IAS ଇଣ୍ଟରଭିୟୁରେ ଜଣେ ଝିଅ କୁ ପଚରାଗଲା – ଏମିତି କେଉଁ ଜିନିଷ ଅଛି ଯାହାକୁ ଫ୍ରିଜରେ ରଖିଲେ ପରେ ବି ତାହା ଗରମ ରହିଥାଏ,ଝିଅଟି ଦେଲା ଏଭଳି ଜବାବ ଯେ ସମସ୍ତେ ଚକିତ ହେଇଗଲେ..

ସେମିତି ଆପଣ ବହୁତ ପ୍ରଶ୍ନ ଉତ୍ତର ଖେଳ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମଜାଦାର ଖେଳ ନେଇକରି ଆସିଛୁ । ଯାହାର ଉତ୍ତର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି , ଓ ଆଶା କରୁଛୁ କି ତାହା ଶୁଣିଲା ପରେ ହସ ବି ଆସିପାରେ , ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ଆପଣଙ୍କୁ ଅଧିକା ମସ୍ତିଷ୍କ ଲଗାଇବାକୁ ପଡିବ ନାହିଁ , ଏହି ପ୍ରଶ୍ନର ଉତ୍ତର ସେମିତି ବହୁତ ଖାସ୍ ଅଟେ , ଏବେ ଆମେ ଏମିତି କଣ ପାଇଁ କହୁଚୁ ନିଜେ ଏହି ପ୍ରଶ୍ନକୁ ଦେଖିଲେ ଜାଣିପାରିବେ , କେବଳ ସେତିକି ନୁହେଁ ଏହି ପ୍ରଶ୍ନର ଉତ୍ତର ଦେବା ସମୟରେ ଆପଣଙ୍କୁ ମଜା ବି ଆସିବ । ସେମିତି ଏଠାରେ କେଉଁ ଇଣ୍ଟରଭ୍ୟୁ କରାଯାଉନାହିଁ ଏହା କେବଳ ମନୋରଞ୍ଜନ ପାଇଁ ପ୍ରଶ୍ନ ଅଟେ , ଟିକିଏ ବୁଦ୍ଧି ଖଟାଇ ଏହାର ଉତ୍ତର ଦିଅନ୍ତୁ , ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

 

୧) ସବୁଠାରୁ ପ୍ରଥମ ପ୍ରଶ୍ନ ଏହା କି ଆଲଫାବେଟ୍ ବି କଣ ପାଇଁ ଅଧିକା ଥଣ୍ତା ରହିଥାଏ ?

ଉତ୍ତର : ଏହାର ଉତ୍ତର ଆପଣଙ୍କୁ ବୋଧେ ଜଣାନଥିବ , ଆଲଫାବେଟ୍ “ବି” ସବୁବେଳେ ଆଲଫାବେଟ୍ “ଏ” ମଧ୍ୟରେ ଏସି ମଧ୍ୟରେ ରହିଥାଏ , ଏଥିପାଇଁ ସେ ସବୁବେଳେ ଥଣ୍ତା ରହିଥାଏ ।

 

୨) ଏବେ ଦ୍ୱିତୀୟ ପ୍ରଶ୍ନ ଟି ହେଲା ଆମେରିକାରେ ରହୁଥିବା ବ୍ୟକ୍ତିକୁ ଇଣ୍ତିଆରେ ପୋତିବା କାନୁନ୍ ବିରୋଧୀ କଣ ପାଇଁ ଅଟେ , ?

ଉତ୍ତର୍ : ଯେଉଁ ବ୍ୟକ୍ତି ଆମେରିକାରେ ଜୀବିତ ଅଛି , ଆମେ ଇଣ୍ତିଆରେ କିପରି ତାକୁ ପୋତିପାରିବା , ଏହା ପ୍ରକୃତରେ ଆଇନ୍ ବିରୋଧୀ କାର୍ଯ୍ୟ ହେବ , ଆମେ ଜାଣିଛୁ ଏହି ପ୍ରଶ୍ନ ଟିକେ ଅଖାଡୁଆ ଏଟେ , କିନ୍ତୁ ବହୁତ ମଜାଦାର ଅଟେ ।

 

୩)ଏବେ ଆଉ ଗୋଟେ ପ୍ରଶ୍ନ ଏହା କି ହାତୀ ଫେବୃୟାରୀ ପରିବର୍ତ୍ତେ ଜାନୁୟାରୀରେ ଅଧିକା ପାଣି କଣ ପାଇଁ ପିଇଥାଏ ?

ଉତ୍ତର : କହିଦେବୁ କି ଜାନୁୟାରୀରେ ତିନି ଦିନ ଅଧିକା ଯାହା ହୋଇଥାଏ ।

୪) ଏମିତି କେଉଁ ଜିନିଷ ଅଛି ଯାହା ଫ୍ରିଜ୍ ରେ ରଖିଲେ ବି ଗରମ ହୋଇଥାଏ ।

ଉତ୍ତର : ସେମିତି ବୋଧେ ଆପଣଙ୍କୁ ଏହାର ଉତ୍ତର ମାଲୁମ୍ ନଥିବ , କିନ୍ତୁ ଚିନ୍ତା କରନ୍ତୁ ନାହିଁ , ଆମେ ଆପଣଙ୍କୁ ଏମିତି ମଜାଦାର ପ୍ରଶ୍ନର ଉତ୍ତର ଦେବୁ । ଏହାର ଉତ୍ତର ହେଲା ଗରମ ମସାଲା ଯାହା ଫ୍ରିଜରେ ରଖିଲା ପରେ ବି ଗରମ ରହିଥାଏ  ।

Leave a Reply

Your email address will not be published.