ସେମିତି ଆପଣ ବହୁତ ପ୍ରଶ୍ନ ଉତ୍ତର ଖେଳ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମଜାଦାର ଖେଳ ନେଇକରି ଆସିଛୁ । ଯାହାର ଉତ୍ତର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି , ଓ ଆଶା କରୁଛୁ କି ତାହା ଶୁଣିଲା ପରେ ହସ ବି ଆସିପାରେ , ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ଆପଣଙ୍କୁ ଅଧିକା ମସ୍ତିଷ୍କ ଲଗାଇବାକୁ ପଡିବ ନାହିଁ , ଏହି ପ୍ରଶ୍ନର ଉତ୍ତର ସେମିତି ବହୁତ ଖାସ୍ ଅଟେ , ଏବେ ଆମେ ଏମିତି କଣ ପାଇଁ କହୁଚୁ ନିଜେ ଏହି ପ୍ରଶ୍ନକୁ ଦେଖିଲେ ଜାଣିପାରିବେ , କେବଳ ସେତିକି ନୁହେଁ ଏହି ପ୍ରଶ୍ନର ଉତ୍ତର ଦେବା ସମୟରେ ଆପଣଙ୍କୁ ମଜା ବି ଆସିବ । ସେମିତି ଏଠାରେ କେଉଁ ଇଣ୍ଟରଭ୍ୟୁ କରାଯାଉନାହିଁ ଏହା କେବଳ ମନୋରଞ୍ଜନ ପାଇଁ ପ୍ରଶ୍ନ ଅଟେ , ଟିକିଏ ବୁଦ୍ଧି ଖଟାଇ ଏହାର ଉତ୍ତର ଦିଅନ୍ତୁ , ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।
୧) ସବୁଠାରୁ ପ୍ରଥମ ପ୍ରଶ୍ନ ଏହା କି ଆଲଫାବେଟ୍ ବି କଣ ପାଇଁ ଅଧିକା ଥଣ୍ତା ରହିଥାଏ ?
ଉତ୍ତର : ଏହାର ଉତ୍ତର ଆପଣଙ୍କୁ ବୋଧେ ଜଣାନଥିବ , ଆଲଫାବେଟ୍ “ବି” ସବୁବେଳେ ଆଲଫାବେଟ୍ “ଏ” ମଧ୍ୟରେ ଏସି ମଧ୍ୟରେ ରହିଥାଏ , ଏଥିପାଇଁ ସେ ସବୁବେଳେ ଥଣ୍ତା ରହିଥାଏ ।
୨) ଏବେ ଦ୍ୱିତୀୟ ପ୍ରଶ୍ନ ଟି ହେଲା ଆମେରିକାରେ ରହୁଥିବା ବ୍ୟକ୍ତିକୁ ଇଣ୍ତିଆରେ ପୋତିବା କାନୁନ୍ ବିରୋଧୀ କଣ ପାଇଁ ଅଟେ , ?
ଉତ୍ତର୍ : ଯେଉଁ ବ୍ୟକ୍ତି ଆମେରିକାରେ ଜୀବିତ ଅଛି , ଆମେ ଇଣ୍ତିଆରେ କିପରି ତାକୁ ପୋତିପାରିବା , ଏହା ପ୍ରକୃତରେ ଆଇନ୍ ବିରୋଧୀ କାର୍ଯ୍ୟ ହେବ , ଆମେ ଜାଣିଛୁ ଏହି ପ୍ରଶ୍ନ ଟିକେ ଅଖାଡୁଆ ଏଟେ , କିନ୍ତୁ ବହୁତ ମଜାଦାର ଅଟେ ।
୩)ଏବେ ଆଉ ଗୋଟେ ପ୍ରଶ୍ନ ଏହା କି ହାତୀ ଫେବୃୟାରୀ ପରିବର୍ତ୍ତେ ଜାନୁୟାରୀରେ ଅଧିକା ପାଣି କଣ ପାଇଁ ପିଇଥାଏ ?
ଉତ୍ତର : କହିଦେବୁ କି ଜାନୁୟାରୀରେ ତିନି ଦିନ ଅଧିକା ଯାହା ହୋଇଥାଏ ।
୪) ଏମିତି କେଉଁ ଜିନିଷ ଅଛି ଯାହା ଫ୍ରିଜ୍ ରେ ରଖିଲେ ବି ଗରମ ହୋଇଥାଏ ।
ଉତ୍ତର : ସେମିତି ବୋଧେ ଆପଣଙ୍କୁ ଏହାର ଉତ୍ତର ମାଲୁମ୍ ନଥିବ , କିନ୍ତୁ ଚିନ୍ତା କରନ୍ତୁ ନାହିଁ , ଆମେ ଆପଣଙ୍କୁ ଏମିତି ମଜାଦାର ପ୍ରଶ୍ନର ଉତ୍ତର ଦେବୁ । ଏହାର ଉତ୍ତର ହେଲା ଗରମ ମସାଲା ଯାହା ଫ୍ରିଜରେ ରଖିଲା ପରେ ବି ଗରମ ରହିଥାଏ ।