April 17, 2024

Odia Express

News For Public

୯୯ ପ୍ରତିଶତ ଲୋକେ ଜାଣିନାହାନ୍ତି କି ଜିଲାପିକୁ ଇଂରାଜୀରେ କଣ କୁହାଯାଏ , ଜବାବ୍ ଦେବାପାଇଁ ପ୍ରାୟ ସବୁ ଲୋକ ଫେଲ୍ ହୋଇସାରିଛନ୍ତି..

ଏମିତି ତ ଆପଣଙ୍କ ଜୀବନରେ ବହୁତଥର ଜିଲାପିର ସ୍ୱାଦ ଚାଖିଥିବେ , ବହୁତ ପ୍ରଶଂସା ବି କରିଥିବେ , କିନ୍ତୁ ଆପଣଙ୍କୁ କିଏ ଅଚାନକ ପଚାରିଲେ ଜିଲାପିକୁ ଇଂରାଜୀରେ କଣ କୁହାଯାଏ , ତେବେ ଆପଣ କଣ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ , ହଁ ଆଜ୍ଞା ଏହି ପ୍ରଶ୍ନର୍ ଉତ୍ତର ଦେଲା ବେଳକୁ ଆପଣ ଟିକିଏ ଭାବିବସିବେ , କାରଣ ଆପଣ ଜିଲାପି ଖାଇବାର ମତଲବ ଅଛି , ଏବେ ଇଂରାଜୀରେ ଜିଲାପିର କଣ ନାଁ ଅଛି ତାହା କିପରି ଦେବେ , ଲୋକଙ୍କୁ ଲାଗେ କି ଜିଲାପି କେବଳ ଭାରତରେ ତିଆରି ହୋଇଥାଏ , କିନ୍ତୁ କହିଦେବୁ କି ଯଦି ଆପଣ ଏହା ଭାବୁଛନ୍ତି ତାହା ଆପଣ ଭୁଲ୍ ଭାବୁଛନ୍ତି। ଏହା ବିଲକୁଲ୍ ଭୁଲ୍ ଅଟେ ।

 

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜିଲାପି କେବଳ ଭାରତରେ ନୁହେଁ ବରଂ ବିଦେଶରେ ବି ଖାଇଥାନ୍ତି , କିନ୍ତୁ ଏହି କଥା ଅଲଗା କି ଭାରତରେ ଯେଉଁ ସ୍ୱାଦିଷ୍ଟ ଲାଗିଥାଏ ତାହା ବାହାରେ ନ ମିଲିପାରେ , ଯଦି ଆମେ ଜିଲାପିର ପ୍ରାଚୀନ ନାଁ ପତ୍ତା କରିବା ଜିଲାପି ପ୍ରାଚୀନ ସ୍ମଅୟରେ କୁଣ୍ତଳୀକା କୁହାଯାଉଥିଲା , ମାନେ ଏହା ପ୍ରାଚୀନ ନାଁ ଅଟେ , ସେମିତି ଜିଲାପି ଯଦି ଘରେ ତିଆରି କରାଯାଏ ତେବେ ଅଧିକା ସ୍ୱାଦିଷ୍ଟ ଲାଗିଥାଏ , କିନ୍ତୁ ଏହାର ଇଂରାଜୀ ଶବ୍ଦ ବିଷୟରେ କେହି ବି ଜାଣିନାହାନ୍ତି ।

 

ସେମିତି ବି ଆମ ଭାରତରେ କାହାକୁ ଜିଲାପି ଖାଇବାକୁ ଥିବ ସେ ସାଧାରଣ ଭାଷାରେ ଜିଲାପି ହିଁ ମାଗିବ , ଏଥିପାଇଁ କାହାକୁ ବି ଇଂରାଜୀ ମତଲବ ଜାଣିବାକୁ ଦରକାର୍ ପଡେନି , କିନ୍ତୁ ଥରେ ଭାବନ୍ତୁ ଯଦି କେଉଁ ଇଣ୍ଟରଭ୍ୟୁ କିମ୍ବା କ୍ୱିଜ୍ କମ୍ପିଟିସନରେ ଏହି ପ୍ରଶ୍ନ ଆସିଯାଏ ତେବେ ଆପଣ କିପରି ଏହାର୍ ଉତ୍ତର ଦେବେ , ସେମିତି ଆରବୀ ଓ ପାରସୀ ଭାଡାରେ ଏହାକୁ ଜଲାବିୟା କୁହାଯାଏ , କିନ୍ତୁ ଇଂରାଜୀ ଶବ୍ଦରେ କଣ କୁହାଯାଏ , କଣ ଆପଣମାନେ ଜାଣିଛନ୍ତି , ସବୁ ରାଜ୍ୟରେ ଜିଲାପି କୁ ଭିନ୍ନ ଭିନ୍ନ ନାଁରେ ଡକାଯାଏ ।

 

ଯଦି ଜିଲାପିର ଇଂରାଜୀ ନାଁ କହିବା ତେବେ ଏହାକୁ ଆମେ ଇଂରାଜୀ ଭାଷାରେ “ ସିରପ୍ ଫିଲ୍ଡ ରିଙ୍ଗ୍ “ କୁହାଯାଇଥାଏ , ହଁ ଆଜ୍ଞା ସିରପ୍ ମତଲବ ଚାଶନୀ ରେ ଘୋଳା ହୋଇଥିବା ଫିଲ୍ଡରିଙ୍ଗ୍ ମତଲବ ହୋଇଥିବା ଗୋଲ ଚକାକାର ରିଙ୍ଗ୍ , ମାନେ ଏହା ଗୋଲ୍ ହୋଇଥାଏ , ଓ ତେଢା ମେଢା ହୋଇଥାଏ , କହିଦେବୁ କି ରସରେ ଭରପୁର ହେବା କାରଣରୁ ଏହାର ନାଁ ଏପରି ରଖାଯାଈଛି, ତେବେ ଆଗକୁ କିଏ ଯଦି ଏହାର ଇଂରାଜୀ ଶବ୍ଦ ପଚାରେ ତେବେ ଏହାର ଉତ୍ତର ଆପଣ ଆରାମରେ ଦେଇପାରିବେ ,

Leave a Reply

Your email address will not be published. Required fields are marked *