିଥିଲେ

 

ତେବେ ଆମେ ଓଡ଼ିଆ ଏକ୍ସପ୍ରେସ୍ରେ ତରଫ ରୁ ତାଙ୍କୁ ତାଙ୍କ ଆତ୍ମା ର ଶାନ୍ତି ପାଇଁ ଭଗବାନ ଙ୍କ ପାଖେ ପ୍ରାଥନା କରୁଚୁ | ଭଗବାନ ତାଙ୍କ ପରିବାର କୁ ସାହସ ଦିୟନ୍ତୁ ଏହା ଆମର ପ୍ରାଥନା |ତେବେ ତାଙ୍କ ମୃତ୍ୟ ସାରା ଓଡ଼ିଆ ଫିଲ୍ମ ପାଇଁ ନିଶ୍ଚୟ ଏକ ଅପୂରଣୀୟ କ୍ଷତି ଅଟେ

Leave a Reply

Your email address will not be published. Required fields are marked *