March 26, 2024

Odia Express

News For Public

ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି ଏହି ରାଶିର ପୁରୁଷମାନେ , କେବେ ବି ତାଙ୍କୁ ଏକା ଛାଡି ରହିପାରନ୍ତି ନାହିଁ …

ବାହାଘର ଯାହାକି ସବୁ ସଂମ୍ପର୍କରୁ ଅଧିକା ପବିତ୍ର ବୋଲି ମାନାଯାଇଥାଏ । ଓ ଏହା ଦୁଇ ହୃଦୟର ବନ୍ଧନ ଅଟେ ଯାହା ଆଜୀବନ ଯାଏଁ ରହିଥାଏ । ଓ ଦୁଇଟି ଅପରିଚିତ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଥାଏ । ଆସ୍ତେ ଆସ୍ତେ ଏହି ବନ୍ଧନ ଏତେ ମଜବୁତ ହୋଇଯାଏ କି ଜଣେ ଅନ୍ୟ ଜଣଙ୍କ ପାଇଁ ବଞ୍ଚିପାରେ ଓ ମରିପାରେ , ବାହାଘରକୁ ନେଇକରି ସେମିତି ପୁଅ ଓ ଝିଅଙ୍କ ମନରେ ବହୁତ ଭାବନା ରହିଥାଏ । କିନ୍ତୁ ସେ ବାହାଘରକୁ ନେଇକରି ଝିଅମାନେ ଅଧିକା ସିରିୟସ୍ ହୋଇଯାଆନ୍ତି , ଓ ଏହା ଏଥିପାଇଁ ହୋଇଥାଏ କାରଣ ବାହାଘର ପରେ ନିଜ ପରିବାର ସହ ରହିପାରିବେ , ଜଣେ ଝିଅ ବାହାଘର ପରେ ନିଜର ସବୁ କିଛି ଛାଡି ସ୍ୱାମୀ ସହ ଆସିଥାଏ , ଓ ଏହା ଦୁନିଆଁର ରୀତିନୀତି ଅଟେ ,ଯାହା ଯୁଗ ଯୁଗରୁ ଚାଲି ଆସିଛି ।

 

ସବୁ ଝିଅର ନିଜ ମନ ମଧ୍ୟରେ ଏହି ଭାବନା ଥାଏ କି ସେ ଯେଉଁ ପୁଅକୁ ବାହା ହେଉ ସେ ପୁଅ ତାକୁ ବାହା ହେଲା ପରେ ରାଣୀ ପରି ରଖୁ , ସେ ଚାହେଁ କି ସେ ଆଗରୁ ଯେତେ ଭଲ ପାଇବା ନିଜ ବାପା ମାଙ୍କ ଠାରୁ ପାଉଥିଲା ସେ ତା ସ୍ୱାମୀ ମଧ୍ୟରେ ସେତିକି ଭଲ ପାଇବା ପାଇପାରୁ , କିନ୍ତୁ ଆପଣ ବହୁତ ଜାଗାରେ ଶୁଣିଥିବେ କି ପ୍ରକୃତ ଭଲ ପାଇବା ସେମିତି କାହାକୁ ସହଜରେ ମିଳିପାରେ ନାହିଁ , ପ୍ରକୃତ ପ୍ରେମ କେବଳ ସେମାନଙ୍କୁ ମିଳିପାରେ ଯିଏ ଏହାର ପ୍ରକୃତ ହକଦାର୍ ଥିବ ।

 

ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁ ରାଶିରେ ପୁଅ ମାନେ ନିଜ ଜୀବନ ସାଥୀଙ୍କୁ ନିଜ ହୃଦୟରୁ ଅଧିକା ଭଲ ପାଆନ୍ତି , ଓ ତାଙ୍କୁ କେବେ ବି ଦୁଃଖି ହେବାକୁ ଦିଅନ୍ତି ନାହିଁ ।

 

କନ୍ୟା ରାଶି : ଏହି ରାଶି ବିଷୟରେ କହିବାକୁ ଗଲେ ଏହି ରାଶିର ପୁଅମାନେ ବହୁତ ସ୍ମାର୍ଟ ହୋଇଥାନ୍ତି , ସେମାନେ ସୁନ୍ଦର ସହ ନିଜ ଜୀବନ ସାଥୀର ମନକୁ ବହୁତ ଭଲ ଭାବେ ବୁଝିପାରନ୍ତି , ଏକ ଭଲ ସ୍ୱାମୀ ହେବାପାଇଁ ତାଙ୍କର ମଧ୍ୟରେ ସବୁ କିଛି ଗୁଣ ଭରିରହିଥାଏ , ସେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ଦିଅନ୍ତି , ଏପରି ଝିଅମାନେ ଏପରି ପୁଅମାନଙ୍କୁ ପାଇବାକୁ ବହୁତ ଆଶା କରନ୍ତି , ଓ ସେମାନେ ତାଙ୍କ ଜୀବନରେ ଏକ ପ୍ରକୃତ ସ୍ୱାମୀ ହୋଇରହିବାକୁ ଚାହଁନ୍ତି  ।

 

କର୍କଟ ରାଶି : କହିଦେବୁ କି ଏହି ରାଶିର ପୁଅମାନେ ନିଜ ଜୀବନ ସାଥୀଙ୍କୁ ସବୁଠାରୁ ଅଧିକା ଭଲ ପାଇବା ଦିଅନ୍ତି , ଏମାନେ ବିବାହ ହୋଇସାରିଲା ପରେ ନିଜ ପାର୍ଟନରଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ , ସେମାନେ ନିଜ ସ୍ତ୍ରୀଙ୍କୁ ଏତେ ଭଲ ପାଆନ୍ତି , ସେମାନେ ତାଙ୍କ ଠାରୁ କେବେ ବି ଦୁରେଇ ରହିପାରନ୍ତି ନାହିଁ ।

 

ମକର ରାଶି : ପରିଶେଷରେ ନାଁ ଆସେ ମକର ରାଶିର ପୁଅମାନଙ୍କର , ଏହି ରାଶିର ପୁଅମାନେ ନିଜ କହିବା ଅନ୍ଦାଜରୁ ଝିଅମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି , ଏହି ରାଶିର ସ୍ୱାମୀମାନେ ତାଙ୍କ ସ୍ତ୍ରୀଙ୍କୁ ସବୁବେଳେ ଖୁସିରେ ରଖନ୍ତି , କାରଣ ତାଙ୍କର ସ୍ୱଭାବ ଏପରି ହୋଇଥାଏ , ଯାହା ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଆଡକୁ ଟାଣିବାକୁ ବେଶୀ ଆକର୍ଷିତ କରିଥାଏ ।

ଆମର ଏହି ବିଷୟରେ ଏହା ଜଣାଇବାର ଥିଲା କି ଯେଉଁ ମହିଳାମାନେ ନିଜ ଜୀବନସାଥୀର ଅନ୍ୱେଷଣରେ ଅଛନ୍ତି , ସେମାନେ ଜ୍ୟୋତିଷ୍ୟ ଶାସ୍ତ୍ରରେ ଏହି ତିନୋଟି ରାଶିର ପୁଅମାନଙ୍କ ସହ ମେଳ କରାଇଲେ ତାଙ୍କ ଜୀବନ ଭଲରେ ଅତିବାହିତ ହୋଇପାରିବ ।

Leave a Reply

Your email address will not be published. Required fields are marked *