ଭାରତରେ ହେଲା ସବୁଠୁ ବଡ ଆବିଷ୍କାର – ଗୋଟେ ଟେଷ୍ଟରୁ ଜଣା ପଡିଯିବ କ୍ୟାନ୍ସର ପରି ମାରାତ୍ମକ ରୋଗ, ବଞ୍ଚିପାରିବ ଲକ୍ଷାଧିକ ଲୋକଙ୍କ ଜୀବନ..

କ୍ୟାନ୍ସର କୋଶିକାଗୁଡିକ ଚିହ୍ନିବା ଏବେ ସହଜ ହୋଇଯିବ , ଏହା ସମୟ ପୂର୍ବରୁ ଚିହ୍ନିବା ଓ ଉପଚାର ସଂମ୍ଭବ ହୋଇପାରୁଥିବାରୁ ଲକ୍ଷାଧିକ ଲୋକଙ୍କର ଜୀବନ ବଞ୍ଚିପାରିବ , ଏହି କାମକୁ ହିମାଚଳ ପ୍ରଦେଶର ସ୍ଥିତ ଭାରତୀୟ ପ୍ରୋଦୋଗିକ ସଂସ୍ଥାନ , ମଣ୍ତିର ସୋଧକର୍ତ୍ତା ମାନେ ସମ୍ଭବ କରିଦେଖାଇଛନ୍ତି , ଜୈବିକ କୋଶିକା ଭିତରେ ପାଣି ବିତରଣ ଦେଖିବା ଏବେ ସମ୍ଭବ ହୋଇପାରିଛି , ଶୋଧକର୍ତ୍ତା ମାନେ ଏହାପାଇଁ ଫ୍ଲୁରୋସେଣ୍ଟ ନେନୋଡାଟ୍ରସ୍ ଟେକନିକ୍ ପ୍ରସ୍ତୁତ କରିଛନ୍ତି । ଆରମ୍ଭିକ ସୋଧରୁ ସଂଙ୍କେତ ମିଳୁଛି କି ସାମାନ୍ୟ କୋଶିକା ଗୁଡିକ ତୁଳନାରେ କ୍ୟାନ୍ସର ସେଲ୍ସ ଭିତରେ ପାଣିର ବିତରଣ ଭିନ୍ନ ହୋଇଥାଏ , ସୋଧକର୍ତ୍ତା ଟିମ୍ ର ନେତୃତ୍ୟ ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସ , ଆଇଆଇ ଟି ମଣ୍ତି ଏସୋସିଏଟ୍ ପ୍ରୋଫେସର ଡାକ୍ତର ଚୟନ ନନ୍ଦୀ କରିଥିଲେ  ମଣିଷର ଶରୀରର କୋଷିକାରେ ବହୁତ ଘଟକ ହୋଇଥାଏ ,

 

ଏଥିରେ ସର୍ବାଧିକ ୮୦ ପ୍ରତିଶତ ପାଣି ହୋଇଥାଏ , ପାଣିରେ ଅଣୁ ପରସ୍ପର ଦୂର୍ବଳ ବନ୍ଧନ ବଳ ସହ ଯୋଡି ହୁଅନ୍ତି , ଏହି ହାଇଡ୍ରୋଜେନ୍ ବନ୍ଧନ କହନ୍ତି , ଏହା ପାଣିର ପରିବେଶ ପ୍ରତିକ୍ରିୟାକୁ ଅନୁସାରେ ବଦଳିଥାନ୍ତି , ଦୁଇଟି କୋଶିକା ମଧ୍ୟରେ ପାଣି ଯାହା କୋଶିକା କାର୍ଯ୍ୟକୁ ନିୟନ୍ତ୍ରିତ କରିଥାଏ , ଏହା ଭଲ ଭାବେ ପରିବର୍ତ୍ତନ କରି ବାୟୋକ୍ରୋମୋଲେକ୍ଲୁଅର୍ ଡିସ୍ଫେକ୍ସନ ସମସ୍ୟା ହୋଇଥାଏ , ଏହାର ପରିମାଣ ସ୍ୱରୁପ କ୍ୟାନ୍ସର କିମ୍ବା ମାନସିକ ରୋଗ ଉତ୍ପନ୍ନ ହୋଇଥାଏ ।

 

ମାର୍କର ପ୍ରୟୋଗ ସାଧାରଣତଃ କୋଶିକା ମଧ୍ୟରେ ସଂରଚନା ଓ ଘଟକ ବିଷୟରେ ଜାଣିବାପାଈଁ ଜଣାଯାଏ , ଫ୍ଲୁରୋସେଣ୍ଟ ମାର୍କର ରଶ୍ମୀ ପ୍ରଦାନ କରି ସେହି କମ୍ପୋନେଣ୍ଟ ର ସ୍ଥାୟୀ ଓ ସରଞ୍ଚନା ଦର୍ଶାଇଥାଏ , ଯେଉଁଥିରେ ଏହା ଯୋଡିହେବା , ଏବେ ପର୍ଯ୍ୟନ୍ତ ମାର୍କର ନଥିଲେ ଯିଏ କୋଶିକା ଭିତରେ କେବଳ ପାଣିର ବନ୍ଧନ ବନାଇଛନ୍ତି , ଡାକ୍ତର ନନ୍ଦୀ ଟିମ୍ ଦ୍ୱାରା ତିଆରି ଫ୍ଲୁରୋସେଣ୍ଟ ନେନୋଡେଟ୍ ତିଆରି ନେନୋମିଟର ସ୍କେଲ୍ ଅଟେ ,ଅର୍ଥାତ୍ ମଣିଷର ବାଳର ମୋଟାଇ ୮୦,୦୦୦୦ ଗୁଣା ଛୋଟ ଅଟେ , ନେନୋଡେଟ୍ କାର୍ବନରୁ ବନାଯାଇଛି, ଏଥିରେ ହାଇଡ୍ରୋଫିଲିକ୍ ପାଣିର ଆକର୍ଷଣ ଓ ହାଇଡ୍ରୋଫେବିକ୍ ପାଣିର ବିକର୍ଷଣ ଦୁହେଁ ଭାଗ ଅଛି, ଯାହା ସାବୁନ୍ ଅଣୁରେ ହୋଇଥାଏ ,

ଗୋଟେ ହିଁ ନେନୋଡେଟ୍ ଭିତର ପାଣିର ଆକର୍ଷକ ଓ ପାଣିର ବିକର୍ଷକ ଭାଗ ହେବା କାରଣରୁ ନିଜେ ପାଣିର ହାଇଡ୍ରୋଜେନ୍ ବନ୍ଧନ ପରି ବ୍ୟବସ୍ଥିତ କରିନିଅନ୍ତି , ଗ୍ରିଜ୍ ଚାରୋଟି ଓ ସାବୁନ୍ ର ମିସେଲ୍ ଅଣୁ ସମୁଦ ହୋଇଯାଇଥାଏ , ଏହା ଅତିରିକ୍ତ ନେନୋଡେଟ୍ ପ୍ରଦିପ୍ତ ହୋଇପାରେ , ଅର୍ଥାତ୍ ନିକଟ୍ ଅଲଟ୍ରାଭାଓଲେଟ୍ ଲାଇଟ୍ ରୁ ପ୍ରକାଶିତ କରିବାରେ ଅଲଟ୍ରାଭାଓଲେଟ୍ ବେବ୍ଲେଥ୍ ରଶ୍ମୀ ଦେଇପାରେ , ଏହାର ରଶ୍ମୀ ଦେବାପାଇଁ ଲାଗୁଥିବା ସମୟ ହାଇଡ୍ରୋଜେନ୍ ବନ୍ଧନ ନେଟୱର୍କ ଚାରୋଟି ଯାକ ଓ ନେନୋଡେଟ୍ ସେଲ୍ ମିସେଲ୍ ସରଞ୍ଚନା ଉପରେ ନିର୍ଭର କରିଥାଏ ।

Leave a Reply

Your email address will not be published.