March 25, 2024

Odia Express

News For Public

ସଚିନ୍ କହିଲେ କି ଯଦି ଭାରତୀୟ ଦଳ କୁ 2019 World Cup ଜିତିବାର ଅଛି ତେବେ ଏହି ଖେଳାଳୀକୁ ଅଧିନାୟକ କରନ୍ତୁ , ଜାଣନ୍ତୁ କିଏ ସେ ମହାନ ଖେଳାଳି..

ଏହି କଥା ସମସ୍ତେ ଜାଣିଛନ୍ତି କି ଆମ ଦେଶରେ ଅନ୍ୟ ଖେଳ ଅପେକ୍ଷା କ୍ରିକେଟ୍ ଖେଳକୁ ବେଶୀ ଲୋକପ୍ରିୟତା ମିଳିଛି , ସେମିତି ଏହି କାରଣରୁ ଭାରତୀୟ ଟିମ୍ ରେ ଏମିତି କେତେ ଯେ ପ୍ରତିଭାବାନ ଖେଳାଳୀ ଦେଶ ପାଇଁ ଖେଳି ନାଁ କମାଉଛନ୍ତି , କେବଳ ଭାରତରେ ନୁହେଁ ବରଂ ବିଦେଶରେ ବି ନାଁ କମାଇଛନ୍ତି ଓ ଚର୍ଚ୍ଚିତ ହୋଇଛନ୍ତି , ଆପଣଙ୍କୁ କହିଦେବୁ କି ଭାରତୀୟ କ୍ରିକେଟ୍ ଟିମ୍ ର ଏକ ମୂଖ୍ୟ ଭୂମିକା ନେଇଥିବା ଖେଳାଳୀ ସଚିନ୍ ତେନ୍ଦୁଲକର୍ ଯାହାଙ୍କୁ ଆମେ କ୍ରିକେଟ୍ ର ଭଗବାନ ବୋଲି କହିଥାଉ| ସେ ଏମିତି ବହୁତ ସାରା ରେକର୍ଡ କରିସାରିଛନ୍ତି , ଯାହାଙ୍କ ରେକର୍ଡ ଭାଙ୍ଗିପାରିବା ବହୁତ କଷ୍ଟକର ହୋଇଥାଏ , ଏହି ଦିନ ରେକର୍ଡକୁ ନେଇକରି ନୁହେଁ ବରଂ ବିଶ୍ୱକପ୍ ୨୦୧୯ ରେ ଭାରତୀୟ ଟିମ୍ ରେ ମୁଖ୍ୟ ଖେଳାଳୀଙ୍କ କଥାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ,

ଆପଣଙ୍କ ସୂଚନା ପାଇଁ କହିଦେବୁ କି ଭାରତୀୟ ଟିମ୍ ର ଅଧିନାୟକ ବିରାଟ କୋହଲି ଆଜି କାଲି ଅଜବ ଫର୍ମରେ ଗତି କରୁଛନ୍ତି , ଏବେ ବିରାଟ୍ ଇଂଲଣ୍ତ ଗ୍ରସ୍ତରେ ଅଛନ୍ତି , ଏହି ମଧ୍ୟରେ ଭାରତୀୟ ଟିମ୍ ଆୟରଲାଣ୍ତ ବିପକ୍ଷରେ ଦୁଇଟି ଟି ଟ୍ୱେଣ୍ଟି ଖେଳିଥିଲେ , ଓ ଭାରତୀୟ ଟିମ୍ ସହଜରେ ବିଜୟ ହାସିଲ୍ କରିଥିଲେ । କହିଦେବୁ କି ୯ ଜୁଲାଇକୁ ଭାରତୀୟ ଟିମ୍ ଇଂଲଣ୍ତ ଗ୍ରସ୍ତରେ ଯିବାର ଅଛି ,

 

ଏବେ କିଛି ଦିନ ହେବ ପୂର୍ବତନ କ୍ରିକେଟିୟର୍ ସଚିନ୍ ତେନ୍ଦୁଲକର୍ ଏକ ବୟାନ୍ ରେ କହିଦେଇଥିଲେ କି ଭାରତୀୟ ଟିମ୍ ବିଶ୍ୱକପ୍ ୨୦୧୯ ନିଜ ନାଁ ରେ କରିବାକୁ ହେଲେ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଟିମ୍ ର ଅଧିନାୟକ କରିଦେବା ଉଚିତ୍ , ସଚିନ୍ ଙ୍କ ଅନୁସାରେ ମହେନ୍ଦ୍ର ସିଂ ଧୋନୀ ବହୁତ ଅନୁଭବି ଖେଳାଳୀ ଅଟନ୍ତି , ଓ ସେମାନେ ନିଜ ଅଧିନାୟକତ୍ୱ ବଳରେ ବଡ ବଡ ମ୍ୟାଚରେ ବିଜୟ ହାସଲ କରିଥିଲେ , ଏହା ଆମେ ସମସ୍ତେ ଜାଣିଛେ କି ଏହା ହେଇପାରିବା ସମ୍ଭବପର ନୁହେଁ , କିନ୍ତୁ ଆପଣଙ୍କ ମତରେ ଧୋନୀ ବିଶ୍ୱକପ୍ ୨୦୧୯ ପାଇଁ ଅଧିନାୟକତ୍ୱ କରିବା କେତେ ଦୂର ଠିକ୍ ଏହା ଆପଣ କୁହନ୍ତୁ

Leave a Reply

Your email address will not be published. Required fields are marked *