ଦେଶର ସବୁଠୁ ସାହସୀ IAS ରିତୁ ମାହେଶ୍ୱରୀ ଯିଏକି ୬୪ ହଜାର ଟଙ୍କା ବିଜୁଳି ଚୋରୀ ବିପକ୍ଷରେ ଏକେଲା ହିଁ ଲଢିଥିଲେ କିନ୍ତୁ ତାପରେ ତାଙ୍କ ସହ ଯାହା ହେଲା…

ଜଣେ ଆଇଏଏସ୍ ଅଛନ୍ତି ରିତୁ ମାହେଶ୍ୱରୀ , ସେ ସେହି କାମ କରିଦେଖାଇଲେ ଯାହା ସରକାର କରିପାରିନଥିଲେ , ଦେଶରେ ପ୍ରାୟ ୬୪ ହଜାର କୋଟି ଟଙ୍କାର ବିଜୁଳି ଚୋରୀ ହୋଇଯାଏ , ଆଇଇଏସ୍ ରିତୁ ମହେଶ୍ୱରୀ ସରକାରୀ ଜଣାରୁ ହେଉଥିବା ଏତେ ବଡ କ୍ଷତି କୁ ରୋକିବାରେ ସଫଳ ହୋଇଥିଲେ । ୨୦୧୧ ରେ ଆଇଇଏସ୍ ରିତୁ ମାହେଶ୍ୱରୀ ନିଯୁକ୍ତି କାନପୁର ଇଲେକ୍ଟ୍ରିସିଟି ସପ୍ଲାଇରେ ହୋଇଥିଲା , ତେବେ ସେ ଏକ କମ୍ପାନୀରେ ଗ୍ରାହକଙ୍କ ଘରେ ସ୍ମାର୍ଟ ମିଟର ଲଗାଇଥିଲେ,  ଏହି ମିଟର ବିଜୁଳି ଡିଜିଟାଲ୍ ରେକର୍ଡ କରିଥାଏ , କିନ୍ତୁ ପ୍ରାୟ ୧୧ ମାସ ପରେ ତାଙ୍କର ଟ୍ରାନ୍ସଫର୍ ଗାଜିଆବାଦ କରିଦିଆଗଲା ,

 

ଗତ ୬ ବର୍ଷରୁ ଭ୍ରଷ୍ଟାଚାର ଓ ସ୍ତ୍ରୀ ବିରୋଧୀ ମାହୋଲ୍ ବିପକ୍ଷରେ ଯୁଦ୍ଧ ଲଢି ୩୯ ବର୍ଷୀୟ ରିତୁ ବଡ ପରିମାଣର ବିଜୁଳି ଚୋରୀ ରୋକିବାପାଇଁ ଟେକ୍ନୋଲୋଜି ଦରକାର ଜୋର୍ ଦେଉଛନ୍ତି , ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟରୁ ବିଜୁଳି ବିତରଣ କମ୍ପାନୀର ଘାଟାକୁ କୋଟିଏ ଘର , ଚାଷୀ ଓ ଫ୍ୟାକ୍ଟି ଗୁଡିକ ଲଗାତାର ବିଜୁଳି ଅପୂର୍ତ୍ତି ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ,ସେ କହିଲେ କି ବିଜୁଳି ଚୋରୀ କରିବାବାଲାଙ୍କ ବିରୁଦ୍ଧରେ ୫ ଲକ୍ଷରୁ ୧ ଲକ୍ଷ ୬୦ ହଜାର ମିଟର ବଦଳାଇଦିଆଗଲା,  ମୁଁ ବିଜୁଳି ଚୋରୀ ରୋକିବାପାଇଁ ଗ୍ରାହକଙ୍କୁ ଦୃଢ ବିରୋଧ କରିବାପରେ ବି ଏହିପ ରି କାର୍ଯ୍ୟନୁଷ୍ଠାନ ନେଇଥିଲେ ,

 

ବିଜୁଳି ମନ୍ତ୍ରାଳୟ ୱେବସାଇଟ୍ ରୁ ଜଣା ପଡେ କି ରିତୁ ରଣନୀତି କାନପୁର ଇଲେକ୍ରିଟିସିଟି ସପ୍ଲାଇ କମ୍ପାନୀ ରୋକିବାପାଇଁ ବିତରଣ ଘାଟା ଅଧା କରି ୧୫,୬ ପ୍ରତିଶତ ତଳକୁ ଖସାଇଥିଲେ । ବିଜୁଳି ଚୋରୀ ବିପକ୍ଷରେ ଅଭିଯାନକୁ ଅଟକାଇବାକୁ ଯାଇ ରିତୁ ବଡ ବଡ ଲୋକଙ୍କ ନଜରରେ ଆସିଗଲେ , କିନ୍ତୁ ନେତା ତାଙ୍କ ଅଫିସ୍ କୁ ଆସିକରି ଧମକ ଦେବାକୁ ଲାଗିଲେ , ତାଙ୍କ ଷ୍ଟାଫ୍ ବିଜୁଳି ଚୋରୀ ହେବାର ଯାଞ୍ଚ ଯୋଜନ ଆଗରୁ ଲିକ୍ କରିଦେଉଥିଲେ , ଏହି ବିଜୁଳି ଚୋର୍ ସର୍ଚ୍ଚ କରିବାକୁ ଟିମ ପହଞ୍ଚିବା ପରେ ଅବୈଧ କନେକ୍ସନ୍ ବାହାର କରିଦେଉଥିଲେ ।

 

ସେ ଯାହା ବି ପଦକ୍ଷେପ ନେଉଥିଲେ ସେଥିରେ ତାଙ୍କ ଷ୍ଟାଫ୍ ଖୁସି ନଥିଲା , ସେ ନୁଆ କି ମିଟର ଲଗାଇବାର ହେଉ କିମ୍ବା ଛାପା ମାରିବାର ହେଉ , କିନ୍ତୁ ଏମାନେ ବିଜୂଳି ଚୋରୀର କଥା କହିଦେଉଥିଲେ , ରିତୁ ମହେଶ୍ୱରୀ କହନ୍ତି କି ଲୋକଙ୍କୁ ଲାଗୁଥିବା କି ମୋତେ ସହଜରେ ମୁର୍ଖ କରିଦେବେ , ସେ ଭାବୁଥିଲେ କି ଜଣେ ମହିଳାଙ୍କୁ ବିଜୁଳି ଓ ଜଟିଳ ଗ୍ରୀଡ୍ସ ବିଷୟରେ କିଛି ଜଣା ନଥିବ ,

 

୨୦୦୦ ରେ ପଞ୍ଜାବ ଇଞ୍ଜିନିୟରିଙ୍ଗ୍ କଲେଜରୁ ଗ୍ରାଜୁଏସନ୍ କରିବାପରେ ସେ ୨୦୦୩ ରେ ଆଇଇଏସ୍ ଜଏନ୍ କରିନେଲେ , ଜୁଲାଇ ୨୦୧୭ ରେ ସେ କେନ୍ଦ୍ର ସରକାରଙ୍କ ବିଜୁଳି ମନ୍ତ୍ରାଳୟ ଅଧିନରେ ଗ୍ରାମୀଣ ବିଦ୍ୟୁତୀକରଣ ନିଗମ କାର୍ଯ୍ୟକାରୀ ନିର୍ଦ୍ଧେଶକ ରହିଥିଲେ ଏହି ସମୟରେ ସେ କାର୍ଯ୍ୟକ୍ରମ ସହ ଯୋଡି ହୋଇଥିବା କାର୍ଯ୍ୟ ଓ ଅନ୍ୟ ମାଧ୍ୟମକୁ ଟେକ୍ ନିକ୍ ଦ୍ୱାରା ବ୍ୟବହାର ୨୦୧୯ ପର୍ଯ୍ୟନ୍ତ ପ୍ରାୟ ଟେକନିକାଲ୍ ଓ କର୍ମଶିଆଲ୍ ଲସ୍ ଘଟାଇକରି ୧୫ ପ୍ରତିଶତ ପର୍ଯ୍ୟନ୍ତ ଆଣିବାର ଥିଲା , ଯାହା ଦ୍ୱାରା ବିଜୁଳି ବିତରଣ କମ୍ପାନୀ ଘାଟାରୁ ବାହାରି ପାରିବ ।

Leave a Reply

Your email address will not be published.