April 17, 2024

Odia Express

News For Public

ଏହି ତିନୋଟି ରାଶିମାନଙ୍କର ଉପରେ ପଡିସାରିଛି ଶନିଦେବଙ୍କ ପାଦ , ଦୁଃଖର ହେବ ଅନ୍ତ , ମିଳିବ ସୁଖ ଓ ସମୃଦ୍ଧି..

ଯେମିତି କି ଆମେ ସମସ୍ତେ ଜାଣିଛେ କି ଜ୍ୟୋତିଷ୍ୟ ଶାସ୍ତ୍ରରେ ହିନ୍ଦୁ ଧର୍ମର ବହୁତ ବଡ ମହତ୍ତ୍ୱ ଅଛି , ଏହି ଜ୍ୟୋତିଷ୍ୟ ଶାସ୍ତ୍ରରେ ବର୍ଣ୍ଣିତ ୧୨ ଟି ରାଶିର ଆଧାରରେ ବ୍ୟକ୍ତିର ଭୁତ, ବର୍ତ୍ତମାନ, ଓ ଭବିଷ୍ୟ ବିଷୟରେ କୁହାଯାଇପାରିବ , ଏମିତିରେ କିଛି ବିଶେଷ ରାଶିମାନଙ୍କ ଉପରେ ଶନିଦେବଙ୍କ ପାଦ ପଡିସାରିଛି , ଓ ଏବେ ତାଙ୍କ ଲାଇଫ୍ ରୁ ସବୁ ଦୁଃଖର ଅନ୍ତ ଘଟିବ , ଚାଲନ୍ତୁ ବିନା ଡେରି କରି ସେହି ରାଶିମାନଙ୍କର ବିଷୟରେ ଜାଣିବା ।

 

ମେଷ ରାଶି : ଏହି ରାଶିର ଜାତକରେ ଶନିଦେବଙ୍କ କୃପା ରହିବ , ଶନିଦେବଙ୍କ ଆଶିର୍ବାଦରେ ମନୋକାମନା ସବୁ ପୂର୍ଣ୍ଣ ହେବ , ଯେତିକି କାମ ଅଟକି ରହିଛି , ଏବେ ତାହା ପୁରା ହେବାର ସଂଯୋଗ ରହୁଛି , ଏହି ରାଶିର ବ୍ୟକ୍ତି ଯଦି ଜୀବନସାଥୀ ଖୋଜୁଛନ୍ତି ତେବେ ଶନିଦେବଙ୍କ ଆଶିର୍ବାଦରେ ତାହା ମିଳିପାରିବ ,

 

ମିଥୁନ ରାଶି : ଏହି ରାଶିର ଜାତକରେ ଶନିଦେବଙ୍କ କୃପାରୁ ଚାକିରି ଓ ବିଜନେସ୍ କ୍ଷେତ୍ରରେ ବହୁତ ଫାଇଦା ମିଲିବ , ଯଦି ଆପଣ ବିଜନେସ୍ ବଢାଇବାକୁ ଚାହୁଁଛନ୍ତି ତେବେ ଶନିଦେବଙ୍କ ମନ୍ଦିର ଯାଇକରି ତାକୁ ତେଲ ଚଢାନ୍ତୁ , ଏହିଥିରେ ବିଜନେସ୍ ରେ ବୃଦ୍ଧି ଘଟିବ , ଯେଉଁ ଲୋକ ଚାକିରି ଅନୁସନ୍ଧାନରେ ଅଛନ୍ତି , ତାଙ୍କର ଭାଗ୍ୟ ଦୋୟ ହେବ , ସେଥିପାଇଁ ଶନିବାରରେ ଶନିଦେବଙ୍କ ନିକଟରେ ରାଶିର ତେଲ ଲଗାଇବାକୁ ଭୁଲନ୍ତୁ ନାହିଁ , ଆପଣଙ୍କୁ ଏଥିରେ ବହୁତ ଲାଭ ହେବ ।

ସିଂହ ରାଶି : ଏହି ରାଶିର ଜାତକରେ ଦୁଃଖ ଓ ସୁଖ ଉଭୟ ଆସୁଛି ଓ ଯାଉଛି , କିନ୍ତୁ ଶନିଦେବଙ୍କ କୃପାରୁ କିଛି ମାସରେ ସୁଖ ପ୍ରାପ୍ତି ହେବ , ଓ ଆସୁଥିବା ସପ୍ତାହରେ କିଛି ନୂଆ ଖବର ମିଳିବ , ଏହା ଦ୍ୱାରା ଆପଣଙ୍କ ପରିବାର ପାଇଁ ବଡ ଫାଇଦା ହେବ , ଓ ଆସୁଥିବା ମାସରେ ହସି ଖୁସି ବିତି ଯିବ ।

 

ମକର ରାଶି : ଏହି ରାଶିର ଜାତକରେ ଦୁଃଖର ଅନ୍ତ ଘଟିବ , ଶନିଦେବ ଆପଣଙ୍କର ଖୁସିକୁ ଦୁଇ ଗୁଣା ବଢାଇଦେବେ , ଆସୁଥିବା ସମୟରେ ଆପଣଙ୍କୁ ସୁଖ ଶାନ୍ତି , ଓ ସମୃଦ୍ଧି  ମିଳିବାର ଅଛି , ମନ୍ଦିର ଯାଇ କଳା ଟିକା ନିଶ୍ଚିତ ଚଢାନ୍ତୁ , ଏଥିରେ ଆପଣଙ୍କୁ ଉପରେ କୃପା ବୃଷ୍ଟି ହେବ ।

 

ଧନୁ ରାଶି : ଏହି ରାଶିର ଜାତକରେ ଶନିଦେବଙ୍କ କୃପା ଭରପୁର ମିଳିବ , ଏହି ବର୍ଷ ତାଙ୍କର ସ୍ୱାସ୍ଥ୍ୟରେ ବହୁତ ଭଲ ରହିବ , ଭାଗ୍ୟ ବହୁତ ଭଲ ବେଳା ଦେଖାଉଛି , ଯାହା ବି କାମ କରିବେ , ତାହା ସହଜରେ ହୋଇଯିବ ,

Leave a Reply

Your email address will not be published. Required fields are marked *