March 25, 2024

Odia Express

News For Public

କଂଗ୍ରେସ ହାରିଲେ ଲଣ୍ଡା ହେଇଯିବି କହିବା ମହଙ୍ଗା ପଡିଲା ଏହି ଲୋକଙ୍କୁ, ଏପରି ଅବସ୍ଥା ହେଲା ଦେଖିଲେ ଆପଣ କହିବେ..

ନିର୍ବାଚନ ଶେଷ ହୋଇଗଲେ ନେତା ମାନଙ୍କର ସବୁ ଭୁଲ୍ ଠିକ୍ କଥା ଆଲୋଚନା ହୋଇଯାଏ , ରାସ୍ତାରେ ସମର୍ଥକ ଏକେଲା ହୋଇଥାନ୍ତି , ସେମିତି ସମର୍ଥକ ଯିଏ ନେତାମାନଙ୍କୁ ପ୍ରଚାର କରନ୍ତି ଓ ସର୍ତ୍ତ ଲଗାନ୍ତି , ଆଖପାଖ ଲୋକ ସର୍ତ୍ତ ବହୁତ ଅଲଗା ହୋଇଥାଏ , ଏମିତି ଏକ ମାମଲା ଆସିଛି ମଧ୍ୟପ୍ରଦେଶର ରାଜଗଡ ରୁ କଂଗ୍ରେସ ସମର୍ଥକ ଚକ୍କରରେ ସମସ୍ତଙ୍କ ଆଗରେ ଲଣ୍ତାହୋଇଯାଇଥିଲେ ,

 

ମଧ୍ୟପ୍ରଦେଶରେ ୨୯ ଟି ସିଟି ରୁ ୨୮ ସିଟ୍ ରେ ବିଜେପି ଜବରଦସ୍ତ ଜିତ୍ ହାସିଲ୍ କରିଥିଲା , ଛିଦୱାଡା ସିଟ୍ ରୁ ମୁଖ୍ୟମନ୍ତ୍ରି କମଳନାଥଙ୍କ ପୁଅ ନକୁଳ ନାଥ ଜିତ୍ ଦର୍ଜ କରାଇଥିଲେ , ମଧ୍ୟପ୍ରଦେଶରେ ରେଜଲ୍ଟ ଆସିବା ଚର୍ଚ୍ଚାର ବିଷୟ ହୋଇଥିଳା , ଫଳାଫଳ ରାଜଗଡରେ କଂଗ୍ରେସ ନେତା ବାପୁଲାଲ ଓ ବିଜେପି ନେତା ରାମବାବୁ ମଣ୍ତଲୋଇ ମଧ୍ୟରେ ଏକ ଅଦ୍ଭୁତ ଶର୍ତ୍ତ ଲାଗିଥିଲା ।

ଯଦି କଂଗ୍ରେସ ଜିତିଲା ତେବେ ବିଜେପି ନେତା ରାମବାବୁ ଲଣ୍ତା ହେବେ , ଓ ଯଦି ବିଜେପି ଜିତିଲା ତେବେ କଂଗ୍ରେସ ନେତା ବାପୁଲାଲ ସେନ୍ ନିଜ ବାଳ ଲଣ୍ତା ହେବେ ।

 

ଦେଶସାରା ବିଜେପିକୁ ବହୁତ ଭୋଟ ମିଳିଛି , କଂଗ୍ରେସ ନେତା ବାପୁଲାଲ ସେନ ଶୁକ୍ରବାର କୁ ହରାନା ଗାଁରେ ଲଣ୍ତା ହୋଇଥିଲେ, ଓ ଖରାପ ଏହାକି ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସାମ୍ନାରେ ଏହା କରିଥିଲେ,  ବାପୁଲାଲ ସେନ୍ ମଧ୍ୟପ୍ରଦେଶରେ କଂଗ୍ରେସ ହାର୍ ପଛରେ ରାହୁଲ୍ ଗାନ୍ଧୀଙ୍କ ୧୦ ଦିନ କର୍ଜ କ୍ଷମା ବାଲାକୁ ଦୋଷୀ ମାନିଛନ୍ତି , ତାଙ୍କର କହିବା କଥା କି ରାହୁଲ୍ ଙ୍କୁ ୧୦ ଦିନ ଜାଗାରେ ୩ ମାସର ସମୟ ଦେବା ଥିଲା , କାରଣ ସଠିକ୍ ସମୟରେ ଚାଷୀମାନଙ୍କୁ କର୍ଜ ମାଫି କରାଯାଇପାରିବ ନାହିଁ , ଚାଷୀମାନେ ରାଗିଥିଲେ , ଓ ଏହାର ପରିଣତି କଂଗ୍ରେସ ପାର୍ଟିକୁ ଭୋଗିବାକୁ ପଡିଲା ।

ଉଜ୍ଜେନରେ କଂଗ୍ରେସର ସହର ମହାମନ୍ତ୍ରୀ ଲଣ୍ତା ହୋଇଥିଲେ , କଂଗ୍ରେସ ସହର ମହାମନ୍ତ୍ରୀ ଧର୍ମେନ୍ଦ୍ର ଭଟନାଗର ତିନି ଦିନ ପୂର୍ବରୁ ଜୋଶ୍ ରେ ଆସି ବଡ ଘୋଷଣା କରିଥିଲେ , କହିଥିଲେ , ଯଦି କଂଗ୍ରେସ ସରକାର ନ ଆସିଲା ତେବେ କାର୍ଯ୍ୟାଳୟରେ ମୁଣ୍ତ ଲଣ୍ତା ହୋଇଯିବି , ଏବେ ସରକାର ହେଲା ନାହିଁ , ଭଟନାଗର ଯାହା କଲେ ତାହା ଆମେ ପୂର୍ବରୁ କହିଦେଇଥିଲୁ ।

 

 

Leave a Reply

Your email address will not be published. Required fields are marked *