ପୁଣି ଅଡୁଆରେ ଫସିଲେ ଓଡ଼ିଆ ପ୍ରବଚକ ପଣ୍ଡିତ ଜିତୁ ଦାସ – ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହେଲା – ଦେଖନ୍ତୁ କାରଣ କଣ..

ଅଡୁଆରେ ଓଡ଼ିଆ ପ୍ରବଚକ ଜିତୁ ଦାସ | ପ୍ରାଥନା ଚ୍ୟାନେଲ ରେ ପ୍ରସାରିତ ଓଡ଼ିଆ ଭକ୍ତି କାର୍ଯ୍ୟକ୍ରମ ସାଧୁବାଣୀ ଜାରିୟା ରେ ସାରା ଓଡ଼ିଶାର ଘରେ ଘରେ ପରିଚିତି ହେଇଥିବା ପଣ୍ଡିତ ଜିତୁ ଦାସ ବର୍ତମାନ ଅଡୁଆରେ ଫସି ଯାଇଛନ୍ତି ଓ ତାଙ୍କ ନାମରେ କେସ ମଧ୍ୟ ରୁଜୁ କରା ଯାଇଛି |ତେବେ ଏହି ଘଟଣା ବର୍ତମାନ ସାରା ରାଜ୍ୟରେ ଚର୍ଚା ର ବିଷୟ ପାଲଟିଛି | ତେବେ କଣ ଥିଲା ତାଙ୍କର ଭୁଲ ଓ କଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା | ସବୁ କଥା ଜାଣିବା ପାଇଁ ଖବର କୁ ସମ୍ପୂର୍ଣ ପଢନ୍ତୁ

 

ତେବେ ଆପଣ ମଧ୍ୟ କେବେ ନା କେବେ ଓଡ଼ିଆ ଭକ୍ତି କାର୍ଯ୍ୟକ୍ରମ ରେ ପ୍ରସାରିତ ସାଧୁବାଣୀ ଦେଖିଥିବେ | ସେଥିରେ ପଣ୍ଡିତ ଜିତୁ ଦାସ ସବୁଦିନ କିଛି ନା କିଛି ଭକ୍ତି ବାଣୀ ଦେଇଥାନ୍ତି ଓ ପ୍ରାୟ ସବୁ ଘରେ ସେ ପରିଚିତ | ତେବେ ବର୍ତମାନ ଜିତୁ ଦାସ ଙ୍କ ପାଇଁ ଅଡୁଆ ବଢି ଯାଇଛି | ସେ ଏହି କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ମାନକୁ ଭିକାରି ଆଖ୍ୟା ଦେଇଥିବାରୁ ବର୍ତମାନ ତାଙ୍କ ନାମରେ ପୁରୀରେ ମାମଲା ରୁଜୁ କରା ଯାଇଛି | ତେବେ ଏହାକୁ ନେଇ ସାରା ଓଡ଼ିଶାର ବର୍ତମାନ ବ୍ରାହ୍ମଣ ମାନକ ଦ୍ୱାରା ଘୋର ବିରୋଧ କରା ଯାଇଛି

 

ତେବେ ଏହି ସମ୍ପର୍କ ରେ ଜିତୁ ଦାଶ ନିଜେ ଏହାକୁ ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି | ସେ ଏହି କାମ ପାଇଁ ଦୁଃଖିତ ବୋଲି ନିଜକୁ କହିଛନ୍ତି |ସେ ଏକଥା ମଧ୍ୟ କହିଛନ୍ତି ଯେ ମୁଁ ସର୍ବଦା ବ୍ରାହ୍ମଣ ମାନକ ସନମାନ କରେ ଭକ୍ତି କରେ | ତେବେ ଏହା ସହ ସେ ଅତ୍ୟନ୍ତ ମର୍ମାହତ | ତେବେ ଅନ୍ୟ ଏକ ଚ୍ୟାନେଲ କୁ ଏକ ସାକ୍ଷାତ ଦେବା ବେଳେ ସେ କହିଛନ୍ତି ଯେ ମୁଁ କେବଳ ଏହା ମନୋରଞ୍ଜନ ଧର୍ମୀ ରେ କହିଥାଏ |ତେବେ ସେ ଭିଡ଼ିଓ ଶେଷରେ କହିଛନ୍ତି ଯେ ସେ ଆଉ ପ୍ରାଥନା ଚ୍ୟନେଲ ରେ ଆଉ କୌଣସି କାର୍ଯ୍ୟକ୍ରମ କରିବେ ନାହିଁ | ତେବେ ଆଗାମୀ ଦିନରେ ଦେଖିବା ପାଇଁ ରହିଲା ଯେ ଜିତୁ ଦାଶ ଏହି ଅସୁବିଧା ରେ କେତେ ଫସିବେ ନା ନିଜେ ପୁଣି ଏଥିରେ ବାହାରି ପୁଣି ସେ ନିଜର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ପୁଣି ମନୋରଞ୍ଜନ କରିବେ |

 

Publiée par Pandit Jitu Dash sur Samedi 1 juin 2019

Leave a Reply

Your email address will not be published. Required fields are marked *