June 2, 2023

Odia Express

News For Public

ଏହି ସୁନ୍ଦରୀ ହିରୋଇନ ଭାରତୀୟ କ୍ରିକେଟ ଖେଳାଳି ଯଶପ୍ରୀତ ବୁମରା ଙ୍କ ପ୍ରେମରେ ପାଗଳ ହେଲେ ..ନାମ ଜାଣିଲେ ଆପଣ ଚମକି ପଡିବେ ନିଶ୍ଚୟ – ଦେଖି ନିୟନ୍ତୁ ସେ କିଏ ?

ବର୍ତମାନ ସାରା ବିଶ୍ୱରେ କ୍ରିକେଟ ଖେଳ ର ଚର୍ଚା ଚାଲିଛି | ତେବେ ଆପଣ ମାନେ ଜାଣିଥିବେ ବର୍ତମାନ ସମୟରେ ବିଶ୍ୱକପ ଚାଲିଛି | ଏଥିରେ ଭାରତୀୟ ଦଳ ବିଜୟଲାଭ କରିବା ପାଇଁ ଆଶା ରଖିଛି | ତେବେ ଭାରତୀୟ ଖେଳାଳି ଯଶପ୍ରୀତ ବୁମରା ସାରା ବିଶ୍ୱରେ ଏକ ନମ୍ବର ବୋଲର ହିସାବ ରେ ସ୍ଥାନ ପାଇଛନ୍ତି | ତାଙ୍କ ବୋଲିଂ ଚମତ୍କାରୀ ଅଟେ | ତେବେ ବର୍ତମାନ ଆମେ ଆପଣାକୁ ତାଙ୍କ ବିଷୟରେ ଏକ ଖବର କହିବୁ ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହେବେ ନିଶ୍ଚୟ େମିତି ଆପଣ ମାନେ ଜାଣିସାନ୍ତି କ୍ରିକେଟ କୁ ଆମ ଦେଶରେ ଏକ ଖେଳ ନୁହଁ ଏକ ଧର୍ମ ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ ଲାଗୁଚି | ଏହା ଛଡା ଆରମ୍ଭରୁ ବଲିଉଡ ଓ କ୍ରିକେଟ୍ର ଅନେକ ସଂଯୋଜ ରହି ଆସିଛି | ଭାରତୀୟ ଦଳର ଅଧିନାୟକ ବିରାଟ ଓ ଅନୁଷ୍କା ଙ୍କ ବାହାଘର ଆଜି ପର୍ଯ୍ୟନ୍ତ ଲୋକ ମାନେ ମନେ ରଖିସନ୍ତି |

 

ଏହି ଦୁଇ ଜଣକ ବାହାଘର କୌଣସି ଯୋଡି ପାଇଁ ସ୍ବପ୍ନ ଠୁ କମନୁହଁ | ତାଙ୍କ ବିବାହ ପରେ ହାର୍ଦିକ ଓ ଏଲି ଙ୍କ ବିବାହ ନେଇ ଚର୍ଚା ମଧ୍ୟ ଜୋର ଚାଲିଥିଲା | କିଛି ହିରୋଇନ ଖେଳାଳି ମାନଙ୍କ ସହ ଭଲରେ ଥିବା ବେଳେ ଅନେକ ବିଛେଦ ମଧ୍ୟ ଘଟିଛି | ଆଜି ଆମେ ଜଣେ ଏମିତି ହିରୋଇନ ଙ୍କ କଥା କହିବୁ ଯାହାଙ୍କ ହୃଦୟ ବୁମରା ଙ୍କ ପାଇଁ ଦିବାନି ହେଇ ଯାଇଛି

 

ଆଜି ଆମେ ବୁମରାଙ୍କ ବିଷୟରେ ଏମିତି କଥା କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ | ବୁମ୍ରାଙ୍କ ପ୍ରେମରେ ପଡିଛନ୍ତି ଜଣେ ତେଲୁଗୁ ହିରୋଇନ | ସେ ହେଉଛନ୍ତି ତେଲୁଗୁ ହେରୋଇନ ରାକ୍ଷୀ ଖାନ୍ନା | ସେ ଅନେକ ଗୁଡେଇ ତେଲୁଗୁ ଫିଲ୍ମ କରିଛନ୍ତି ଜୀଲ,ହାଇପର,ବେଙ୍ଗଲ ଟାଇଗର ,ଶିବମ ଇତ୍ୟାଦି ଫିଲ୍ମ କରିଛନ୍ତି | ଅବଶ୍ୟ ସେ ହିନ୍ଦୀ ଫିଲ୍ମ “ମାଡ୍ରାସ କେଫ” ରେ ଜନଙ୍କ ସହ କରିଥିଲେ କିନ୍ତୁ ତାହା ସେତେ ଭଲ ଚାଲିନଥିଲା |

 

ସେହିପରି ବୁମରା ନିଜର ପ୍ରଥମ ମ୍ୟାଚ ଏପ୍ରିଲ ୪ ରେ ମୁମ୍ବାଇ ତରଫ ରୁ ଖେଳିଥିଲେ | ସେ ବାଙ୍ଗଲୋର ବିପକ୍ଷରେ ଖେଳି ୩୨ ରନ ଦେଇ ୩ଟି ୱେକେଟ ନେଇଥିଲେ | ପ୍ରଥମ ମ୍ୟାଚ ରେ ୩ଟି ୱେକେଟ ନେବାର ପ୍ରଥମ ଖେଳାଳି ଅଟନ୍ତି | ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ସମସ୍ତଙ୍କ ନଜର କୁ ଆସିଥିଲେ | ତାଙ୍କର ଏହି ଖେଳ ପାଇଁ ସେ ୨୦୧୬ ରେ ଭାରତୀୟ ଦଳରେ ସାମିଲ ହେଇଥିଲେ | ଜାହିର ଖାଁ ଆହତ ଥିବାରୁ ତାଙ୍କୁ ଟି୨୦ ରେ ସାମିଲ କର ଯାଇଥିଲା

ରାକ୍ଷୀ ଏହି କଥାର ଖୁଲାସା ନିଜେ କରିଥିଲେ କି ସେ ବୁମରା ଙ୍କୁ ବହୁତ ପସନ୍ଦ କରନ୍ତି | ସେ ସୋସିଆଲ ମିଡିଆରେ ବୁମରା ଙ୍କ ପ୍ରଶଂସା କରୁଥିବାର ଦେଖିବାକୁ ମିଳେ | ସେ ନିଜେ କହିଥିଲେ ସେ କ୍ରିକେଟ କୁ ବହୁତ ପସନ୍ଦ କରନ୍ତି ଓ ବିଶେଷ କରି ବୁମ୍ରାଙ୍କ ଖେଳାକୁ ବହୁତ ପସନ୍ଦ କରନ୍ତି , ସେ ଏକଥା ମଧ୍ୟ କହିଥିଲେ ସେ କେବଳ ବୁମରା ଙ୍କ ପାଇଁ କେବଳ ଖେଳ ଦେଖନ୍ତି

Leave a Reply

Your email address will not be published. Required fields are marked *