ସ୍ୱାମୀଙ୍କୁ ନିଜ ପଲକ ଆଗରେ ବସାଇ ରଖନ୍ତି ଏହି ୬ ନାମ ଥିଲା ବାଲା ଝିଅମାନେ , ଦେଖନ୍ତୁ ଆପଣଙ୍କ ନାଁ ନାହିଁ ତ ସାମିଲ୍

ଏହା ସମସ୍ତେ ଜାଣିଥାଉ କି ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କ କେତେ ଖାସ୍ ହୋଇଥାଏ , ହଁ ଏହି ସଂମ୍ପର୍କ ଯେବେ ପ୍ରେମ, ବିଶ୍ୱାସ ଓ ସମ୍ମାନରେ ସବୁ କିଛି ମିଳିଥାଏ , ଯେଉଁଠି ଗୋଟେ ତରଫରୁ ସ୍ତ୍ରୀ ନିଜ ସ୍ୱାମୀକୁ ଖୁସି କରିବାକୁ ଯାଇ ନାନା ପ୍ରକାରର କାର୍ଯ୍ୟକରିଥାଏ , ସେମିତି ସ୍ୱାମୀ ବି ନିଜ ସ୍ତ୍ରୀର ଦାୟିତ୍ୱ ନେଇଥାଏ , ଏମିତି ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଅକ୍ଷରର ନାଁ ବାଲା ଝିଅଙ୍କର ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ସ୍ୱାମୀଙ୍କୁ ବହୁତ ସମ୍ମାନ କରନ୍ତି , ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

 

୧) D ନାମକ ଝିଅମାନେ : ଏହି ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନିଜ ସ୍ୱାମୀଙ୍କୁ ବହୁତ ପସନ୍ଦ କରନ୍ତି , କହିଦେବୁ କି ଏହି ନାଁ ବାଲା ଝିଅ ନିଜ ମନ ମଧ୍ୟରୁ ସ୍ୱାମୀଙ୍କର ବହୁତ ସେବା କରିଥାନ୍ତି , ଓ ଜୀବନ ସାରା ସାଙ୍ଗରେ ରୁହନ୍ତି , ଓ ସବୁ କଥାକୁ ପୁରା କରନ୍ତି , ଏଥିପାଇଁ ଆପଣଙ୍କ ଜୀବନରେ ଏହି ଅକ୍ଷରର ନାଁ ବାଲା ଝିଅ ଆସେ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

 

୨) H ନାମକ ଝିଅମାନେ  : ଏହି ଅକ୍ଷରର ନାଁ ବାଲା ଝିଅମାନେ ନିଜ ସ୍ୱାମୀଙ୍କୁ ବହୁତ ଯତ୍ନ ନେଇଥାନ୍ତି , ଓ ସେମାନେ ପୁରା ସମୟ ନିଜ ସ୍ୱାମୀଙ୍କ ପାଖରେ ଅତିବାହିତ କରିଥାନ୍ତି ।

୩) K ନାମକ ଝିଅମାନେ : ଏହି ଅକ୍ଷରର ଝିଅମାନେ ସଚ୍ଚା ହୃଦୟବାନ ହୋଇଥାନ୍ତି , ଏମାନଙ୍କ ପାଇଁ ପତିବ୍ରତା ହେବା ସହ ସବୁ କିଛି ହୋଇଥାଏ , ଓ ସେମାନେ ନିଜ ସ୍ୱାମୀଙ୍କୁ ସଚ୍ଚା ମନରେ ସେବା କରନ୍ତି । ସେ ନିଜ ଆଖି ଆଢୁଆଳରେ ରଖିଥାନ୍ତି ।

 

୪) M ନାମକ ଝିଅମାନେ : ଏହି ଅକ୍ଷରର ନାଁ ବାଲା ଝିଅ ବହୁତ ହିଁ ଭାଗ୍ୟବାନ ହୋଇଥାନ୍ତି , ଏହି ଝିଅମାନଙ୍କର ସଚ୍ଚା ପ୍ରେମ କରିବାର ସ୍ୱାମୀ ମିଳିଥାଏ , ଓ ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , ଓ ତାଙ୍କର ସବୁ କଥାକୁ ମାନିଥାନ୍ତି ।

 

୫) R ନାମକ ଝିଅମାନେ : ସେ ନିଜ ସ୍ୱାମୀଙ୍କର ସବୁ ସ୍ୱପ୍ନକୁ ପୁର କରିଥାନ୍ତି , ତାଙ୍କ ଇଚ୍ଛନୁସାରେ ସେ ତାଙ୍କ ସ୍ୱାମୀଙ୍କପାଈଁ ସବୁ କିଛି କରିଥାନ୍ତି । ଓ ତାଙ୍କୁ କେବେ ଏକେଲା ଛାଡି ଯାଆନ୍ତି ନାହିଁ ।

୬) T ନାମକ ଝିଅମାନେ : ଏହି ଅକ୍ଷରର ଝିଅମାନେ ଅନ୍ୟମାନଙ୍କର ଭଲ ବିଷୟରେ ସବୁବେଳେ ଚିନ୍ତା କରନ୍ତି , ଏମାନେ ନିଜ ସ୍ୱାମୀଙ୍କର ପାଇଁ ସବୁ କିଛି କରିପାରନ୍ତି , ଏମାନଙ୍କପାଇଂ ସ୍ୱାମୀ ହିଁ ସବୁ କିଛି ହୋଇଥାଏ ।

Leave a Reply

Your email address will not be published.