ପରୀକ୍ଷାରେ ଶୁନ୍ୟ ନମ୍ବର ମିଳିବାପରେ ନ୍ୟାୟ ପାଇଁ ଲଢିଲେ ଛାତ୍ରୀ… ପରେ ଯେବେ ଯାଞ୍ଚ ହେଲା ତେବେ ମିଳିଲା ଏତେ ନମ୍ବର ଯେ ସମସ୍ତେ ଚକିତ ହେଇଗଲେ..

ତେଲେଙ୍ଗାନା ବୋର୍ଡ ଗତ ଦିନରେ +୨ ର ରେଜଲ୍ଟ ଘୋଷିତ କରିଥିଲା , ତାହା ପରେ ସେଠାରେ କମ୍ପାନୀର ମୁଲ୍ୟାୟନରେ ତ୍ରୁଟି ପାଇଁ ବହୁତ୍ ଅଭିଯୋଗ ଆସିଥିଲା  ଜଣେ ଶିକ୍ଷକ ଜଣେ ଛାତ୍ରୀକୁ ୯୯ ନମ୍ବର ଦେବା ପରିବର୍ତ୍ତେ ୦ ନମ୍ବର ଦେଇକରି ଫେଲ୍ କରିଥିଲେ , ଯାଞ୍ଚ ପରେ ଟିଚର୍ ର ତ୍ରୁଟି ମିଲିବାପରେ ତାଙ୍କୁ ଜୋରିମାନା ଲାଗିଲା ଓ ଚାକିରିରୁ ବାହାର କରିଦିଆଗଲା । କପିର ମୁଲ୍ୟାୟନରେ ଅଭିଭାବକ ଓ ଛାତ୍ରମାନେ ଅଧିକା ଅଭିଯୋଗ ଆସିବାପରେ ତେଲେଙ୍ଗାନା ସରଆର ତିନି ସଦସ୍ୟର କମିଟି ଗଠନ କରିଥିଲେ ରିପୋର୍ଟ ଆସିବାପରେ ଇଣ୍ଟର ମେଡିଏଟ୍ ଏଜୁକେସନ୍ ବୋର୍ଡ ବିଆଇ ଇ ସେହି ଶିକ୍ଷକଙ୍କ ବିପକ୍ଷରେ ଆକ୍ସନ ନେଇଥିଲେ , ଓ ଡ୍ୟୁଟିର ଅନିୟମିତତା ପାଇଁ ତାଙ୍କୁ ବାହାର କରିଥିଲେ ।

 

ଏହିଥିରେ ବି ଆଇ ଇ ଘୋଷଣା କରୁଥିବା ବେଳେ କହିଲେ କି ଗୋଟେ ପ୍ରାଇଭେଟ୍ ସ୍କୁଲ୍ ର ଟିଚର୍ ଉମାଦେବୀ କପିରେ ଭୁଲ୍ ମୁଲ୍ୟାୟନ କାରଣରୁ ପାଞ୍ଚ ହଜରା ଟଙ୍କା ଜୋରିମାନା ଲଗାଇଛନ୍ତି , ଟିଚର୍ ଉମା ଦେବୀ ତେଲେଗୁ ପେପରରେ ଯେବେ ୧୨ ତମ କପି ଯାଞ୍ଚ କରିଥିଲେ ତେବେ ଛାତ୍ରୀ ନ୍ୟାବ୍ୟା ୯୯ ନମ୍ବର ଦେବା ପରିବର୍ତ୍ତେ ୦ ନମ୍ବର ଦେଇଥିଲେ , ମାମଲା ସାମନାକୁ ଆସିବା ପରେ ଉମା ଦେବୀଙ୍କୁ ସ୍କୁଲ୍ ପ୍ରବନ୍ଧନ ବରଖାସ୍ତା କରିଥିଲେ ,

 

ତେଲେଙ୍ଗାନା ପରୀକ୍ଷାରେ ଭୁଲ୍ ଓ ତ୍ରୁଟି ମାମଲାରେ ଏକ ବଡ ଧରଣର କାର୍ଯ୍ୟକୁ ନେଇ ତେଲେଙ୍ଗାନା ଭାଜପା ପ୍ରମୁଖ କେ ଲକ୍ଷ୍ମଣ ଘୋଷଣା କରିଥିଲେ କି ଇଣ୍ଟରମେଡିଏଟ୍ ପରୀକ୍ଷାରେ ଫଳାଫଳ ଘୋଷଣାକୁ କଥିତ ଭୁଲ୍ ନ୍ୟାୟିକ ଯାଞ୍ଚ ପାଇଁ ଦାବି କରି ସୋମବାରକୁ ଅନିଶ୍ଚିତକାଳିନ ଅନଶନ କରାଯାଉଛି , ଏହି ସିଲସିଳାରେ ପାର୍ଟିରେ ରବିବାର କୁ କହିଲା କି ଭାଜପାକୁ ଲାଗୁଛି କି ପୁରା ପ୍ରକିୟା ସୁଧାର ପାଇଁ ଦରକାର ଅଛି , ଏବେ ପର୍ଯ୍ୟନ୍ତ ୨୩ ଜଣା ଛାତ୍ର ଛାତ୍ରି ଆତ୍ମହତ୍ୟା କରିଛନ୍ତି ।

Leave a Reply

Your email address will not be published.