April 25, 2024

Odia Express

News For Public

ଦୁଇ ପୁଅ କରିଦେଲା ମନା , କିନ୍ତୁ ଝିଅ ଲିଭର ଦାନ କରି ବଞ୍ଚାଇଲା ନିଜ ବାପାଙ୍କର ଜୀବନ..ଆଉ ତାପରେ..

ଝିଅମାନେ କିଛି ଅଲଗା କରି ସମାଜରେ ଏକ ସନ୍ଦେଶ ଛାଡିଯାଆନ୍ତି । ଓ ଝିଅମାନେ ପ୍ରମାଣିତ କରିଦେଇଛନ୍ତି କି ଯେବେ ନିଜ ଉପରକୁ ସଙ୍କଟ ଆସିଥାଏ ତେବେ ଝିଅମାନେ ହିଁ ନିଜ ଜୀବନ ସହ ଖେଳି ନିଜ ଆପଣାଙ୍କ ପାଇଁ ଠିଆ ହୁଅନ୍ତି । ମିର୍ଜାପୁରରେ ଏମିତି ଏକ ଝିଅ କରିଦେଖାଇଛନ୍ତି , ନିଜ ଜୀବନର ଚିନ୍ତା ନକରି ସେ କିଛି ସମୟ ପୂର୍ବରୁ ନିଜ ବାପାଙ୍କୁ ଲିଭର୍ ଦାନ କରି ଜୀବନ ବଞ୍ଚାଈଲେ , ଝିଅର ବାହାଘର ହୋଇସାରିଛି, ତାର ଦୁଇଟି ଛୋଟ ଛୋଟ ଛୁଆ ବି ଅଛନ୍ତି , କିନ୍ତୁ ଗୋଟେ ଝିଅ ପ୍ରମାଣିତ କରିଦେଲା କି ବାପ ଝିଅର ସଂମ୍ପର୍କ ଭଗବାନଙ୍କ ନିକଟରେ ଅମୂଲ୍ୟ ଅଟେ , ମିର୍ଜାପୁର ଜମାଲପୁର ଥାନା କ୍ଷେତ୍ରରେ ବହୁଆର ଗାଁରେ ରହୁଥିବା ପ୍ରକାଶ ତ୍ରିପାଠିଙ୍କ ଅବସ୍ଥା କିଛି ଦିନ ହେବ ଖରାପଥିଲା , ଏହାପାଇଁ ରବି ପ୍ରକାଶ ତ୍ରୀପାଠିଙ୍କୁ ବାରଣାସୀ ସ୍ଥିତ ହେରିଟେଜ୍ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା

 

ବହୁତ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ବି ପରିବର୍ତ୍ତନ ଦେଖାଦେଇନଥିଲା , ଡାକ୍ତର ତାଙ୍କ ଲିଭର ପରିକ୍ଷା କଲେ ଜାଣିପାରିଲେ କି ଲିଭର୍ ଖରାପ ହୋଇଯାଇଛି, ଡାକ୍ତର ଲିଭର ଟ୍ରାନ୍ସପ୍ଲାଣ୍ତ କରିବାପାଇଁ ମେଦାନ୍ତା ଗୁଡଗାଓଁ କିମ୍ବା ଏମ୍ସ କୁ ଯିବାକୁ କହିଥିଲେ । ପରିଜନ ରବି ପ୍ରକାଶ ତ୍ରୀପାଠିଙ୍କୁ ନେଇକରି ମେଦାନ୍ତା ମେଡିକାଲ୍ ରେ ପହଞ୍ଚିଲେ , ଲିଭର ଟ୍ରାନ୍ସପ୍ଲାଣ୍ତ ପାଇଁ କେଉଁ ଏକ ଡୋନର୍ ଦରକାର ଥିଲା , ଅସଲ ସମସ୍ୟା ଏହା ଥିଲା କି ରବି ପ୍ରକାଶଙ୍କର ପ୍ରାୟ ୬ ଜଣ ଛୁଆ ଥିଲେ ,

 

ଦୁଇଟି ପୁଅ ଓ ଚାରୋଟି ଛୁଆ , ବିଣା, ବ୍ୟୁଟି, ବୁଲବୁଲ୍ , ବାନୋ , ଲିଭର ଡୋନେଟ୍ କରିବାର କିଛି ବାଟ ଦେଖାଯାଉନଥିଲା , ଏହାପରେ ଡାକ୍ତରମାନେ ରୋଗୀକୁ ଘରକୁ ଯିବାପାଇଁ କହିଲେ । ଲିଭର ଟ୍ରାନ୍ସପ୍ଲାଣ୍ଟ ଅବସ୍ତ୍ଃଆରେ ରବି ପ୍ରକାଶଙ୍କ ବଞ୍ଚିବା ମୁସକିଲ୍ ଥିଲା , ଯେମିତି ବିଣାଙ୍କୁ ଜଣା ପଡୀଲା ସେ ଜିବନ ବଞ୍ଚାଇବାକୁ ଯାଇ ନିଜ ଶଶୁରଘର ରୁ କଞ୍ଚନପୁରରୁ ଶଶୁର ଶ୍ରୀ ନିତି ଉପାଧ୍ୟାୟ ଙ୍କ ସହ ମେଦନ୍ତା ମେଡିକାଲ୍ ଗୁଡଗାଓଁରେ ପହଞ୍ଚିଲେ , ବାପାଙ୍କ ଜୀବନ ବଞ୍ଚାଇବାପାଇଁ  ନିଜ ଲିଭର ଟ୍ରାନ୍ସପ୍ଲାଣ୍ତ କରିବାର ଫଇସଲା ନେଲେ , ଏହି ଫଇସଲାରେ ବିଣାଙ୍କ ସ୍ୱାମୀ ମନିଷ ଉପାଧ୍ୟାୟ ଓ ଶଶୁରଙ୍କ ସହମତିଥିଲା ।

Leave a Reply

Your email address will not be published. Required fields are marked *