ବର୍ତ୍ତମାନର ତାଜା ଖବର – ଧୋନୀ କହିଲେ ନିଜ ଗ୍ଲୋବ୍ସ ରୁ ସେନାର ବଳିଦାନ ବ୍ୟାଚ୍ ହଟାଇବି ନାହିଁ କାରଣ..

ଏବେ ଧୋନୀଙ୍କ ଗ୍ଲୋବ୍ସ ର ମାମଲା ସବୁଆଡେ ଆଲୋଚନା ହେଉଛି , ଧୋନୀ ସେନାର ବଳିଦାନ ଚିହ୍ନ ଗ୍ଲୋବ୍ସରେ ଲଗାଇଛନ୍ତି , ଆଇସିସି କ୍ରିକେଟ୍ ଏହା ଉପରେ ଆପତ୍ତି ପ୍ରକାଶ କରିଛି , ଟିଭି ଚ୍ୟାନେଲ୍ ଆଜ୍ ତକ୍ ଅନୁସାରେ ଧୋନୀ ବ୍ୟାଚ୍ ନ ହଟାଇବାକୁ ନେଇ ଏବେ ନିଜ ମତବ୍ୟକ୍ତ କହିଛନ୍ତି , ଧୋନୀ କହିଲେ କି ସେନାର ବଳିଦାନ ବ୍ୟାଚ୍ ସେ ଗ୍ଲୋବ୍ସରୁ ହଟାଇବେ ନାହିଁ ।ସେମିତି ଆଇସିସି ଙ୍କୁ ଏହି କଥା ଜଣାନାହିଁ କି ଭାରତରେ କ୍ରିକେଟ୍ ଓ ଦେଶଭକ୍ତିର ଏବେ ଚାରିଆଡେ ଚର୍ଚ୍ଚା ହୋଇଛି, ଏଠାରେ କ୍ରିକେଟିୟର ଓ ସୈନିକ ଦୁହେଁ ଭଗବାନଙ୍କ ପରି ପୂଜା ପାଆନ୍ତି , ମହେନ୍ଦ୍ର ସିଂ ଧୋନୀ ଏହି ଦୁହେଁ ଅଟନ୍ତି ,

 

ସୋସିଆଲ୍ ମିଡିଆରେ ଲୋକଙ୍କର କହିବା କଥା କି ଯେବେ ମ୍ୟାଚ୍ ର ପ୍ରଥମ ଖେଳାଳୀ ନମାଜ ପଢିପାରିବେ ତେବେ ଗ୍ଲୋବ୍ସରେ କଣ ଭୁଲ୍ ଅଛି  ଫ୍ୟାନ୍ଦ ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି କି ଏବେ ସେନାର ସମ୍ମାନ ଯୋଡି ଦେଇଛନ୍ତି , ସୋସିଆଲ୍ ମିଡିଆରେ କିଛି ଲୋକ ପାକିସ୍ଥାନୀ ଟିମ୍ ଫଟୋ ଦେଖାଉଛନ୍ତି , ଯେଉଁଥିରେ ସେମାନେ ପଡିଆରେ ନମାଜ ପାଠକରୁଛନ୍ତି ।

ଏମିତିରେ ଲୋକେ ପ୍ରଶ୍ନ କରୁଛନ୍ତି କି ଯଦି କେଉଁ ପୁରା ଟିମ୍ ମଇଦାନରେ ନିଜ ଧାର୍ମିକ ଭାବନାକୁ ପ୍ରକଟ କରିପାରେ ତେବେ ଗ୍ଲୋବ୍ସରେ ବ୍ୟାଚ୍ ଲଗାଇବାରେ ଭୁଲ୍ କଣ ଅଛି, ଯେବେ କି ଧୋନୀ ନିଜେ ଲେଫ୍ଟିନାଣ୍ଟ କର୍ଣ୍ଣଲ ଅଛନ୍ତି ,

 

ନମାଜ ପଢିବା ବାଲା କଥା କେବଳ ଫ୍ୟାନ୍ସ ନୁହେଁ ବରଂ ବଡ ବଡ କଳାକାର ବି ଉଠାଉଛନ୍ତି , ପାକିସ୍ଥାନର ତାରିକ୍ ଫତେହ ଏହି ଆପତ୍ତି ଦର୍ଜ କରାଇଛନ୍ତି , ସେମିତି ଭାରତୀୟ ଫୁଟବଲ୍ ଟିମ୍ ର ପୂର୍ବତନ ଅଧିନାୟକ ବାଇଚୁଙ୍ଗ୍ ଭୁତିଆ ବି କହନ୍ତି କି ଧୋନୀ ଏହି ଭଳି ଗ୍ଲୋବ୍ସରେ ଚିହ୍ନ ରଖି କିଛି ଭୁଲ୍ କରିନାହାନ୍ତି , କିନ୍ତୁ ଯଦି ଆଇସିସି ନିୟମ ଅଛି ତେବେ ଏହା ଦେଖିବାର ଅଛି,

କଣ ଅଟେ ବଲିଦାନ ବ୍ୟାଚ୍ ?

ପ୍ୟାରାଶୁଟ୍ ରେଜିମେଣ୍ଟ ବିଶେଷ ବଳଙ୍କ ପାଖରେ ତାଙ୍କର ଅଲଗା ବ୍ୟାଚ୍ ହୋଇଥାଏ , ଯେଉଁଥିରେ ବଳିଦାନ ରୁପରେ ଜଣାଯାଏ , ଏହି ବ୍ୟାଚ୍ ରେ ବଳିଦାନ ଶବ୍ଦ କୁ ଦେବନାଗରୀ ଲିପିରେ ଲେଖାଯାଇଛି, ଏହି ବ୍ୟାଚ୍ ରୁପା ଧାତୁରେ ବନା ହୋଇଥାଏ । ଯେଉଁଥିରେ ଉପରେ ପଟୁ ପ୍ଲାଷ୍ଟିକ୍ ଆୟତ ହୋଇଥାଏ , ଏହି ବ୍ୟାଚ୍ କେବଳ ପାରା କମାଣ୍ତୋ ମାନେ ପିନ୍ଧି ପାରନ୍ତି  ।

Leave a Reply

Your email address will not be published.