ପୂର୍ବ ପାକିସ୍ଥାନୀ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମାରିୟମ୍ ଇମରାନ୍ ଖାଁଙ୍କ ଉପରେ ଟାର୍ଗେଟ୍ କରିଛନ୍ତି , ମାରିୟମ୍ କହିଲେ କି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିଲକୁଲ୍ ସମ୍ମାନ କରନ୍ତି ନାହିଂମ୍ , ସେ କହିଲେ କି ଫେବୃୟାରୀରେ ମୋଦୀ ଇମରାନ୍ ଙ୍କ ଫୋନ୍ ବି ଉଠାଇନଥିଲେ ।ପାକିସ୍ଥାନର ୧୯୯୮ ପରମାଣୁ ପରୀକ୍ଷଣ ସଂବନ୍ଧରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାରିୟମ କହିଲେ କି ଇମରାନ୍ ଅଭିଯୋଗ କରିଥିଲେ , ଭାରତୀୟ ପ୍ରଧାନମନ୍ତ୍ରୀ ତାଙ୍କ ଫୋନ୍ ଉଠାଇନଥିଲେ , ସେହି ସମୟରେ ଦେଶରେ ଯୁଦ୍ଧ କାଳୀନ ପରିସ୍ଥିତି ଥିଲା ଶକ୍ତିଶାଳୀ ସେନା କଥା କହି ମାରିୟମ୍ କହିଲେ ମୋଦୀ ଦୁନିଆଁର ଅନ୍ୟ ରାଷ୍ଟଧ୍ୟକ୍ଷ୍ୟ ଇମରାନ୍ ଙ୍କୁ ସମ୍ମାନ ଦେଉନାହାନ୍ତି, କାରଣ ଜାଣିଛନ୍ତି କି ଆପଣ କାହା ସାହାଯ୍ୟରେ ଭୋଟ ଚୋରାଇପାରିବେ , ଆପଣଙ୍କ ଇସାରାରେ ଚାଲନ୍ତି ,
ସେ କହିଲେ କି ଇମରାନ୍ ଖାନ୍ ଆପଣଙ୍କ ଦର୍ଜ କେଉଁ କାଠ କଣ୍ତେଇ ପରି ଅଟେ , ଦୁନିଆଁରେ ଆପଣଙ୍କ କୌଣସି ସମ୍ମାନ ନାହିଁ , ମାରିୟମ୍ କହିଲେ କି ମୋଦୀ ନବାଜ ସରିଫ୍ ଙ୍କୁ ଦେଖା କରିବାକୁ ପାକିସ୍ଥାନ ଆସିଥିଲେ , ବାଜପେୟୀ ନବାଜ ସରିଫ୍ ଙ୍କୁ ଦେଖିବାକୁ ପାକିସ୍ଥାନ ଆସିଥିଲେ , ପୁରା ଦୁନିଆଁ ତାଙ୍କୁ ସମ୍ମାନ ଦେଉଛନ୍ତି , କିନ୍ତୁ ଆପଣଙ୍କ ମାମଲାରେ ଆପଣ ଫୋନ୍ ତ ଉଠାଉନାହାନ୍ତି , କାରଣ ଆପଣ ଜଣେ ଫର୍ଜୀ ପ୍ରଧାନମନ୍ତ୍ରୀ ଅଟନ୍ତି ।