June 6, 2023

Odia Express

News For Public

ଶାସନରେ ଆସୁ ଆସୁ ବୃଦ୍ଧ ଲୋକଙ୍କ ପେନସନ୍ ବଢାଇଲେ ଏହି ରାଜ୍ୟର ସରକାର – ସାରା ଦେଶ କହିଲେ ମୁଖ୍ୟମନ୍ତ୍ରୀ ହେବ ତ ଏପରି..

ଜଗନ ରେଡ୍ଡି ସାଉଥ୍ ର ଏପରି ଏକ ଚେହେରା ଅଟନ୍ତି ଯିଏକି ନିଜ ଦମରେ ସୁପରଷ୍ଟାର୍ ହୋଇବାହାରିଛନ୍ତି , ଆନ୍ଧ୍ରର ସିଏମ୍ ଜଗନଙ୍କ ଲୋକପ୍ରିୟତା ଏତେ ବଢିଯାଈଛି କି ଜୁନିୟର୍ ଏନ୍ ଟିଆର୍ ଫିଲ୍ମ ପରି ସେ ହିରୋ ହୋଇଯାଇଛନ୍ତି , ଜଗନ ନୁଆ ସିଏମ୍ ହେଲେ , ସିଏମ୍ ହେବାପରେ ସେ ଆନ୍ଧ୍ରର ଲୋକଙ୍କ ଉପରେ ବହୁତ ଭଲ ପଦକ୍ଷେପ ନେଇଛନ୍ତି , ସେ ଏହି କଥାର ସଙ୍କେତ ଦେଇଛନ୍ତି କି ଆସୁଥିବା ସମୟରେ ଆନ୍ଧ୍ରପ୍ରଦେଶର ପ୍ରଶାସନ ବହୁତ ସାରା ପରିବର୍ତ୍ତନ କରି ଦେଖାଇବେ , ଜଗମୋହନ ରେଡ୍ଡି କିଛି ପ୍ରମୁଖ ଘୋଷଣା କରିଥିଲେ ,

 

ବୟସ୍କ ଲୋକଙ୍କ ପାଇଁ ଆର୍ ବର୍ଷ ବଢାଇକରି ୨,୫୦୦ ଟଙ୍କା ପ୍ରତିମାସ ପେନସନ୍ କରିଦେଇଛନ୍ତି , ତାହା ସହ ସବୁ ବର୍ଷ ହିସାବରେ ୨୫୦ ଟଙ୍କା ବଢିବ , ଯେବେ ତାଙ୍କର ପେନସନ୍ ୩୦୦୦ ଟଙ୍କା ପ୍ରତିମାସ ନ ହୋଇଯାଇଛି , ୧୫ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୪ ଲକ୍ଷ ରୋଜଗାର ହେବେ , ଏହି ସରକାରି ଯୋଜନା ଘର ଘର ପହଞ୍ଚାଇବାପାଇଁ ଗ୍ରାମ ସ୍ୱୟଂ ସେବକଙ୍କ ଭର୍ତ୍ତି କରାଯିବ , ଗାଁର ୫୦ ଘର ପାଇଁ ଏକ ଗ୍ରାମ ସ୍ୱୟଂ ସେବକ ଭର୍ତ୍ତି କରାଯିବ , ଏହି ଚାକିରି ପାଇଁ ୫୦୦୦ ଟଙ୍କା ପ୍ରତିମାସ ଦରମା ଦିଆଯିବ ।

 

ସିଏମ୍ ଆବାସରେ ସିଧା କଲ୍ କରିପାରିବେ , ଓ ଦେଇପାରିବେ ଅଭିଯୋଗ , ସିଏମ୍ ଆଆସରେ ଏକ କଲ୍ ସେଣ୍ଟର ଲଗାଯିବ , ଯାହାର ନମ୍ବର ରାଜ୍ୟର ଲୋକ ନିଜ ଅଭିଯୋଗ ଦର୍ଜ କରାଇପାରିବେ , ଏଥିରେ ଭ୍ରଷ୍ଟାଚାର ଓ କେଉଁ ଯୋଜନା ସଠିକ୍ ଫାଇଦା ନ ଉଠାଇବାର ଅଭିଯୋଗ ରହିବ ।

Leave a Reply

Your email address will not be published. Required fields are marked *