April 17, 2024

Odia Express

News For Public

ଏହା ହେଲା ଗଳାରେ କ୍ୟାନ୍ସର ହେବାର ୬ ଟି ବଡ ପ୍ରାରମ୍ଭିକ ଲକ୍ଷଣ , ଯାହାକୁ ଏଭଳି ଚିହ୍ନି ଆପଣ ବଞ୍ଚାଇପାରିବେ ଜଣେ ମଣିଷର ଜୀବନ..

ଏହି କଥା ସମସ୍ତେ ଜାଣନ୍ତି କି କ୍ୟାନ୍ସର ଏକ ଭୟାନକ ରୋଗ ଅଟେ , ଯାହାର ସହଜରେ ପତ୍ତା ଲାଗିପାରେ ନାହିଁ , ଯାହାକୁ ନେଇ ମଣିଷ ନିଜ ଜୀବନ ହରାଇବସେ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଗଳାରେ ହେଉଥିବା କ୍ୟାନ୍ସର ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ , ହଁ ଆଜ୍ଞା ବହୁତ ଥର ମଣିଷର ଗଳାରେ ପୀଡା ହୋଇଥାଏ , ଓ ଏହାକୁ ସେ ସାମାନ୍ୟ ପୀଡା ଭାବି ଅଣଦେଖା କରିବସେ , ହୋଇପାରେ ଏହା ପ୍ରାରମ୍ଭିକ କ୍ୟାନ୍ସରର ଲକ୍ଷଣ ହୋଇଥିବ , କିନ୍ତୁ ଯେବେ ପର୍ଯ୍ୟନ୍ତ ଏହି କଥା ତାଙ୍କୁ ଜଣା ପଡୀଯାଏ , ତେବେ ବହୁତ ଡେରି ହୋଈଯାଏ , ଏମିତିରେ ସେ ରୋଗ ବିଷୟରେ ଜାଣିଲାପରେ ନିଶ୍ଚିତ ତାର ଉପଚାର ପାଇଁ ଚେଷ୍ଟା କରନ୍ତୁ , ଆଜି ଆମେ ଆପଣଙ୍କୁ ଗଳାରେ ହେଉଥିବା କ୍ୟାନ୍ସରର କିଛି ପ୍ରାରମ୍ବିକ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ , ଯାହା ଦ୍ୱାରା ଆପଣ ଏହି ରୋଗ ବିଷୟରେ ଆଗରୁ ଜାଣିପାରିବେ ।

 

୧) ଗିଳିଲା ବେଳକୁ ଗଳାରେ ପୀଡା ହେବା : କହିଦେବୁ କି ଗଳାରେ କ୍ୟାନ୍ସର ହେଲେ ଏହା ପ୍ରଥମ ସଙ୍କେତ ଅଟେ , ସାଧାରଣତଃ ଖାଇବା ଗିଳିଲା ବେଳେ ଏହି ସମସ୍ୟା ଦେଖାଦେଇଥାଏ , କିନ୍ତୁ ଆମେ ନରମ ଖାଦ୍ୟ ଖାଇଥାଉ , କିନ୍ତୁ ଏହା ଭୁଲ୍ ଅଟେ , କାରଣ ଏମିତି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ।

୨) କଥାବାର୍ତ୍ତାରେ ଓଜନଦାର କଥା ଶୁଭିବା : ଜଣାଇଦେବୁ କି ଗଳାରେ କ୍ୟାନ୍ସର ହେଲେ ତାଙ୍କର କଥାରେ ଭାରି ଲାଗିଥାଏ , ଓ ଗଳା ବସିପଡିବା ଓ ଆଦି ନାନା ପ୍ରକାର ଲକ୍ଷଣ ଦେଖାଦେଇଥାଏ ।

 

୩) କାନ , ଗଳା, ଓ ମୁଣ୍ତ ବିନ୍ଧା ହେବା : ଯଦି ଆପଣଙ୍କୁ ବହୁତ ଦିନ ହେଲା , କାନ , ମୁଣ୍ତ କିମ୍ବା ଗଳାରେ ଅସହନୀୟ ପୀଡା ହେଉଛି , ତେବେ ବିଲକୁଲ୍ ନଜର ଅନ୍ଦାଜ କରନ୍ତୁ ନାହିଁ , କାରଣ ଏହା ଗଳାରେ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ , କ୍ୟାନ୍ସର ହେବାପରେ ଏହା ଗଳାର ଗ୍ରନ୍ଥିକୁ ଫୁଲାଇଦିଏ , ଓ କଷ୍ଟ ହୋଇଥାଏ ।

୪) କଫ ଓ ଗଳାରେ କର୍କସ ଲାଗିବା : କହିଦେବୁ କି ଗଳାରେ ଯଦି ଲମ୍ବା ସମୟରେ କର୍କସ ଲାଗୁଛି , ତେବେ ଖାସିବାପରେ ଏହା ରକ୍ତ ବାହାରିଥାଏ , ତେବେ ସାବଧାନ ହୋଇଯାଆନ୍ତୁ , ଏମିତିରେ ଜରୁରୀ ହୋଇନଥାଏ କି କ୍ୟାନ୍ସର ହୋଇପାରେ , କିନ୍ତୁ ଡାକ୍ତରଙ୍କୁ ଦେଖାଇଦିଅନ୍ତୁ ।

 

୫) ଲଗାତାର କାଶ ଆସିବା : ଏବେ ସାଧାରଣତଃ କାଶ ହାଲକାରେ ଆମେ ନେଇଥାଉ , କିନ୍ତୁ ଅଣଦେଖା କରିଦେଉ । ଯଦି ଏହା ଲମ୍ବା ସମୟରୁ ଚାଲିଆସୁଛି ତେବେ ଏହା କ୍ୟାନ୍ସରର ଲକ୍ଷଣ ବି ହୋଇପାରେ , ଏହାକୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୬) ବହୁତ ଜଲଦି ଓଜନ କମିବା : ଏବେ ବିନା ଚେଷ୍ଟା କରି କେହି ବି ବ୍ୟକ୍ତି ଓଜନ କମାଇପାରିବ ନାହିଁ , ଯଦି ଏହା ସତ୍ତ୍ୱେ ବି ଆପଣଙ୍କ ଓଜନ କମିବାରେ ଲାଗିଛି , ତେବେ ଆପଣଙ୍କୁ ସାବଧାନ ହେବାକୁ ପଡିବ , କାରଣ ଏହା ଭଲ ନୁହେଁ , କହିଦେବୁ କି ଥାଇରଏଡ୍ ହେବାର ସଙ୍କେତ ବି ଏହା ଦେଇଥାଏ , ଯଦି ଏହାର ଚିକିତ୍ସା ନ କରାଯାଏ , ତେବେ ଏହା କ୍ୟାନ୍ସରର ରୁପ ନେଇଥାଏ ।

 

ଯଦି ଆପଣଙ୍କ ପରିବାରରେ କାହାକୁ ଏହି ଲକ୍ଷଣ ଗୁଡିକ ଦେଖାଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତର ପରାମର୍ଶ ନିଅନ୍ତୁ , ଯଦି ଏହା ଗୋଟେ ସପ୍ତାହ ଧରି ଦେଖାଯାଏ ତେବେ ଯାଞ୍ଚ କରିନିଅନ୍ତୁ , ଯଦି ଏହା ଚିକିତ୍ସା ଦ୍ୱାରା ହୋଇପାରୁନି ତେବେ ସର୍ଜରୀ ଦ୍ୱାରା ହଟାଯାଇପାରିବ , ଯଦି ଏହା ଫେଲ୍ ହୋଇଯାଏ ତେବେ ଏହା ଚିକିତ୍ସା କରିବା ଅସମ୍ଭବ ହୋଇଯାଏ ।

Leave a Reply

Your email address will not be published. Required fields are marked *