ମୋଦି ସରକାର ଦେଶର ଜନତା ଙ୍କୁ ପଚାରିଲେ କଣ ରଖିବା ଦେଶର ପ୍ରଥମ ବୁଲେଟ ଟ୍ରେନର ନାମ, ଆସିଲା ପୁରା ୨୨ହଜାର ମତାମତ, ଆପଣ ବି ଗୋଟେ ନାମ କୁହନ୍ତୁ ପୁରସ୍କାର ନିୟନ୍ତୁ ..

ଭାରତରେ ପ୍ରଥମ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ର ନାଁ ଓ ଲୋଗୋ ପାଇଁ ନିର୍ଦ୍ଧାରିତ କରିବାପାଇଁ ସରକାରଙ୍କ ପାଖରେ ୩୦ ଦିନ ଭିତରେ ପ୍ରାୟ ୨୨ ହଜାର ମତ ଆସିଛି , ସେ ମାଇଜିଓଭି ଡଟ୍ ଇନ୍ ରେ ଏହାକୁ ପଠାଇଛନ୍ତି , ନ୍ୟାଶାନାଲ୍ ସ୍ପିଡ୍ ରେଲ୍ କର୍ପୋରେସନ ଲିମିଟେଡ୍ ୨୫ ଫେବୃୟାରୀକୁ ଏହି ପ୍ରତିଯୋଗିତା ଆରମ୍ଭ କରିଥିଲେ ।ଏହା ଦ୍ୱାରା ନାଗରିକଙ୍କୁ ବୁଲେଟ୍ ଟ୍ରେନର ନାଁ ମତାମତ ମଗା ଗଲା , ସରକାର ୧୫ ଅଗଷ୍ଟ ୨୦୨୨ ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଲାବାର ଲକ୍ଷ୍ୟ ରଖିଛନ୍ତି , ନାଁ ପଠାଇବାର ଅନ୍ତିମ ତାରିଖ ୨୫ ମାର୍ଚ୍ଚ ଥିଳା ,

 

୩୦ ଦିନରେ ପଠାଯାଇଥିବା ପ୍ରମୁଖ ମତାମତ ରେ ଉଡନତସ୍କରୀ, ମହାତ୍ମା, ବୁଲେଟ୍ ଭାରତ , ବିଦ୍ୟୁତ, ଅଶ୍ୱମେଧ , ପବନପୁତ୍ର, ଚେତକ, ଓ ବାୟୁପୁତ୍ର ଅନେକ ନାଁ ଦିଆଯାଈଥିଲା , ଏହା ଛଡା ୧୪ ଫେବୃୟାରୀକୁ ପୁଲବାମା ଆତଙ୍କୀ ଆକ୍ରମଣରେ ସହିଦଙ୍କ ନାଁରେ ପୁଲବାମା ସହିଦ ଏକ୍ସପ୍ରେସ୍ ମତ ଆସିଥିଲା , ଏଜେନ୍ସିଙ୍କୁ ୪୪୦୦ ଲୋକଙ୍କ ମିଳିଛି । ନ୍ୟାଶାନାଲ୍ ସ୍ପିଡ୍ ରେଲ୍ କର୍ପୋରେସନ ଲିମିଟେଡ୍ ର ପ୍ରବକ୍ତା ସୁଷମା ଗୌର କହିଲେ କି ପ୍ରତିଯୋଗିତାରେ ଉଦ୍ଧେଶ୍ୟ ସରକାର ନାଗରିକଙ୍କୁ ସିଧା ଯୋଗଦାନ ଉପରେ ଅଟେ , ଏହା ମଧ୍ୟରେ ଆମକୁ ୨୨ ହଜାର ମତ ମିଳିଛି , ବୁଲେଟ୍ ଟ୍ରେନ୍ ନାଁରେ ଲୋକଙ୍କ ନିର୍ବାଚନ ପୂର୍ବରୁ ସପ୍ତାହରେ କରାଯିବ , ସବୁ ମତ ଅଗ୍ରାଧିକାର ଦିଆହେବ , ଏହାପରେ ନ୍ୟାଶାନାଲ୍ ସ୍ପିଡ୍ ରେଲ୍ କର୍ପୋରେସନ ଲିମିଟେଡ୍ ଜଣଙ୍କୁ ବାଛିବ ।

 

ପ୍ରତିଯୋଗିତା ନିୟମ ମୁତାଇକ , ଟ୍ରେନ୍ କେଉଁ ନେତାଙ୍କ ନାଁରେ ରଖିବା ଉପରେ ମତାଧିକାର ସାବ୍ୟସ୍ତ ହେବ ନାହିଁ , ଯାହାର ନାଁ ବଛା ଯିବ ତାଙ୍କୁ ୫୦ ହଜାର ନଗଦ ଓ ପ୍ରମାଣପତ୍ର ଦିଆଯିବ , ସେମିତି ଲୋକଙ୍କୁ ବିଜେତାକୁ ଏକ ଲକ୍ଷ ଟଙ୍କା ମିଳିବ , ଏହ ଛଡା ଫାଇନାଲ୍ ୫ ରେ ଜାଗା ବନେଇବାପାଇଁ ମତାଧିକାରଙ୍କୁ ୧୦ ହଜାର ଲେଖାଏଁ ପୁରସ୍କୃତ କରାଯିବ ।

Leave a Reply

Your email address will not be published.