ଆଜି ରାତିରେ ଶୋଇବା ପୁର୍ବରୁ ରାମାୟଣର ଏହି ଗୋଟେ ଚୌପାଇ ପଢିଦିଆନ୍ତୁ, ସବୁ ମନୋକାମନା ହୋଇଥାଏ ପୂରା..ସକାଳ ସୁଦ୍ଧା ମିଳିବ ଖୁସି ଖବର

ସବୁ କାମକୁ କରିବାକୁ ହେଲେ ତାହାର ଏକ ସମୟ ନିଶ୍ଚିତ ହୋଇଥାଏ , ଯଦି ଆପଣ ସେହି ସମୟରେ ସେହି କାମକୁ କରିପାରନ୍ତି ନାହିଁ ତେବେ କ୍ଷତି ସହିବାକୁ ପଡିଥାଏ , ଏମିତିରେ ବହୁତ ସାରା ଅସୁବିଧା ସାମନା କରିବାକୁ ପଡିଥାଏ  ତାହା ସହ ପୁରା କାମ ହୋଇପାରୁନଥିଲେ ରାମାୟଣର ଚୌପାଇ ପଢନ୍ତୁ ।ଆପଣଙ୍କୁ ଜଣାଇଦେବୁ କି ରାମାୟଣରେ ସବୁ ପ୍ରକାରର ସମସ୍ୟାର ଉପାୟ କୁହାଯାଇଛି , କିନ୍ତୁ ଆପଣଙ୍କୁ ବୁଝିବା ଦରକାର , ଯଦି ଆପଣ ରାମାୟଣର ଚୌପାଇ ପଢିବାରେ ଓ ତା ସହ୍ ଯୋଡି ହୋଇଥିବା ଜ୍ଞାନକୁ ଆହରଣ କରିନିଅନ୍ତି ତେବେ ଆପଣଙ୍କ ଜୀବନରେ ସବୁ ସମସ୍ୟାର ସମାଧାନ ବାହାରି ପାରିବ ,

 

ଆଜି ଆମେ ଆପଣଙ୍କୁ ଏମିତି ଏକ ଚୌପାଇ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଯଦି ଶୋଇବା ପୁର୍ବରୁ ପଢିବେ ଏବେ ଯେ କୌଣସି ସମସ୍ୟାରୁ ମୁକ୍ତି ମିଳିପାରିବ , ଚୌପାଇ ଟି ହେଲା

“ ଜୋ ପ୍ରଭୁ ଦିନଦୟାଲା କହାବା , ଆରତି ହରଣ ବେଦ ଜସ ଗାବା ॥

ଜପହିଁ ନାମୁ ଜନ ଆରତ ଭାରି , ମିଟ ହିଁ କୁଂସକଟ ହୋ ହିଁ ସୁଖାରୀ ,

ଦିନଦୟାଲ ବିରଦ ସଂଭାରି , ହରହୁ ନାଥ ମମ ସଂଙ୍କଟ ଭାରୀ ।

 

ଏହି ଚୌପାଇ ରାତିରେ ଶୋଇବା ପୂର୍ବରୁ ପଢିବା ଉଚିତ୍ , ଏହି ଚୌପାଇ ବଡରୁ ବଡ ସଂକଟରୁ ଦୂରେଇ ଦେଇଥାଏ , ଓ କଠିନ ସମସ୍ୟାରୁ ଲଢିବାରେ ଶକ୍ତି ଦେଇଥାଏ , ଏହି ଚୌପାଇ ପଢିବା ପରେ ରାମ ଭଗବାନଙ୍କ ଏକ ଜପ କରିବା ଉଚିତ୍ , ଯଦି ଆପଣ ସବୁ ଦିନ ଏହି ଚୌପାଇ ପଢିଥାନ୍ତି , ତେବେ ଆପଣଙ୍କର କିଛି ବି ଅସୁବିଧା ହେବ ନାହିଁ ,। ଏହି ଚୌପାଇ ପଢିବା ସହ ଗୋଟେ କଥା ଧ୍ୟାନ ରଖିବେ କି ଯଦି ଆପଣ ଏହି ଚୌପାଇ ପଢୁଥିବା ସମୟରେ ସଫା ଜାଗାରେ ବସିଛନ୍ତି , ଓ ବହୁତ କମ୍ ସମୟ ମଧ୍ୟରେ ବହୁତ କିଛି ହାସିଲ୍ କରିବାକୁ ଚାହୁଁଛନ୍ତି , ତେବେ ଧର୍ମ ଉପରେ ବିଶ୍ୱାସ କରିବା ଉଚିତ୍ , କାରଣ ତାହା ଗୋଟେ ରାସ୍ତା ହୋଇଥାଏ ଯାହା ସକରାତ୍ମକ ଉର୍ଜା ଦେଇଥାଏ , ଓ ଆପଣ ସବୁବେଲେ ଏକ ଭଲ ଭାବନା ନେଇକରି ଜୀବନରେ ଆଗକୁ ବଢିଥାନ୍ତି ।

Leave a Reply

Your email address will not be published.