June 3, 2023

Odia Express

News For Public

ଗରମ ପାଣିରେ ଏହି ୩ ଟି ଜିନିଷକୁ ମିଶାଇକରି ଶୋଇଲା ପୂର୍ବରୁ ପିଇଲେ, ରାତାରାତି ପେଟର ଚର୍ବୀ ଗାୟବ ହୋଇଯିବ..

1 min read

ଆଜି କାଲି ଫ୍ୟାସନ ଜମାନାରେ ସମସ୍ତେ ସ୍ମାର୍ଟ ଓ ଭଲ ଦେଖାଯିବାପାଇଁ ଚାହଁନ୍ତି , ଓ ଏଥିପାଇଁ ଆଜିକା ସମୟରେ ଅଧିକାଂଶ ଲୋକେ ନିଜ ସ୍ୱାସ୍ଥ୍ୟକୁ ନେଇକରି ବହୁତ ଚିନ୍ତିତ ରୁହନ୍ତି , ଓ ଅଧିକାଂଶ ଲୋକଙ୍କର ଚିନ୍ତା କେବଳ ତାଙ୍କ ମୋଟାପାକୁ ନେଇ ହୋଇଥାଏ , ଏହି ସଂବନ୍ଧିତ ଆପଣଙ୍କୁ କିଛି ଆବଶ୍ୟକ କଥା କହିବାକୁ ଯାଉଛୁ , ଆଜିର ସମୟରେ ଅଧିକାଂଶ ଲୋକେ ନିଜ ଶରୀରର ମୋଟାପାକୁ ନେଇ ଚିନ୍ତାରେ ରୁହନ୍ତି , ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହଁନ୍ତି , କିନ୍ତୁ ହୋଇପାରନ୍ତି ନାହିଁ ।

 

ଭଲ ଭଲ ଲୋକ ବି ମୋଟାପା କାରଣରୁ ଅସୁନ୍ଦର ବି ଦେଖାଯାଆନ୍ତି , କିନ୍ତୁ ମୋଟାପା ସକାଶେ ଭୁଲ୍ ଖାଦ୍ୟପେୟ ଗ୍ରହଣ କରି ଆମେ ନାନା ପ୍ରକାରର ଅସୁବିଧାରେ ସାମ୍ନା କରିଥାଉ , ଓ ଏଥିପାଇଁ ଆମେ ନାନା ପ୍ରକାରର ମେଡିସିନ୍ସ ଦ୍ୱାରା ଉପଚାର କରିବାକୁ ଚେଷ୍ଟା କରୁ , ଆପଣଙ୍କୁ କହିଦେବୁ କି ବାହାର ଖାଦ୍ୟରେ ତେଲ ମସଲା ଜାତୀୟ ଖାଦ୍ୟ ଅଧିକା ପରିମାଣର ଖାଇଲେ ଏହା ଜଲଦି ହିଁ ଶରୀର ମଧ୍ୟରେ ମୋଟାପାକୁ ବଢାଇଥଏ , ତେବେ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ତାହାର ସମାଧାନ ନେଇକରି ଆସିଛୁ , ଯାହାକୁ ସବୁ ଦିନ ଗୋଟେ ଗିଲାସ ସେବନ କଲେ ଆପଣ କିଛି ଦିନ ମଧ୍ୟରେ ପତଳା ହୋଇଯିବେ ।

 

ଯଦି ଆପଣ ମୋଟାପାରେ ଗ୍ରସିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୁସ୍ ବିଷୟରେ କହିବାକୁ ଯାଉଛୁ , ଯାହା ସବୁଦିନ ଗୋଟେ ଗିଲାସ ସେବନ କରିଲେ କିଛି ଦିନରେ ପତଳା ହୋଇଯିବେ , ଆମେ ଯେଉଁ ଜୁସ୍ ବିଷୟରେ କହୁଛୁ ତାହା କାକୁଡିର ଜୁସ୍ ବିଷୟରେ କହୁଛୁ ଯାହା ପେଟ ସଫା କରିଥାଏ , ଓ ତାହା ସହ ପେଟରେ ଚର୍ବୀକୁ ବଢାଇବାକୁ ଦିଏ ନାହିଁ , ଓ କ୍ୟାଲୋରି ବି କମ୍ ହୋଇଯାଏ , ଏହି ଜୁସ୍ କୁ ବ୍ୟବହାର ଆପଣ ଶୋଇବା ପୂର୍ବରୁ କରିବାର ଅଛି ।

 

ଏହା ଜୁସ୍ ତିଆରି ପାଇଁ ଆପଣଙ୍କ ଦରକାର ସାମଗ୍ରୀ ।

୨ କାକୁଡି, ୨ ଛୋଟ ଚାମଚ ଲେମ୍ବୁର ରସ, ଅଦା ଗୋଟେ ଛୋଟ ଖଣ୍ତ, ୨ ଚାମଚ ଚିନି, ଏକ ଛୋଟ ଚାମଚ ଭଜା ହୋଇଥିବା ଜିରା ପାଉଡର , ୩-୪ ଟି ପୁଦିନା ପତ୍ର, ଲୁଣ ସ୍ୱାଦ ଅନୁସାରେ ,

ସବୁଠାରୁ ପ୍ରଥମେ କାକୁଡିକୁ ଭଲ ଭାବରେ ଛୋଟ ଛୋଟ କାଟିଦେବାର ଅଛି , ଓ ବିନା ଚୋପା ଛଡାଇ ଜୁସର୍ ରେ ପକାଇ ତାକୁ ଅଦା ଓ ପୁଦିନା ପତ୍ରକୁ ବି ମିଶାଇଦେବାର ଅଛି , ଏଥିରେ ଚିନି,ଲେମ୍ବୁର ରସ , ଜିରା ପାଉଡର ଓ ଲୁଣ ମିଶାଈ ଭଲ ଭାବେ ମିଳାଇଦିଅନ୍ତୁ , ଏବେ ଜୁସ୍ ପ୍ରସ୍ତୁତ ହୋଇଯିବ , ଏହାକୁ ଶୋଇବା ପୁର୍ବରୁ କରିବାର ଅଛି, କିଛି ଦିନରେ ଆପଣଙ୍କ ପେଟରୁ ଚର୍ବୀ ଦୂର ହୋଇଯିବ ,

Leave a Reply

Your email address will not be published. Required fields are marked *