March 28, 2024

Odia Express

News For Public

ମୋଦୀ ସରକାର କହିଲେ ଧୋନୀଙ୍କ ପରିଚୟ ହେଉଛି ଦେଶର ପରିଚୟ – ଆମେ ସମସ୍ତେ ଧୋନି ଙ୍କ ସହ ଅଛୁ କାରଣ..

ଧୋନୀଙ୍କ ଗ୍ଲୋବରେ ବଳିଦାନ ବ୍ୟାଚ୍ ରେ ନେଇକରି ଆଇସିସି ଓ ବିସିସିଆଇ ମଧ୍ୟରେ ଏବେ ଆଲୋଚନାର ବିଷୟ ହୋଇଛି , କହିଦେବୁ କି ପୁରା ଦେଶ ଗୋଟେ ସ୍ୱରରେ ଧୋନୀ ସାଙ୍ଗରେ ଅଛନ୍ତି , ଖେଳମନ୍ତ୍ରୀ କିରଣ ରିଜିଜୁ କହିଲେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ କୁ ମହେନ୍ଦ୍ର ସିଂ ଧୋନୀ ଗ୍ଲୋବରେ ହୋଇଥିବା ସେନାର ଚିହ୍ନ ଉପରେ ଉଠିଥିବା ବିବାଦ ପୂର୍ବ ଅଧିନାୟକ ସହ ଠିଆ ହେବା ଉଚିତ୍ ।

 

ରିଜିଜୁ ନୂଆ ଦିଲ୍ଲୀରେ ସଂମ୍ବାଦଦାତାଙ୍କୁ କହିଲେ କି ମୋତେ ଆଶା ଅଛି କି ବିସିସିଆଇ ଏହି ମୁଦ୍ଧାରେ ଆଇସିସି ପାଖରେ ନେଇଯାଆନ୍ତୁ , ଓ ଏହି ମୁଦ୍ଧା ବୁଝାମଣା ହୋଇଯିବ , ଧୋନୀଙ୍କ ପରିଚୟ ଦେଶର ପରିଚୟ ଅଟେ , ସେନାଙ୍କ ପରିଚୟ ଅଟେ , ଓ ଏହା ରାଜନୀତି ନୁହେଁ , ବିସିସିଆଇ ଧୋନୀଙ୍କ ଠିଆ ହେବା ଉଚିତ୍ ।

 

ରିଜିଜୁଙ୍କ ଅନୁସାରେ ବିଶ୍ୱକପ୍ ସମୟରେ ଯେଉଁ ମୁଦ୍ଧା ଉଠାଇକରି ସେ ଭାରତର ସମ୍ମାନର କଥା ଅଟେ , ମୋତେ ଲାଗୁଛି କି ବିସିସିଆଇ ଙ୍କୁ ନିଜ ସ୍ତରରେ ଏହି ମୁଦ୍ଧାରେ ଆଇସିସି ପାଖକୁ ନେବା ଉଚିତ୍ , ଭାରତୀୟ ନାଗରିକର ଭାବନାଙ୍କୁ ଧ୍ୟାନ ଦେବାକୁ ଉଚିତ୍ ।

Leave a Reply

Your email address will not be published. Required fields are marked *